ଖେଳ

କ୍ରିକେଟର୍‌ମାନେ ‘ଶୂନ’ରେ ଆଉଟ୍‌ ହେଲେ କେମିତି ଥାଏ ସ୍ତ୍ରୀଙ୍କ ପ୍ରତିକ୍ରିୟା

କ୍ରିକେଟର୍‌ଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଯିବା କିଛି ନୂଆ କଥା ନୁହେଁ। ଆଜିକାଲି କ୍ରିକେଟର୍‌ମାନେ ଗସ୍ତ ସମୟରେ ସାଥିରେ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀଙ୍କୁ ନେଉଛନ୍ତି। ଏହି କାରଣରୁ ଅନେକଥର ମଧ୍ୟ ସେମାନେ ସୋସିଆଲ ମିଡିଆରେ...

ଆତ୍ମହତ୍ୟା କଲେ କ୍ରିକେଟର୍‌

ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଛନ୍ତି। ନଭେମ୍ବର ୧୪ରେ ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ବର୍ଷର ସାଜିବ ମଧ୍ୟ ବାଂଲାଦେଶର ଅଣ୍ଡର -୧୯ଦଳର ଏକ ଅଂଶ ଥିଲେ। ଏହି ଯୁବ ବ୍ୟାଟ୍ସମ୍ୟାନ...

ଘରେ ଶୌଚାଳୟ ନ ଥିଲା, ବିସ୍ଫୋରକ ବ୍ୟାଟିଂରେ ରଚିଥିଲେ ଇତିହାସ

ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ୟୁସୁଫ ପଠାନଙ୍କ ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଗୁଜରାଟର ଭଡୋଦରାରେ ଜନ୍ମ ହୋଇଥିବା ଏହି ଖେଳାଳି ନିଜ ପ୍ରତିଭା ଦେଖିବାରେ ସମର୍ଥ ହୋଇଛନ୍ତି। ୟୁସୁଫ ପଠାନଙ୍କ କ୍ୟାରିଅର୍‌ ଅଧିକ ସମୟ ତିଷ୍ଠି ନ ଥିଲା କିନ୍ତୁ...

ଟେନିସ୍‌ ବଲ୍‌ରେ ରାହୁଲଙ୍କ ଅଭ୍ୟାସ

ସିଡ୍‌ନୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅବସରରେ ୟୁନାଇଟେଡ ଆରବ ଏମିରେଟ୍ସର ସ୍ଲୋ ଟ୍ରାକ୍‌ରେ ପାଖାପାଖି ୨ ମାସ ଖେଳିବାପରେ ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ଅଷ୍ଟ୍ରେଲିଆର ଜୀବନ୍ତ ପିଚ୍‌ରେ ସୋମବାରଠାରୁ ପାରମ୍ପରିକ ଟେନିସବଲ୍‌ ଟ୍ରେନିଂ ଆରମ୍ଭ କରିଛି।...

ସାୟନା ଜ୍ୟାକ୍‌ ୨ ବର୍ଷ ବାସନ୍ଦ

ଲାଉସାନେ (ସୁଇଜରଲାଣ୍ଡ):-ଡୋପିଂ ମାମଲାରେ ଅଷ୍ଟ୍ରେଲିଆର ମହିଳା ସନ୍ତରଣକାରୀ ସାୟନା ଜ୍ୟାକ୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ତାଙ୍କୁ ଦୁଇ ବର୍ଷ ବାସନ୍ଦ କରାଯାଇଛି। ତେବେ ଏହା ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର କିଛିଦିନ ପୂର୍ବରୁ ଶେଷ ହୋଇଯାଉଛି। ଜ୍ୟାକ୍‌ ଉଦ୍ଦେଶ୍ୟମୂଳକ...

ସେଲ୍ଫ ଆଇସୋଲେଶନରେ ଅଷ୍ଟ୍ରେଲିଆ ଅଧିନାୟକ ପେନ୍‌

ସିଡ୍‌ନୀ: ଆଡିଲେଡ୍‌ରେ କୋଭିଡ୍‌ର ସାନି ପ୍ରକୋପ ଦେଖାଦେଇଛି। ଅଧିନାୟକ ଟିମ୍‌ ପେନ୍‌ଙ୍କ ସମେତ ଅଷ୍ଟ୍ରେଲିଆ କ୍ରିକେଟ ଦଳର ସମସ୍ତ ଖେଳାଳି ତୁରନ୍ତ ସେଲ୍ଫ ଆଇସୋଲେଶେନରେ ରହିଛନ୍ତି। ଏହା ସତ୍ତ୍ୱେ କାର୍ଯ୍ୟସୂଚୀ ଅନୁସାରେ ଡିସେମ୍ବର ୧୭ରୁ ଏଠାରେ ଭାରତ ବିପକ୍ଷ ପ୍ରଥମ...

