Posted inଖେଳ

ଭାରତର ଅଲିମ୍ପିକ ଥିମ୍‌ ଗୀତ ଉନ୍ମୋଚିତ

ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତର ଅଫିସିଆଲ ଅଲିମ୍ପିକ ଥିମ୍‌ ଗୀତ ବୁଧବାର ଉନ୍ମୋଚିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଇଭେଣ୍ଟର ମୁଖ୍ୟ ଅତିଥି ଥିଲେ। ‘ଲକ୍ଷ୍ୟ ତେରା ସାମ୍‌ନେ ହାଏ’ ଶୀର୍ଷକ ଗୀତଟିର ରଚନା କରିଛନ୍ତି ଓ ଗାଇଛନ୍ତି ମୋହିତ ଚୌହାନ। ଭାରତୀୟ ଅଲିମ୍ପିକ ଆସୋସିଏଶନ ଇଭେଣ୍ଟର ଆୟୋଜନ କରିଥିବାବେଳେ ଏଥିରେ ଏହାର ସଭାପତି, ସାଧାରଣ ସମ୍ପାଦକ, ଡେପୁଟି ଚିଫ୍‌ ଡି’ ମିଶନ, କ୍ରୀଡ଼ା ସଚିବ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ପ୍ରମୁଖ ଯୋଗ ଦେଇଥିଲେ। ଗେମ୍ସ ଜୁଲାଇ ୨୩ରୁ ଆରମ୍ଭ ହେବ। ଏଥିରେ ଭାରତର ୧୦୦ରୁ ଅଧିକ ଆଥ୍‌ଲେଟ ଭାଗ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଦଳିଲା ଡବ୍ଲ୍ୟୁଟିସିର ପଏଣ୍ଟ ସିଷ୍ଟମ; ଭାରତ ଖେଳିବ ୧୯ ମ୍ୟାଚ୍‌

ନୂଆଦିଲ୍ଲୀ,୩୦।୬ : ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ...

୬-୦ରେ ଜିତିଲା ଭାରତ

ଢାକା,୧୯।୧୨: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଅପରାଜେୟ ଧାରା ଜାରି ରଖିଛି। ରବିବାର ଖେଳାଯାଇଥିବା ରାଉଣ୍ଡ ରବିନ ମ୍ୟାଚ୍‌ରେ ପ୍ରତିପକ୍ଷ...

୧୨ ଘଣ୍ଟା ଧରି କଲେ ବ୍ୟାଟିଂ, ଖେଳିଲେ ୪୮୯ ବଲ୍‌

ନୂଆଦିଲ୍ଲୀ,୨୦।୩: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ୍‌ ବ୍ରେଥ୍‌ଓ୍ବାଇଟ୍‌। ୭୧୦ ମିନିଟ୍‌ ଅର୍ଥାତ ୧୨ ଘଣ୍ଟା ଯାଏ...

ଟ୍ରେନିଂ କ୍ୟାମ୍ପ୍‌ ବେଳେ ଆଥଲେଟ୍‌ଙ୍କ ପାଇଁ କଟକଣା

ନୂଆଦିଲ୍ଲୀ, ୨୦ା୫ (ପି.ଟି.)-ଆଥଲେଟମାନଙ୍କ ଟ୍ରେନିଂ ଲାଗି ସରକାର ବିନା ଦର୍ଶକରେ ଷ୍ଟାଡିୟମ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ କୋଭିଡ୍‌-୧୯ ମହାମାରୀ ଯୋଗୁ...

ଇଡେନ୍‌ ଗାର୍ଡେନ୍ସ ନାମରେ ଝିଅ ନାଁ ରଖିଲେ ଏହି ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର, କହିଲେ ଏମିତି

ନୂଆଦିଲ୍ଲୀ,୧୦।୨: ହୃଦୟ ଜିତିଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ। ସେ ନିଜ ଝିଅଙ୍କ ନାମ ଐତିହାସିକ କ୍ରିକେଟ ମଇଦାନ ଇଡେନ ଗାର୍ଡେନ୍ସ ନାମରେ...

ନୂଆ ଖେଳାଳିଙ୍କୁ ମିଳିଲା ଭଗବାନଙ୍କଠାରୁ ଶୁଭେଚ୍ଛା

ନୂଆଦିଲ୍ଲୀ, ୨୧।୨: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ୩ ନୂଆ ଖେଳାଳି। ସେମାନେ...

ପୂର୍ବତନ ଭାରତୀୟ ଓପନର୍‌ଙ୍କ ପରଲୋକ

ନୂଆଦିଲ୍ଲୀ, ୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ମାଧବ ଆପ୍ଟେଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଅନେକ...

ଜଣେ ଇଞ୍ଜିନିୟରରୁ ଭାରତର ସଫଳତମ ବୋଲର୍‌

ଭାରତୀୟ କ୍ରିକେଟ ଦଳରେ ‘ଜମ୍ବୋ’ ନାମରେ ପରିଚିତ ଅନିଲ କୁମ୍ବଲେ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତୀୟ ଦଳର ପୂର୍ବତନ କୋଚ ଥିବା ଅନିଲ...

Advertisement
Archives

Model This Week