ଖେଳ

ବାବର ଆଜାମଙ୍କ ରେକର୍ଡ ତାଲିକାରେ ନୂଆ ଫର୍ଦ୍ଦ

ହରାରେ,୧୦।୫: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୋମବାର ପାକିସ୍ତାନ ପୁରୁଷ ଦଳର ଅଧିନାୟକ ବାବର ଆଜାମଙ୍କୁ ଶୁଭେଚ୍ଛା ଜଣାଇଛି। ସେ ପ୍ରଥମ ପାକିସ୍ତାନ ଅଧିନାୟକ ଭାବେ ପ୍ରଥମ ୪ ଟେଷ୍ଟ ମ୍ୟାଚ୍‌ ଜିତିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକାକୁ ଦୁଇ…

କୋହଲି ନେଲେ କରୋନା ଟିକା: ଇନଷ୍ଟାଗ୍ରାମ୍‌ରେ କଲେ ଫଟୋ ଅପଲୋଡ୍‌…

ନୂଆଦିଲ୍ଲୀ,୧୦।୫: ଟିମ୍‌ ଇଣ୍ଡିଆର ଅଧିନାୟକ କ୍ରିକେଟର ବିରାଟ କୋହଲି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଜୁନ୍‌ ୨ରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ସଦସ୍ୟଙ୍କୁ କରୋନା ପ୍ରତିଷେଧକ ଟିକାଦାନ କରାଯାଉଛି।…

ଦାନ ଦେଇ ଟ୍ରୋଲ୍‌ ହେଲେ ଏହି କ୍ରିକେଟର୍‌

ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗକୁ ଆସିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା। ଉଭୟଙ୍କର ଉଦ୍ଦେଶ୍ୟ ହେଉଛି ଟଙ୍କା ସଂଗ୍ରହ କରିବା ଲୋକଙ୍କୁ ସହାୟତା କରିବା। ସେ ସମସ୍ତଙ୍କୁ ଏଥିରେ ଯୋଗଦାନ…

ବାପାଙ୍କୁ ହରାଇଲେ ଆଉ ଜଣେ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୫: ଭାରତୀୟ ଲେଗ ସ୍ପିନର ପୀୟୁଷ ଚାୱଲାଙ୍କ ବାପା ପ୍ରମୋଦ କୁମାରଙ୍କ ସୋମବାର ସକାଳେ କରୋନାରେ ପରଲୋକ ଘଟିଛି। ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଲେଖିଛି ଯେ, ଏହି କଷ୍ଟ ସମୟରେ…

’ଆଇ ଲଭ୍‌ ଚିକୁ’ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ କୋହଲି, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖେଳ ସହିତ ନିଜର ଫ୍ୟାଶନ ଏବଂ ଷ୍ଟାଇଲ୍‌ ପାଇଁ ବେଶ୍‌ ପରିଚିତ। ବୋଧେ କମ୍‌ ଲୋକ ଜାଣିଥିବେ କୋହଲିଙ୍କ ଡାକନାମ ଚିକୁ। କୋହଲିଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଏହି ନାମରେ ଡାକିଥାନ୍ତି। ବିଶେଷକରି…

ଶ୍ରୀଲଙ୍କା ଗସ୍ତରେ ଏହି କ୍ରିକେଟର ହୋଇପାରନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ…

କୋଲକାତା,୧୦।୫: ଟିମ୍‌ ଇଣ୍ଡିଆ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲି ଅବା ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ଦିଆଯିବ ନାହିଁ। ଶ୍ରୀଲଙ୍କାରେ ଟିମ୍‌ ଇଣ୍ଡିଆ ଏକଦିବସୀୟ ଏବଂ ଟି-୨୦ ସିରିଜ୍‌ ଖେଳିବ। ଏଥିପାଇଁ ଚୂଡାନ୍ତ…

ବୋତଲକୁ ପ୍ରପୋଜ କଲେ ଏହି କ୍ରିକେଟର୍‌: ଚୁମ୍ବନ ଦେଇ କହିଲେ..

