ଖେଳ

ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାର ୧୦ ବର୍ଷ ପରେ ବିବାହ ବନ୍ଧନରେ ଏହି ବ୍ୟାଡ୍‌ମିଣ୍ଟନ ତାରକା, ତାମିଲ ଅଭିନେତାଙ୍କ…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତର ଜଣେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଡ୍‌ମିଣ୍ଟନ୍‌ ତାରକା ଜ୍ୱାଲା ଗୁଟ୍ଟା। ତାଙ୍କ କ୍ୟାରିୟରରେ ଭାରତ ପାଇଁ ଅନେକ ପଦକ ଜିତିଥିବା ଜ୍ୱାଲା ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ହାତ ଧରିଛନ୍ତି। ଏହା ଜ୍ୱାଲାଙ୍କ ଦ୍ୱିତୀୟ…

ସଚିନ୍‌ ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ କରିଥିଲେ ବିବାହ: ପ୍ରେମ ମାନି ନ ଥିଲା ବୟସ ତାରତମ୍ୟ…

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ଶନିବାର ୪୮ ବର୍ଷ ପୂରଣ ହୋଇଛି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ସଚିନ୍‌ ତାଙ୍କଠାରୁ ୬ ବର୍ଷ ବୟସ୍କ ଅଞ୍ଜଳିଙ୍କୁ ବିବାହ କରିଥିଲେ। ଅଞ୍ଜଳିଙ୍କ ଜନ୍ମ ୧୯୬୭ ନଭେମ୍ବର…

ବିଜୟ ସହ କ୍ଲେକୋର୍ଟ ସିଜନ ଆରମ୍ଭ କଲେ ହାଲେପ୍‌

ଷ୍ଟଟଗାର୍ଟ (ଜର୍ମାନୀ), ୨୪ା୪ ମାର୍କେଟା ଭୋନ୍ଦ୍ରୋସେଭୋଙ୍କୁ ୬-୧, ୬-୩ ସେଟ୍‌ରେ ହରାଇ ରୋମାନିଆର ସିମୋନା ହାଲେପ୍‌ ପୋର୍ଶ୍ଚେ ଗ୍ରଁାପ୍ରି ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ଇଞ୍ଜୁରିରୁ ଫେରିଥିବା ହାଲେପ୍‌ ତାଙ୍କ କ୍ଲେକୋର୍ଟ ସିଜନ ଆରମ୍ଭ କରିଛନ୍ତି।…

ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ: ସଚିନ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ଶୁକ୍ରବାର ଏହାର ୮ମ ସ୍ବର୍ଣ୍ଣ ଜିତିିଛି। ସଚିନ ସିଓ୍ବାଚ ୫୬କେଜି ଶ୍ରେଣୀରେ ଏହି ପଦକ ହାସଲ କରିଛନ୍ତି। ଫାଇନାଲରେ ସେ କାଜାଖସ୍ତାନର ୟେରବୋଲାଟ ସାବିରଙ୍କୁ ୪-୧ରେ ପରାସ୍ତ…

ଏସି ମିଲାନ୍‌ ତରଫରୁ ଖେଳିବେ ଇବ୍ରାହିମୋଭିଚ୍‌

ମିଲାନ, ୨୪ା୪(ଏପି)-ଜ୍ଲାଟାନ ଇବ୍ରାହିମୋଭିଚ୍‌ ୪୦ ବର୍ଷ ବୟସରେ ପଦାର୍ପଣ କରିସାରିବା ପରେ ମଧ୍ୟ ଏସି ମିଲାନ ତରଫରୁ ତାଙ୍କ ଖେଳ ଜାରି ରଖିବେ। ଚାମ୍ପିୟନ୍ସ ଲିଗ୍‌କୁ ମଧ୍ୟ ତାଙ୍କର ପ୍ରତ୍ୟାବର୍ତ୍ତନ ସମ୍ଭାବନା ରହିଛି। ଅକ୍ଟୋବରରେ ୪୦ ବର୍ଷ ବୟସରେ ପଦାର୍ପଣ କରିବାକୁ…

ପାକିସ୍ତାନକୁ ହରାଇଲା ଜିମ୍ବାଓ୍ବେ

ହାରାରେ,୨୪।୪: ସ୍ଥାନୀୟ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଲୋ- ସ୍କୋରିଂ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଜିମ୍ବାଓ୍ବେ ଭ୍ରମଣକାରୀ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି। ଟସ୍‌ ଜିତି ପାକିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ…

