ଖେଳ

ବିନା ପରିବର୍ତ୍ତନରେ ଓହ୍ଲାଇଲା ସିଏସ୍‌କେ

ନୂଆଦିଲ୍ଲୀ,୧।୫ : ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ। ଏହାକୁ ଦୃଷ୍ଟିରେ ରଖି ରୋହିତ ଏଭଳି ନିଷ୍ପତ୍ତି ନେଇଛନ୍ତି। ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ…

ଅଧିନାୟକ ପଦରୁ ଓ୍ବାର୍ନର ବିଦା

ନୂଆଦିଲ୍ଲୀ,୧।୫ : ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ଶନିବାର ତା’ର ନେତୃତ୍ୱରେ ପରିବର୍ତ୍ତନ କରିଛି। ଡେଭିଡ୍‌ ଓ୍ବାର୍ନରଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ତାଙ୍କ ବଦଳରେ ନ୍ୟୁଜିଲାଣ୍ଡର କେନ ଓ୍ବିଲିୟମସନଙ୍କୁ ଦିଆଯାଇଛି ଏହି ଗୁରୁ ଦାୟିତ୍ୱ। ସେ ଚଳିତ ଆଇପିଏଲରେ ଦଳର ନେତୃତ୍ୱ…

ଟି୨୦ ବିଶ୍ୱକପ ଭେନ୍ୟୁ ୫କୁ କମିପାରେ

ନୂଆଦିଲ୍ଲୀ, ୧।୫(ପି.ଟି.)- ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିଲେ ହେଁ ଆସନ୍ତା ଅକ୍ଟୋବରରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବାନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୃଢ଼ ଆଶାବାଦୀ। ତେବେ ପୂର୍ବରୁ ଏହା ୯ଟି ଭେନ୍ୟୁରେ ହେବାକୁ…

ସୁମୋ ରେସ୍‌ଲରଙ୍କ ମୃତ୍ୟୁ

ଟୋକିଓ, ୧।୫ (ଏପି): ଜାପାନର ଜଣେ ସୁମୋ ରେସ୍‌ଲର ମିତ୍‌ସୁକି ଆମାନୋଙ୍କ ୨୮ବର୍ଷ ବୟସରେ ମୃତ୍ୟୁ ଘଟିଛି। ମାର୍ଚ୍ଚ ୨୬ରେ ଏକ ଟୁର୍ନାମେଣ୍ଟରେ ବାଉଟ୍‌ ବେଳେ ପ୍ରତିପକ୍ଷ ଯୋଦ୍ଧା ତାଙ୍କୁ ତଳେ କଚାଡ଼ି ପକାଇ ଦେଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ…

ଅନ୍‌ଲାଇନ ଗାଳିଗୁଲଜ ବିରୋଧରେ ଫିଫା, ୟୁଇଏଫ୍‌ଏ ଏକାଠି

ନୟନ,୧।୫(ପି.ଟି.): ଅନ୍‌ଲାଇନରେ ଚାଲିଥିବା ଗାଳିଗୁଲଜ ବିରୋଧରେ ପୂରା ଇଂଲିଶ ଫୁଟ୍‌ବଲ ଜଗତ ଏକାଠି ହୋଇଛି। ଅନ୍‌ଲାଇନରେ ଚାଲିଥିବା ଗାଳିକୁ ବିରୋଧ କରି ଇଂଲିଶ ଫୁଟ୍‌ବଲ ବିଭିନ୍ନ ସୋସିଆଲ ମିଡିଆକୁ ବୟକଟ୍‌ କରିଛି। ଏବେ ଫିଫା ଓ ୟୁଇଏଫ୍‌ଏ ଏହି ୪ ଦିନିଆ…

କୋଭିଡ୍‌-୧୯ ଲଢ଼େଇ: ଧାଓ୍ବନ, ପୁରନ, ଉନାଡକଟଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୧।୫(ପି.ଟି.)-କୋଭିଡ୍‌-୧୯ ମହାମାରୀ ଲଢ଼େଇରେ ଏବେ ଜଣକ ପରେ ଜଣେ କ୍ରିକେଟର ସାମିଲ ହେବାକୁ ଆଗକୁ ବାହରିଛନ୍ତି। ପଞ୍ଜାବ କିଙ୍ଗ୍ସ ତଥା ଓ୍ବେଷ୍ଟ ଇଣ୍ଡିଜ ବ୍ୟାଟ୍ସମ୍ୟାନ ନିକୋଲା ପୁରନ କୋଭିଡ୍‌ ମୁକାବିଲା ପାଇଁ ନିଜ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଉଣାର କିଛିଅଂଶ…