ଆଇପିଏଲର ୧୪ ତମ ସିଜିନ ସ୍ଥଗିତ ଥିବାରୁ କ୍ରିକେଟରମାନେ ନିଜ ନିଜ ଘରକୁ ଫେରୁଛନ୍ତି। ଅଧିକାଂଶ କ୍ରିକେଟର୍‌ ସେମାନଙ୍କ ଘରେ ମଧ୍ୟ ପହଞ୍ଚିଛନ୍ତି। ଏହି ସମୟରେ ରାଜସ୍ଥାନ ରୟାଲ୍ସ ଦଳ ପକ୍ଷରୁ ଏକ ଭିଡିଓ କ୍ଲିପ ଶେୟାର କରାଯାଇଛି। ଏହି ଭିଡିସ…

ସାବାଲେଙ୍କାଙ୍କୁ ମାଡ୍ରିଡ୍‌ ଓପନ୍‌ ଟେନିସ ଟାଇଟଲ

ମାଡ୍ରିଡ,୧୦।୫(ଏପି): ବେଲାରୁଷ ମହିଳା ଟେନିସ ତାରକା ଅରିନା ସାବାଲେଙ୍କା ମାଡ୍ରିଡ ଓପନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ପଞ୍ଚମ ସିଡ୍‌ ମାନ୍ୟତା ପାଇଥିବା ସାବାଲେଙ୍କା ୬-୦, ୩-୬, ୬-୪ ସେଟ୍‌ରେ ଟପ ସିଡ୍‌ ଅଷ୍ଟ୍ରେଲିଆର…

‘ଇଂଲଣ୍ଡରେ ଭାରତ ୩-୨ରେ ସିରିଜ ଜିତିବ’

ନୂଆଦିଲ୍ଲୀ, ୧୦।୫: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଜୁନ୍‌ ୨ ତାରିଖରେ ୟୁକେ ଗସ୍ତ କରିବ। ଏହି ସିରିଜରେ ଟିମ୍‌ ଇଣ୍ଡିଆ ୩-୨ରେ…

ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କୋଲକାତା ନାଇଟ ରାଇଡର୍ସର ଫାଷ୍ଟ ବୋଲର ପ୍ୟାଟ କୁମିନ୍ସ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କ ପ୍ରେମିକା ବେକି ବୋଷ୍ଟନ ସୋସିଆଲ ମିଡିଆରେ ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଥିଲେ। କୁମିନ୍ସ ଏବଂ ବେକି ଗତ ବର୍ଷ…

ବକ୍ସିଂ: ପ୍ରଥମ ପ୍ରୋ ବାଉଟ୍‌ରେ ଜାଙ୍ଗ୍ରା ବିଜୟୀ

ନୂଆଦିଲ୍ଲୀ,୯।୫(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଭାରତୀୟ ବକ୍ସର ମନଦୀପ ଜାଙ୍ଗ୍ରା ପେସାଦାର ବକ୍ସିଂରେ ସକାରାତ୍ମକ ଆରମ୍ଭ କରିଛନ୍ତି। ଆମେରିକାର ଫ୍ଲୋରିଡାରେ ସେ ତାଙ୍କର ପଦାର୍ପଣ ବାଉଟ୍‌ରେ ଆର୍ଜେଣ୍ଟିନାର ଲୁସିଆନୋ ରାମୋସଙ୍କୁ ହରାଇଛନ୍ତି। ଏଥିସହ ପ୍ରଫେସନାଲ ସର୍କିଟ୍‌ରେ ସେ ବିଜୟରୁ…

ହାମିଲଟନ ଜିତିଲେ ସ୍ପାନିଶ୍‌ ଗ୍ରାଁ ପ୍ରି

ମୋଣ୍ଟମେଲୋ (ସ୍ପେନ),୧୦।୫: ବ୍ରିଟେନର ମର୍ସିଡିଜ୍‌ ଡ୍ରାଇଭର ଲୁଇସ ହାମିଲଟନ ସ୍ପାନିଶ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ରେସ୍‌ରେ ହାମିଲଟନ ପ୍ରତିଦ୍ୱନ୍ଦ୍ୱୀ ରେଡ୍‌ ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ଙ୍କୁ ମାତ୍ର ୧୫.୮୪୧ ସେକେଣ୍ଡରେ ପଛରେ ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?