Posted inଖେଳ

ଜୋକୋଭିଚ୍‌ଙ୍କ କଷ୍ଟସାଧ୍ୟ ବିଜୟ

ରୋମ୍‌, ୧୬ା୫ (ଏପି)- ଷ୍ଟିଫାନସ ସିତ୍‌ସିପାସଙ୍କ ବିପକ୍ଷରେ ବିଜୟ ହାସଲ କରି ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ୍‌ ଜୋକୋଭିଚ୍‌ ଏଠାେରେ ଚାଲିଥିବା ଇଟାଲିଆନ ଓପନ୍‌ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବର୍ଷା ଯୋଗୁ ବିଳମ୍ବରେ ଖେଳାଯାଇଥିବା ଏହି କ୍ୱାର୍ଟରଫାଇନାଲ ମ୍ୟାଚରେ ସର୍ବୀୟ ଖେଳାଳି ପ୍ରଥମ ସେଟ୍‌ରେ ୪-୬ରେ ପରାଜିତ ହେବା ପରେ ସଫଳ ପ୍ରତ୍ୟାବର୍ତ୍ତନ ସହ ସେ ୭-୫, ୭-୫ରେ ମ୍ୟାଚ୍‌କୁ ଜିତିନେଇଥିଲେ। ସେମିଫାଇନାଲରେ ସେ ଇଟାଲୀର ଲୋରେଞ୍ଜୋ ସୋନେଗୋଙ୍କୁ ଭେଟିବେ। ସୋନେଗୋ କ୍ୱାର୍ଟରଫାଇନାଲରେ ୭ମ ର଼୍ୟାଙ୍କିଙ୍ଗପ୍ରାପ୍ତ ଆନ୍ଦ୍ରେ ରୁବ୍ଲେଭଙ୍କୁ ୩-୬, ୬-୪, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ବର୍ଷା ଯୋଗୁ ଶୁକ୍ରବାର ଏହି ମ୍ୟାଚ ଖେଳାଯାଇ ପାରି ନ ଥିଲା। ମ୍ୟାଚ ଦେଖିବା ଲାଗି ଷ୍ଟାଡିୟମ କ୍ଷମତାର ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ବଦଳିଲେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୬।୭: ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ୍‌ ପାଇଁ ଶୁକ୍ରବାର ୨୪ ଜଣିଆ ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଆସନ୍ତା ୧୮ରୁ ଆରମ୍ଭ ହେବାକୁ...

ପ୍ରଥମ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ, ୧୮।୧୨- ସ୍ଥାନୀୟ ଇଡେନ ପାର୍କଠାରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌କୁ ଅତି ସହଜରେ ୫ ଉଇକେଟରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଏହି...

ପ୍ରଥମ ଟେଷ୍ଟରେ ନ ଖେଳିପାରନ୍ତି ଜାଡେଜା

ନୂଆଦିଲ୍ଲୀ, ୭।୧୨- ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ନ ଖେଳି ପାରନ୍ତି। ପ୍ରଥମ ଟି୨୦ ମ୍ୟାଚ୍‌ରେ ମୁଣ୍ଡରେ ବଲ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଓସାକାଙ୍କୁ ଚତୁର୍ଥ ଗ୍ରାଣ୍ଡସ୍ଲାମ ଟାଇଟଲ

ମେଲବୋର୍ନ,୨୧।୨(ଏପି): ଜାପାନ ମହିଳା ଟେନିସ ତାରକା ନାଓମି ଓସାକା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ...

ଟେନଶନରୁ ବର୍ତ୍ତିବା ପାଇଁ ବାଥରୁମ୍‌ରେ ଲୁଚିଥିଲେ ଖେଳାଳି

ଲଣ୍ଡନ,୨୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ଅନ୍ତିମ ତଥା ନର୍ଣ୍ଣାୟକ ଦିନ ଭାରତୀୟ ଦଳର ବୋଲିଂ ଦେଖି ଭୟବିତ ହୋଇପଡ଼ିଥିଲେ ଫାଇନାଲର ଶ୍ରେଷ୍ଠ ଖେଳାଳି...

କ୍ୟାପଟେନ ବଦଳାଇବ ନାହିଁ ଦିଲ୍ଲୀ କ୍ୟାପିଟାଲ

ନୂଆଦିଲ୍ଲୀ,୩।୯: ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ ପାଇଁ ଶ୍ରେୟାସ ଆୟାର ଉପଲବ୍ଧ ହୋଇଛନ୍ତି। ହେଲେ ରିଷଭ ପନ୍ତ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ନେତୃତ୍ୱ...

ଶ ଫିଟ୍‌, ସ୍ପଷ୍ଟ କଲେ ଶାସ୍ତ୍ରୀ

ଖୀଷ୍ଟଚର୍ଚ୍ଚ,୨୮।୨(ପି.ଟି.)- ଯୁବ ଓପନର ପୃଥ୍ବୀ ଶ ପାଦ ଜନିତ ଆହତ ସମସ୍ୟାରୁ ମୁକୁଳି ସାରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ଖେଳିବେ...

ଅଲିମ୍ପିକ ଯୋଗ୍ୟତା ଟାଇମିଂ ହାସଲରେ ସଜନ ପ୍ରଥମ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ସଜନ ପ୍ରକାଶ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ ଯୋଗ୍ୟତା ଟାଇମ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଇଟାଲୀର ରୋମ୍‌ଠାରେ ଚାଲିଥିବା...

Advertisement
Ten Cric Info


Archives

Model This Week