ଆଇପିଏଲ୍‌-୧୪ ମୁମ୍ବାଇ- ଚେନ୍ନାଇ ହେଭିଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୧।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୭ତମ ମ୍ୟାଚ୍‌ରେ ଏକ ଦମ୍‌ଦାର ଲଢ଼େଇ ଦେଖିବାକୁ ମିଳିବ। ଶନିବାର ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମୁକାବିଲରେ ଦୁଇ ହାଇପ୍ରୋଫାଇଲ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ…

ମୁମ୍ବାଇ- ଚେନ୍ନାଇ ମହାମୁକାବିଲା

ନୂଆଦିଲ୍ଲୀ,୧।୫: ଚଳିତ ଆଇପିଏଲ୍‌ରେ ଶନିବାର ଦେଖିବାକୁ ମିଳିବ ଏଲ୍‌ କ୍ଲାସିକୋ (ମହାମୁକାବିଲା)। ଗୋଟିଏ ପଟେ ୩ ଥର ଚାମ୍ପିୟନ ସିଏସ୍‌କେ ଥିବା ବେଳେ ଅନ୍ୟପଟେ ରହିଛି ଡିଫେଣ୍ଡିଂ ତଥା ଗତ ୨ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ। ମ୍ୟାଚଟି ଦିଲ୍ଲୀର ଅରୁଣ ଜେଟ୍‌ଲୀ…

ପୁଣି ଥରେ ପଦାରେ ପଡ଼ିଲା ଆରସିବିର ଦୁର୍ବଳତା

ଅହମ୍ମଦାବାଦ,୩୦।୪ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଦୁର୍ବଳତା ପୁଣି ଥରେ ପଦାରେ ପଡ଼ିଛି। ଟପ୍‌ ଅର୍ଡର ଉପରେ ହିଁ ଆର୍‌ସିବି ସମ୍ପୂର୍ଣ୍ଣ ନିର୍ଭରଶୀଳ। ଉପର କ୍ରମର ଷ୍ଟାର ବ୍ୟାଟ୍ସମ୍ୟାନ ଫେଲ୍‌ ମାରିଲେ, କଥା ଶେଷ। ସେଭଳି କିଛି ଦୃଶ୍ୟ ଶୁକ୍ରବାର…

ଅଶ୍ୱିନଙ୍କ ପରିବାରରେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୩୦।୪ : ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ଆଇପିଏଲ ମଧ୍ୟରୁ ଓହରିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି। ତାଙ୍କ ପରିବାରର ୧୦ ଜଣ କୋଭିଡ୍‌-୧୯ରେ ଆକ୍ରାନ୍ତ। ଏ ନେଇ ଅଶ୍ୱିନଙ୍କ ସ୍ତ୍ରୀ ପ୍ରିଥୀ ନାରାୟଣ ଶୁକ୍ରବାର ସୂଚନା…

ପଞ୍ଜାବକୁ ଭଲ ଫିନିଶିଂ ଦେଲେ ରାହୁଲ-ହରପ୍ରୀତ

ଅହମ୍ମଦାବାଦ,୩୦।୪ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଗରେ ୧୮୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି କିଙ୍ଗ୍ସ ପଞ୍ଜାବ। ଅଧିନାୟକ ଲୋକେଶ ରାହୁଲ ଓ ହରପ୍ରୀତ ବ୍ରାରଙ୍କ ଯୋଡ଼ି ପଞ୍ଜାବକୁ ଦେଇଥିଲା ଭଲ ଫିନିଶିଂ। ଦୁହେଁ ଅନ୍ତିମ…

ମିଶନ ଅକ୍ସିଜେନ ପାଇଁ ଆଗେଇ ଆସିଲେ ଧାଓ୍ବନ

ଅହମ୍ମଦାବାଦ,୩୦।୪ : ଟିମ୍‌ ଇଣ୍ଡିଆ ଓ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ମିଶନ ଅକ୍ସିଜେନ ପାଇଁ ୨୦ ଲକ୍ଷ ଟଙ୍କା ଓ ଆଇପିଏଲ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମିଳୁଥିବା ଅର୍ଥ ରାଶିକୁ ଦାନ କରିବେ। ଗୁରୁତର କୋଭିଡ୍‌-୧୯ ଆକ୍ରାନ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?