Posted inଖେଳ

ସେଲ୍‌ବିଙ୍କୁ ବିଶ୍ୱ ସ୍ନୁକର ଟାଇଟଲ

ଶେଫିଲ୍ଡ (ଇଂଲଣ୍ଡ), ୫।୫(ଏପି)- କ୍ରୁକିବଲ ଥିଏଟରରେ ଭରପୂର ଦର୍ଶକଙ୍କ ଗହଣରେ ଇଂଲଣ୍ଡର ମାର୍କ ସେଲବି ବିଶ୍ୱ ସ୍ନୁକର ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ନିଜ ଦେଶର ଶନ ମର୍ଫିଙ୍କୁ ୧୮-୧୫ରେ ହରାଇ ସେଲ୍‌ବି କ୍ୟାରିୟରରେ ୪ର୍ଥ ଥର ପାଇଁ ଚାମ୍ପିୟନ ହୋଇଛନ୍ତି। କେବଳ ସ୍କଟଲାଣ୍ଡର ଷ୍ଟିଫେନ ହେଣ୍ଡ୍ରି (୭ ଥର), ଇଂଲଣ୍ଡର ରୋନି ଓ’ସୁଲିଭାନ, ଓ୍ବେଲ୍ସର ରୟ ରିଅର୍ଡନ ଏବଂ ଇଂଲଣ୍ଡର ଷ୍ଟିଭ୍‌ ଡେଭିସ (ସମସ୍ତେ ୬ ଥର ଲେଖାଏ) ସେଲ୍‌ବିଙ୍କଠାରୁ ଅଧିକଥର ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ୪ର୍ଥ ଟାଇଟଲ ସହ ସେଲ୍‌ବି ସ୍କଟଲାଣ୍ଡର ଜନ୍‌ ହିଗିନ୍ସଙ୍କ ସମକକ୍ଷ ହୋଇଛନ୍ତି। ମହାମାରୀଜନିତ ଲକ୍‌ଡାଉନ୍‌ କଟକଣା ସମୟରେ ବହୁଳ ସମାବେଶରୁ ସୁରକ୍ଷିତଭାବେ ଘରକୁ ଫେରିବା ପାଇଁ ଇଂଲଣ୍ଡର ଶେଫିଲ୍ଡରେ ୧୭ ଦିନ ବିଶିଷ୍ଟ ଏହି ଇନ୍‌ଡୋର ଟୁର୍ନାମେଣ୍ଟ ପାଇଲଟ ପ୍ରୋଗ୍ରାମର ଅଂଶବିଶେଷ। କ୍ରୁକିବଲ ପକ୍ଷରୁ ପ୍ରଥମ ରାଉଣ୍ଡ ଅବସରରେ ୩୩ ପ୍ରତିଶତ, ଦ୍ୱିତୀୟ ରାଉଣ୍ଡରେ ୫୦ ପ୍ରତିଶତ ଏବଂ ୨ଦିନ ବିଶିଷ୍ଟ ଫାଇନାଲ ବେଳକୁ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଥିଲା। କୌଣସି ଦର୍ଶକ ଭେନ୍ୟୁରେ ପ୍ରବେଶ ପୂର୍ବରୁ କୋଭିଡ୍‌-୧୯ ଟେଷ୍ଟ ବାଧ୍ୟତାମୂଳକ ଥିଲା। ରିପୋର୍ଟ ନେଗେଟିଭ ଥିବା ବ୍ୟକ୍ତିଙ୍କୁ ହିଁ ଅନୁମତି ମିଳୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ: ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା:୪/୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିନଗର ପଡାଠାରେ ଗାନ୍ଧିନଗର କ୍ରିକେଟ କମିଟି ପକ୍ଷରୁ ୨ ଦିନଧରି ରାତ୍ରି କାଳୀନ…

ଦିଲ୍ଲୀ ଗ୍ରସ୍ତ ସ୍କିପ୍‌ କଲେ ଧୋନୀ

ଚେନ୍ନାଇ,୪ା୫: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପୂର୍ୱତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ସହିତ ପରବର୍ତ୍ତୀ ମ୍ୟାଚ୍‌ ଲାଗି ଦିଲ୍ଲୀ ଯାତ୍ରା କରି ନାହାନ୍ତି। ସିଏସ୍‌କେ…

ଆରସିବିକୁ ବଡ଼ ଝଟ୍‌କା: ସ୍ୱଦେଶ ଫେରିଲେ ଫିଲ୍‌ ସଲ୍ଟ

ନୂଆଦିଲ୍ଲୀ,୪ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓପନର ଇଂଲଣ୍ଡର ଫିଲ୍‌ ସଲ୍ଟ ସ୍ୱଦେଶ ଫେରିଛନ୍ତି। ଗତ ମାସରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କର କ୍ଷତର ଗଭୀରତା…

ରାଜସ୍ଥାନ ଫ୍ରାଞ୍ଚାଇଜର ୭୫% ଅଂଶଧନ କିଣିଲେ ମିତ୍ତଲ ପରିବାର

ନୂଆଦିଲ୍ଲୀ,୪ା୫: ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପୁଅ ଆଦିତ୍ୟ ମିତ୍ତଲଙ୍କ ସହିତ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ଆଦାର ପୁନାଓ୍ୱାଲା ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର…

IPLରେ ‘ଗଲଫ୍ରେଣ୍ଡ କଲ୍ଚର’ ଉପରେ ପୂର୍ଣ୍ଣଛେଦ ପକାଇବ BCCI! ଖେଳାଳିଙ୍କ ସାଥୀ ଆଉ…

ନୂଆଦିଲ୍ଲୀ,୪।୫: IPL ୨୦୨୬ ଭିତରେ BCCI ଏକ କଠୋର ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଟୁର୍ଣ୍ଣାମେଣ୍ଟ ସମୟରେ ଅନେକ ଖେଳାଳି ସେମାନଙ୍କ ପ୍ରେମିକାଙ୍କ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

ନୋ ହ୍ୟାଣ୍ଡଶେକ ନୀତି ଉପରେ ପ୍ରଥମ ଥର ମୁହଁ ଖୋଲିଲେ ପାକିସ୍ତାନ ଅଧିନାୟକ ଆଘା

ଇସଲାମାବାଦ,୨ା୫: ଗତ ବର୍ଷ ଏସିଆ କପ୍‌ ବେଳେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ଆପଣେଇଥିବା ନୋ ହ୍ୟାଣ୍ଡଶେକ ନୀତି ଏବେ ବି ପ୍ରଶଂସକଙ୍କ…

T20 World Cup: ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା, ୨ ବର୍ଷ ପରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri