Posted inଖେଳ

ନା ଧୋନୀ, ନା କୋହଲି; କେକେଆର୍‌ର ଏହି ମହଙ୍ଗା ଖେଳାଳିଙ୍କ ପସନ୍ଦର ଅଧିନାୟକ ହେଲେ…

ନୂଆଦିଲ୍ଲୀ,୬।୪: ଅଷ୍ଟ୍ରେଲିୟ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ସାଢ଼େ ୧୫ କୋଟି ଟଙ୍କାରେ କିଣିଥିଲା। ଏବେ କୁମିନ୍ସ ଆଗାମୀ ଆଇପିଏଲ୍‌ରେ କେକେଆର୍‌ ପକ୍ଷରୁ ଖେଳିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ହାଇଦ୍ରାବାଦ ହୋଟେଲରେ ପ୍ରଶଂସକମାନଙ୍କ ସହ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କେଉଁ ଅଧିନାୟକ ପସନ୍ଦ ତାହା କହିଛନ୍ତି। ମହେନ୍ଦ୍ର ସିଂହ ଧୋନୀ ନୁହନ୍ତି, ନା ବିରାଟ କୋହଲି, କୁମିନ୍ସ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଖେଳିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।

୨୦୧୪ରେ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍‌ ବିଜେତା ହୋଇଥିଲା। ଏହି ସମୟରେ ଦଳର ଅଧିନାୟକ ଥିଲେ ଗମ୍ଭୀର। ଦ୍ୱିତୀୟ ଥର ପାଇଁ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଦଳ ବିଜେତା ହୋଇଥିଲା। ଉକ୍ତ ମ୍ୟାଚ୍‌ ପରେ କୁମିନ୍ସ ସାଥୀ ଖେଳାଳିଙ୍କ ସହ ବାହାରକୁ ବାହାରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ଦେଖି ଭାବବିହ୍ବଳ ହୋଇଯାଇଥିଲେ। ଏହି ସ୍ମୃତି ସେ ସବୁଦିନ ପର୍ଯ୍ୟନ୍ତ ମନେ ରଖିବେ। ମୋଟ ଉପରେ ଦେଖିବାକୁ ଗଲେ ଗମ୍ଭୀରଙ୍କ ଆକ୍ରାମକ ଅଧିନାୟକତ୍ୱ ତାଙ୍କୁ ପସନ୍ଦ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟି୨୦ ପୁରୁଷ ବିଶ୍ୱକପ୍‌: ସେମିଫାଇନାଲ ରିଜର୍ଭ ଡେ ଲାଗି ପ୍ରସ୍ତାବ

ସିଡନୀ, ୨୧।୩(ପି.ଟି.): ଅକ୍ଟୋବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୁରୁଷ ଟି୨୦ ବିଶ୍ୱକପ୍‌ରେ ସେମିଫାଇନାଲ ମ୍ୟାଚ୍‌ ଲାଗି ରିଜର୍ଭ ଡେ ରଖିବାକୁ...

ଶେଷ ମ୍ୟାଚ୍‌ରେ ଷ୍ଟୋକ୍ସଙ୍କ ଆଖିରୁ ଝରିଲା ଲୁହ

ଲଣ୍ଡନ,୨୦।୭: ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଙ୍ଗଳବାର ତାଙ୍କ କ୍ୟାରିୟରର ଶେଷ ଦିନିକିଆ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ। ଷ୍ଟାଡିୟମରେ ତାଙ୍କର ବହୁ ସଂଖ୍ୟକ ପ୍ରଶଂସକ ଉପସ୍ଥିତ...

କମ୍‌ ରନ୍‌ ଦେଇ ଅଧିକ ଉଇକେଟ ନେବାର ରେକର୍ଡ

ନର୍ଥ ସାଉଣ୍ଡ,୨୬।୮: ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ବୃହତ୍‌ ବ୍ୟବଧାନରେ ଜିତିନେଇଛି। ବିଜୟରେ ୟର୍କର ସ୍ପେଶାଲିଷ୍ଟ ଯଶ୍‌ପ୍ରୀତ ବୁମ୍‌ରା ପ୍ରମୁଖ...

ଦିବାରାତ୍ର ଟେଷ୍ଟ ପୂର୍ବରୁ ଏମିତି କହିଲେ କୋହଲି

ଅହମ୍ମଦାବଦ୍‌, ୨୩।୨ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବା ହେଲେ ଭାରତୀୟ ଦଳକୁ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ୍‌ର...

ପ୍ରତ୍ୟାବର୍ତ୍ତନ କରିବା ନେଇ ନିଶ୍ଚିତ ଥିଲି: ଚିଙ୍ଗଲେନସାନା

ଭୁବନେଶ୍ୱର,୨୦।୨- ହକି ପ୍ରୋ ଲିଗ୍‌ର ପ୍ରଥମ ୪ଟି ମ୍ୟାଚ୍‌ରେ ମିଡ୍‌ଫିଲ୍ଡରେ ଭାରତ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଏହା ପଛରେ ଅବଶ୍ୟ ଟିମ୍‌ ମ୍ୟାନେଜମେଣ୍ଟର ସୁଚିନ୍ତିତ...

ଯୌନ, ଭାବନାତ୍ମକ ଶୋଷଣ ଅଭିଯୋଗରେ ସାଲାଜାର ଆଜୀବନ ବାସନ୍ଦ

ଟୋକିଓ,୨୮।୭(ଏପି): ଟ୍ରାକ୍‌ କୋଚ୍‌ ଆଲବେର୍ଟୋ ସାଲାଜାର ଯୌନ ଓ ଭାବନାତ୍ମକ ଶୋଷଣ ଅଭିଯୋଗରେ ଆଜୀବନ ବାସନ୍ଦ ହୋଇଛନ୍ତି। ୟୁଏସ୍‌ ସେଣ୍ଟର ଫର୍‌ ସେଫ୍‌ସ୍ପୋର୍ଟ ଦ୍ୱାରା ସେ...

ଓଡ଼ିଶା କ୍ରୀଡ଼ାରେ କରୋନା ପ୍ରଭାବ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)- ମାରାତ୍ମକ କରୋନା ଭାଇରସ୍‌ ପ୍ରଭାବରେ ବିଶ୍ୱର ଅନେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ଗେମ୍‌କୁ ବାତିଲ କରାଯାଇଥିବାବେଳେ କେତେକ ସାମୟିକ ସମୟ...

ବିସିସିଆଇର ଘୋଷଣା: ଏଥର ହେବ ରଣଜୀ ଟ୍ରଫି

ନୂଆଦିଲ୍ଲୀ, ୩ା୭- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରଣଜୀ ଟ୍ରଫି ସମେତ ଏହାର ସମସ୍ତ ଘରୋଇ ଟୁର୍ନାମେଣ୍ଟ ଆୟୋଜନ କରିବ। ୨୦୨୧-୨୨ ସିଜନରେ ମୋଟ...

Advertisement
Archives

Model This Week