ମୁମ୍ବାଇକୁ ସୁଯୋଗ ଦେଲା ନାହିଁ ପଞ୍ଜାବ

ଚେନ୍ନାଇ,୨୩।୪ : ନା ବୋଲିଂ ନା ବ୍ୟାଟିଂ। କୌଣସି ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ସୁଯୋଗ ଦେଲା ନାହିଁ କିଙ୍ଗ୍ସ ପଞ୍ଜାବ। ୧୪ ବଲ ପୂର୍ବରୁ ପଞ୍ଜାବ ୯ ଉଇକେଟରେ ମୁମ୍ବାଇକୁ ହରାଇ ଦେଇଛି। କ୍ରମାଗତ ହ୍ୟାଟ୍ରିକ ପରାଜୟ ପରେ ଲୋକେଶ ରାହୁଲଙ୍କ…

ରୋହିତଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମୁମ୍ବାଇ ୧୩୧/୬

ଚେନ୍ନାଇ,୨୩।୪: କିଙ୍ଗ୍ସ ପଞ୍ଜାବ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୩୧ ରନ୍‌ କରିଛି। ଅଧିନାୟକ ରୋହିତ ଶର୍ମା ଖେଳିଥିଲେ ୬୩ (୫ ଚୌକା ଓ ୨ ଛକା)…

୧୧୯ ରନ୍‌ କରିପାରିଲା ନାହିଁ ପାକିସ୍ତାନ

ହରାରେ,୨୩।୪: ସିରିଜ୍‌ର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଜିତିବା ପାଇଁ ପାକିସ୍ତାନକୁ ଦରକାର ଥିଲା ୧୧୯ ରନ୍‌। ପାକିସ୍ତାନର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍‌ ଆଗରେ ଥିଲା ଦୃବଳ ଜିମ୍ବାଓ୍ବେ। ତଥାପି ପାରିଲା ନାହିଁ ପାକିସ୍ତାନ। ପୂରା ଦଳ ମାତ୍ର ୯୯ ରନ୍‌ରେ…

ବୋଲିଂ ବାଛିଲା ପଞ୍ଜାବ

ଚେନ୍ନାଇ,୨୩।୪: ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ ନୁହେଁ। ଏହା ସତ୍ତ୍ୱେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କିଙ୍ଗ୍ସ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ। ମୁମ୍ବାଇ ଇଣ୍ଡିଆନ୍ସ ଦଳରେ କୌଣସି ପରିବର୍ତ୍ତନ ହୋଇ ନ ଥିବାବେଳେ ଗୋଟିଏ…

ଆଜିର ଦିନରେ ଦେଖିବାକୁ ମିଳିଥିଲା ଗେଲ୍‌ ଝଡ଼

ମୁମ୍ବାଇ,୨୩।୪: ଠିକ୍‌ ୮ ବର୍ଷ ତଳେ ଅର୍ଥାତ୍‌ ୨୦୧୩, ଏପ୍ରିଲ ୨୩ ତାରିଖରେ ଆଇପିଏଲରେ ଦେଖିବାକୁ ମିଳିଥିଲା ଗେଲ୍‌ ଝଡ଼। ନିଷ୍କ୍ରିୟ ଦଳ ପୁଣେ ଓ୍ବାରିୟର୍ସ ଇଣ୍ଡିଆ (ପିଡବ୍ଲ୍ୟୁଆଇ) ବିପକ୍ଷରେ ମାତ୍ର ୬୬ ବଲ୍‌ରେ ଖେଳିଥିଲେ ୧୭୫ ରନ୍‌ର ଅପରାଜିତ ଇନିଂସ।…

ବିରାଟ ଭଳି ହେବାକୁ ଚାହୁଁଥିଲେ, ଏବେ ତାଙ୍କ ସହ ଖେଳିଲେ ମ୍ୟାଚ୍‌ ବିଜୟୀ ଇନିଂସ; ଜାଣନ୍ତୁ କିଏ ସେହି ୨୦ ବର୍ଷୀୟ ପଡ଼ିକାଲ

ନୂଆଦିଲ୍ଲୀ,୨୩।୪: ଆଇପିଏଲ୍‌ ଆରମ୍ଭ ହେବା ସମୟରେ ଏହା କେବଳ ଟଙ୍କା କମାଇବାର ଏକ ରୋମାଞ୍ଚକ ଲିଗ୍‌ ଥିଲା। ହେଲେ ବିଗତ କିଛି ବର୍ଷ ମଧ୍ୟରେ ବଦଳିଛି ଏହାର ପରିଭାଷା। କାରଣ ଏଠାରେ ଅନେକ ଖେଳାଳିଙ୍କ କ୍ୟାରିୟର ନିର୍ମାଣ ହେଉଛି। ଟୁର୍ନାମେଣ୍ଟ ଖେଳାଳିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?