ଖେଳ

ସାହାଯ୍ୟ ପାଇଁ ହାତ ବଢ଼ାଇଲେ ପଞ୍ଜାବ ଖେଳାଳି

ଅହମ୍ମଦାବାଦ,୩୦।୪ : ଦେଶରେ କୋଭିଡ୍‌-୧୯ ଯୋଗୁ ଅତି ଭୟଙ୍କର ସ୍ଥିତି ସୃଷ୍ଟି ହୋଇ ଥିବାବେଳେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ବିଦେଶୀ ଖେଳାଳି। କିଙ୍ଗ୍ସ ପଞ୍ଜାବ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ନିଜ ଆଇପିଏଲ ଦରମାର କିଛି ଅଂଶ…

ଆଇପିଏଲ୍‌ର ନୂଆ ସଂଯୋଗ: ଯାହା ପୂର୍ବରୁ କେବେ ଘଟି ନ ଥିଲା

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୧ର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବିପକ୍ଷରେ ୧୭୧ ରନ ସଂଗ୍ରହ କରିଥିଲା। ଏହି ସ୍କୋରରେ ଅଜବ କିଛି ନାହିଁ, ଏହା ଏକ ସାଧାରଣ କଥା। କିନ୍ତୁ ଆଇପିଏଲ୍‌ ଟି -୨୦ ଲିଗର ଶେଷ…

କୋହଲିଙ୍କ ଏମିତି କାର୍ଯ୍ୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ମୁମ୍ବାଇ,୩୦।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଉଭୟଙ୍କ ପ୍ରେମ କାହାଣୀ ବିଷୟରେ ଜାଣିବାକୁ…

ପ୍ରଥମ ଓଭରରେ୍‌ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶ’

ଅହମଦାବାଦ,୩୦।୪: ଆଇପିଏଲ ୨୦୨୧ ରେ ୨୧ ବର୍ଷ ବୟସ୍କ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ନିଜ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବାବେଳେ କେକେଆର ବିପକ୍ଷରେ ୧୮ଟି ବଲରେ ଅର୍ଦ୍ଧଶତକ ଖେଳିଥିଲେ। ଏହା ହେଉଛି ସିଜିନର…

ନିଆରା ଅନ୍ଦାଜରେ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି। ବିଶ୍ୱର ଏକମାତ୍ର କ୍ରିକେଟର୍‌ ଭାବେ ଏକଦିବସୀୟ କ୍ରିକେଟରେ ୩ଥର ଦ୍ୱିଶତକ ଅର୍ଜନ କରିଛନ୍ତି। କେବଳ…

ପୃଥ୍ବୀ ଶ’ଙ୍କ ତଣ୍ଟି ଚିପିଲେ ଏହି କ୍ରିକେଟର୍‌

ଅହମଦାବାଦ,୩୦।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ଆକ୍ରମଣାତ୍ମକ ଓପନର୍‌ ପୃଥ୍ବୀ ଶ’ଙ୍କ ଚମତ୍କାର ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଦିଲ୍ଲୀ ଆଗରେ ୧୫୫ ରନ ଲକ୍ଷ୍ୟ ଥିଲା, ଯାହାକୁ ପିଛା କରି…

ତେନ୍ଦୁଲକର ଦେଲେ ୧ କୋଟି ଟଙ୍କା

ନୂଆଦିଲ୍ଲୀ, ୩୦ା୪ (ପି.ଟି.)-କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କ୍ରୟ ଲାଗି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ୧କୋଟି ଟଙ୍କା ଦାନ କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଥିବାରୁ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏବେ ସଙ୍କଟରେ ପଡ଼ିଛି। ରୋଗୀଙ୍କୁ ଚିକିତ୍ସା…

ଆଇପିଏଲ୍‌ରୁ ଓହରିଲେ ଅମ୍ପାୟର ମେନନ

ନୂଆଦିଲ୍ଲୀ, ୩୦ା୪ (ପି.ଟି.)- ଭାରତର ଟପ୍‌ ଅମ୍ପାୟର ନୀତୀନ ମେନନ ଚଳିତ ଆଇପିଏଲ୍‌ରୁ ଓହରିଯାଇଛନ୍ତି। ତାଙ୍କ ପରିବାରର ୨ ସଦସ୍ୟ କୋଭିଡ୍‌ ସଂକ୍ରମଣରେ ଥିବା ଜଣାପଡ଼ିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଭାରତରୁ ଅଷ୍ଟ୍ରେଲିଆକୁ ବିମାନଯାତ୍ରା ବନ୍ଦ ଘୋଷଣା…

ଭାରତୀୟ ମହିଳା କ୍ରିକେଟ ଦଳ: ମୁଖ୍ୟ କୋଚ୍‌ ଦୌଡ଼ରେ ୫ ମହିଳା

ନୂଆଦିଲ୍ଲୀ, ୩୦।୪(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦୌଡ଼ରେ ୫ ଜଣ ମହିଳା ସାମିଲ ହୋଇଛନ୍ତି। ୨୦୧୭ରୁ ଏହି ପଦରେ ପୁରୁଷ କୋଚ୍‌ ରହି ଆସୁଥିଲେ। ଏଥର ଆବେଦନ କରିଥିବା ମହିଳାଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ…

ବୋଲରଙ୍କ ନିଦ ହଜାଇ ଦେଲେ ପୃଥ୍ବୀ

ଅହମ୍ମଦାବାଦ୍‌,୨୯।୪ : ସାମ୍ନାରେ ଥିଲା ୧୫୫ ରନ୍‌ର ଚ୍ୟାଲେଞ୍ଜିଂ ବିଜୟ ଲକ୍ଷ୍ୟ। କିନ୍ତୁ ଏହାକୁ ଅତି ସାଧାରଣ ଟାର୍ଗେଟରେ ପରିଣତ କରି ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ଓପନର ପୃଥ୍ବୀ ଶ’ଙ୍କ ଆଟାକିଂ ବ୍ୟାଟିଂ। ସେ ପ୍ରଥମ ଓଭରରେ ଶିଭମ ମାଭିଙ୍କୁ ଲଗାଇଥିଲେ…

ରାଇନାଙ୍କୁ ପଛରେ ଛାଡ଼ିଲେ ଧାଓ୍ବନ

ଅହମ୍ମଦାବାଦ,୨୯।୪ : ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ପଛରେ ପକାଇ ଦେଇଛନ୍ତି ଶିଖର ଧାଓ୍ବନ। ଚମତ୍କାର ଫର୍ମରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓପନର ଧାଓ୍ବନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବିପକ୍ଷ…

ବିଳମ୍ବ କରିଦେଲେ ରସେଲ

ଅହମ୍ମଦାବାଦ,୨୯।୪ : ବିଳମ୍ବ କରିଦେଲେ ଆନ୍ଧ୍ରେ ରସେଲ। ଶେଷ ଆଡ଼କୁ ଦେଖିବାକୁ ମିଳିଲା ତାଙ୍କ ବ୍ୟାଟରୁ ଚୌକା ଓ ଛକାର ବର୍ଷା। କିନ୍ତୁ ପ୍ରଥମ ୧୮ ବଲରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ବଲ ପିଛା ଏକ ରନ୍‌ କରିବାକୁ ସଂଘର୍ଷ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?