Posted inଖେଳ

ଆଇପିଏଲ ଇତିହାସରେ ପ୍ରଥମ ଥର

ନୂଆଦିଲ୍ଲୀ,୨।୫ : ୨୦୦୯ରୁ ଆଇପିଏଲରେ ଖେଳି ଆସୁଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର। କଦାପି ଖରାପ ଫର୍ମ ଯୋଗୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ି ନ ଥିଲେ। ହେଲେ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ୍‌ ଦଳର ଖରାପ ପ୍ରଦର୍ଶନ ଯୋଗୁ ଅଧିନାୟକ ପଦ ସହ ଦଳରୁ ସ୍ଥାନ ମଧ୍ୟ ହରାଇଛନ୍ତି ଓ୍ବାର୍ନର। ଆଇପିଏଲରେ ୫ ହଜାର ରନ୍‌ କରିଥିବା ଓ୍ବାର୍ନର ଫିଟ୍‌ ଓ ଖେଳିବା ପାଇଁ ଉପଲବ୍ଧ ଥିବା ସତ୍ତ୍ୱେ ପ୍ରଥମ ଥର ପାଇଁ ବାହାରେ ବସିଛନ୍ତି।

ଏ ସମ୍ପର୍କରେ ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜର କ୍ରିକେଟ ଅପରେଶନ୍ସ ଡିରେକ୍ଟର ଟମ୍‌ ମୁଡି କହିଛନ୍ତି, ଆମକୁ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା। ଜଣକୁ ବାହାରେ ବସିବାକୁ ପଡ଼ିବ। ଦୁର୍ଭାଗ୍ୟବଶତଃ ସେ ବାଦ୍‌ ପଡ଼ିଲେ। ମ୍ୟାନେଜମେଣ୍ଟର ଏହି ନିଷ୍ପତ୍ତିରେ ସେ ଦୁଃଖିତ। ଦଳର କମ୍ବିନେଶନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ହଟାଇଲା ତାଲିବାନ୍‌, ନସିବୁଲ୍ଲାଙ୍କୁ ଦାୟିତ୍ୱ …

କାବୁଲ,୨୧।୯: ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ତାଲିବାନ ହଟାଇ ଦେଇଛି। ପୂର୍ବରୁ ହାମିଦ୍‌ ଶିନଓ୍ବାରି ଆଫଗାନିସ୍ତାନ କ୍ରିକେଟ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏବେ...

ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଦଳରୁ ବାହାର କରିବାକୁ ନେଇ ରାଗିଗଲେ ଗମ୍ଭୀର: କହିଲେ ଅତିକମ୍‌ରେ…

ନୂଆଦିଲ୍ଲୀ,୧୭।୩: ଇଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଏବଂ ଈଶାନ ନିଜର ଅନ୍ତଃରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ। ମ୍ୟାଚ୍‌ରେ ସୂର୍ଯ୍ୟକୁମାର ସଫଳ ହୋଇ ନ...

ପ୍ରଥମ ଫାଇନାଲରେ କଟକ ବିଜୟୀ

ଭୁବନେଶ୍ୱର,୧୫ା୫ (ସ୍ପୋଟର୍‌ସ ବ୍ୟୁରୋ): ଓଟିଏମ୍‌ କଟକ ଗ୍ରାଉଣ୍ଡରେ ଅନୁଷ୍ଠିତ ୬୨ ତମ ଆନ୍ତଃଜିଲ୍ଲା ସାହାଣୀ କପ୍‌ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ଚରଣ ଫାଇନାଲରେ ବିଜୟୀ ହୋଇଛି...

ଧୋନୀଙ୍କୁ କୋହଲିଙ୍କ ଭୂୟସୀ ପ୍ରଶଂସା

ମାଞ୍ଚେଷ୍ଟର,୨୮।୬ (ପି.ଟି.)- ବିଶ୍ୱକପ୍‌ରେ ଗତ କେତୋଟି ମ୍ୟାଚ୍‌ରେ ମନ୍ଥର ବ୍ୟାଟିଂ କରି ବେଶ୍‌ ସମାଲୋଚିତ ହୋଇଥିବା ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କୁ କିନ୍ତୁ ଅଧିନାୟକ ବିରାଟ...

ଡୁ’ପ୍ଲେସି ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ

ଜୋହାନ୍ସ ବର୍ଗ, ୭ା୮(ଏଏଫ୍‌ପି)-ଅକ୍ଟୋବରରେ ଖେଳାଯିବାକୁଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଫାଫ୍‌ ଡୁ’ପ୍ଲେସି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। କ୍ରିକେଟ ସାଉଥ୍‌...

କୋପା ଆମେରିକାରେ କରୋନା ସଙ୍କଟ

ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍‌ଙ୍କ ସମେତ ମୋଟ...

ଶଶି ମୁକୁନ୍ଦ ଫାଇନାଲରେ

ବାଓଟୋ (ଚାଇନା), ୩୧ା୮ (ପି.ଟି.)-ଭାରତୀୟ ଟେନିସ ଖେଳାଳି ଶଶି କୁମାର ମୁକୁନ୍ଦ ତାଙ୍କ କ୍ୟାରିୟରରେ ପ୍ରଥମ ଥର ଏକ ଏଟିପି ଚ୍ୟାଲେଞ୍ଜର ଟୁରରେ ଫାଇନାଲକୁ ଉନ୍ନୀତ...

ସୁଶୀଲ କୁମାରଙ୍କ ବିରୋଧରେ ଚାର୍ଜଫ୍ରେମ

ନୂଆଦିଲ୍ଳୀ,୧୩ା୧୦(ପି.ଟି.): ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର ଚାମ୍ପିୟନ ରେସଲରଙ୍କ ହତ୍ୟା ମାମଲାରେ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ନାମରେ କୋର୍ଟ ଚାର୍ଜଫ୍ରେମ୍‌ କରିଛନ୍ତି।...

Advertisement
Archives

Model This Week