Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ବୋଲର ଅଶ୍ୱିନ

ସାଉଥାମ୍ପଟନ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ରେ ସବୁଠୁ ସଫଳତମ ବୋଲର ଆଖ୍ୟା ପାଇଛନ୍ତି ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଦୁଇ ବର୍ଷ ଧରି ଖେଳାଯାଇଥିବା ଡବ୍ଲ୍ୟୁଟିସିରେ ସର୍ବାଧିକ ଉଇକେଟ ହାତେଇଛନ୍ତି ଏହି କିମ୍ବଦନ୍ତୀ ସ୍ପିନର। ଫାଇନାଲରେ ଡେଭନ କନଓ୍ବେଙ୍କୁ ଆଉଟ୍‌ କରି ୩୪ ବର୍ଷୀୟ ଅଶ୍ୱିନ ଏହି ସ୍ବତନ୍ତ୍ରୀ ରେକର୍ଡକୁ ନିଜ ନାମରେ କରିଛନ୍ତି।

ଟେଷ୍ଟ ବୋଲରଙ୍କ ମଧ୍ୟରେ ଦ୍ୱତୀୟ ର଼୍ୟାଙ୍କରେ ଥିବା ଅଶ୍ୱିନ ୧୪ ଡବ୍ଲ୍ୟୁଟିସି ମ୍ୟାଚ୍‌ରେ ହାତେଇଛନ୍ତି ସର୍ବାଧିକ ୭୧ ଉଇକେଟ। ଏହି ତାଲିକାରେ ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର ପାଟ କୁମିନ୍ସ (୭୦ ଉଇକେଟ)। ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ (୬୯), ଅଷ୍ଟ୍ରେଲିଆର ନାଥାନ ଲିଓନ (୫୬) ଓ ଟିମ୍‌ ସୌଦି (୫୬ ) ଟପ୍‌-୫ ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌: ଟାଇଟଲ ଲକ୍ଷ୍ୟରେ ବାଙ୍ଗାଲୋର

ନୂଆଦିଲ୍ଲୀ,୪।୪(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଣ୍ଡର ଆଚିଭର ବିବେଚିତ ହେଉଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ଏଥର...

୧୭ରେ ଆଇ-ଲିଗ୍‌ ଟ୍ରଫି ଗ୍ରହଣ କରିବ ମୋହନବାଗାନ

କୋଲକାତା, ୨ା୧୦ (ପି.ଟି.)-ଶେଷରେ ଅକ୍ଟୋବର ୧୭ରେ କ୍ଲବ ଟେଣ୍ଟ୍‌ରେ ଆଇ-ଲିଗ୍‌ ଟ୍ରଫି ଗ୍ରହଣ କରିବ ସହରର ପ୍ରମୁଖ ଫୁଟ୍‌ବଲ ଦଳ ମୋହନବାଗାନ। ଦଳ ୭ ମାସ...

ଜାଏଣ୍ଟ୍ସ ବିପକ୍ଷରେ ପାଇରେଟ୍ସର ବୃହତ୍‌ ବିଜୟ

ପୁଣେ, ୩୧ା୧୦ :ପ୍ରୋ-କବାଡ଼ି ଲିଗ୍‌ରେ ସଚିନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ସହାୟତାରେ ପାଟ୍‌ନା ପାଇରେଟ୍ସ ୩୪-୨୮ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। ବାଲଓ୍ବୋଡିସ୍ଥିତ ଶ୍ରୀ ଶିବଛତ୍ରପତି ସ୍ପୋଟର୍‌ସ...

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ମେଲବୋର୍ନ,୬।୧୧: ଭାରତୀୟ କ୍ରିକେଟର୍‌ ସୂର୍ଯ୍ୟକୁମାର ଯାଦବଙ୍କ କ୍ରିକେଟ୍‌ କ୍ୟାରିୟରରେ ୨୦୨୨ ବର୍ଷ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି। ଟି-୨୦ ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ସେ ରବିବାର...

ଖୁବ୍‌ଶୀଘ୍ର ଏହି କ୍ରିକେଟର୍‌ଙ୍କ ଘରେ ବାଜିବ ସାହାନାଇ

ସିଡନୀ,୧୨।୯: ଅଷ୍ଟ୍ରେଲିଆର ଅଲରାଉଣ୍ଡର ମିଚେଲ ମାର୍ଶ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଗର୍ଲଫ୍ରେଣ୍ଡ ଗ୍ରେଟା ମ୍ୟାକଙ୍କ ସହ ମିଚେଶଙ୍କ ନିର୍ବନ୍ଧ ଶେଷ ହୋଇଛି।...

ଶ୍ରୀଶଙ୍କରଙ୍କୁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା

ପଟିଆଲା, ୧୭ା୩ (ପି.ଟି.)- ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଠାରେ ଫେଡେରେଶନ କପ୍‌ ଜାତୀୟ ସିନିୟର ଆଥଲେଟିକ୍ସ...

ଆଇସିସି ଟେଷ୍ଟ ର଼୍ୟାଙ୍କିଂ: ଶୀର୍ଷ ୫ ଅଲରାଉଣ୍ଡରରେ ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୨।୧: ଆଇସିସି ପକ୍ଷରୁ ବୁଧବାର ନୂତନ ଟେଷ୍ଟ ର଼୍ୟାଙ୍କିଂ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆର ୩ ଖେଳାଳି...

ପ୍ରଥମ ଟି୨୦: ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୩ା୨(ଏପି)-ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ନ୍ୟୁଜିଲାଣ୍ଡ ୫୩ ରନରେ ଜିତି ନେଇଛି। ଏହି ବିଜୟ ଦ୍ୱାରା ଆୟୋଜକ ଦଳ ୫...

Advertisement
Archives

Model This Week