ଏଆଇଏଫ୍‌ଏଫ୍‌ ଲାଇସେନ୍ସ ପାଇବାରେ ଓଡ଼ିଶା ଏଫ୍‌ସି ବିଫଳ

ନୂଆଦିଲ୍ଲୀ: ଠିକ୍‌ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନ ଥିବାରୁ ଓଡ଼ିଶା ଏଫ୍‌ସି ସମେତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୫ଟି କ୍ଲବ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ଠାରୁ ଲାଇସେନ୍ସ ପାଇବାରେ ବିଫଳ ହୋଇଛନ୍ତି। ଫଳରେ ଶୁକ୍ରବାରଠାରୁ ଆରମ୍ଭ...

ବିରାଟ କୋହଲିଙ୍କ ଏହି କଥାରେ ରାଗିଲେ ପ୍ରଶଂସକ, ସ୍ତ୍ରୀ ଅନୁଷ୍କାଙ୍କୁ ମଧ୍ୟ ଛାଡିଲେନି

ଆଇପିଏଲ୍‌ ଖେଳରୁ ମୁକ୍ତ ହେବା ପରେ କ୍ରିକେଟର ବିରାଟ କୋହଲି ଦୀପାବଳି ଅବସାରେ ବାଣ ନ ଫୁଟାଇବା ପାଇଁ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଥିଲେ। ମାତ୍ର ସୋସିଆଲ ୟୁଜର୍ସମାନଙ୍କୁ ଏହା ଆଦୌ ହେଲେ ପସନ୍ଦ ଆସି ନ ଥିଲା। ତେଣୁ...

କୋହଲିଙ୍କୁ ଅଧିକ ଗୁରୁତ୍ୱ ନ ଦେବାକୁ ଅଷ୍ଟ୍ରେଲୀୟ ପ୍ରଶଂସକ ଚାହାନ୍ତି: ପେନ୍‌

ସିଡ୍‌ନୀ,୧୬।୧୧(ପି.ଟି.): ଆଗାମୀ ସିରିଜରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଅଷ୍ଟ୍ରେଲିଆ ପ୍ରଶଂସକ ଚାହାନ୍ତି ନାହିଁ। ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌। ଜଣେ ପ୍ରତିଦ୍ୱନ୍ଦ୍ୱୀ ଭାବେ କୋହଲିଙ୍କୁ ଅଷ୍ଟ୍ରେଲୀୟମାନେ ନାପସନ୍ଦ କରିବାକୁ ଭଲ ପାଆନ୍ତି।...

ମହମ୍ମଦ ସାଲାଙ୍କୁ କରୋନା

କାଇରୋ, ୧୬ା୧୧ (ଏପି)-ଲିଭରପୁଲ୍‌ ଷ୍ଟ୍ରାଇକର ମହମ୍ମଦ ସାଲା କରୋନା ସଂକ୍ରମିତ ହୋଇଛନ୍ତି। ନିଜ ଦେଶର ଇଜିପ୍ଟରେ ସେ ଅତିକମ୍‌ରେ ଗୋଟିଏ ସପ୍ତାହ ଆଇସୋଲେଶନରେ ରହିବେ। ଜାତୀୟ ଫୁଟ୍‌ବଲ ଦଳର ଡାକ୍ତର ମହମ୍ମଦ ଆବୁ ଏଲିଲା ଏହି ସୂଚନା ଦେଇଛନ୍ତି। ସାଲା...

ଜାତୀୟ ସିନିୟର ଚୟନ ପ୍ୟାନେଲ: ପୂର୍ବାଞ୍ଚଳରୁ ଦେବାଶିଷ, ଶିବସୁନ୍ଦର ଆଗରେ

ନୂଆଦିଲ୍ଲୀ, ୧୬ା୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନ୍ୟାଶନାଲ ସିଲେକ୍ସନ ପ୍ୟାନେଲ ନୂଆରୂପ ନେବାକୁ ଯାଉଛି। ଖାଲି ପଡ଼ିଥିବା ପଦବୀଗୁଡ଼ିକ ଲାଗି ପୂର୍ବାଞ୍ଚଳରୁ ଓଡ଼ିଶାର ଶିବ ସୁନ୍ଦର ଦାସ, ଉତ୍ତରାଞ୍ଚଳରୁ ଚେତନ ଶର୍ମା ଓ ମନିନ୍ଦର ସିଂ ଏବଂ ପଶ୍ଚିମାଞ୍ଚଳରୁ...

ଭାରତ ବିପକ୍ଷରେ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ: ସ୍ବେପ୍‌ସନ

ମେଲବୋର୍ନ,୧୬।୧୧(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌- ଅପ୍‌ ବିଶ୍ୱସ୍ତରୀୟ। ଭାରତ ବିପକ୍ଷରେ ବୋଲିଂ କରିବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଯୁବ ଅଷ୍ଟ୍ରେଲୀୟ ଲେଗ୍‌ସ୍ପିନର ମିଚେଲ ସ୍ବେପ୍‌ସନ କହିଛନ୍ତି। ଭାରତ ବିପକ୍ଷ ଆଗାମୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri