ଖେଳ

ସିନିୟର ବ୍ୟାଟ୍ସମ୍ୟାନଙ୍କୁ ଶ୍ରୀଲଙ୍କାରେ ମିଳିପାରେ ନେତୃତ୍ୱ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୫ : ଆସନ୍ତା ଜୁଲାଇରେ ଶ୍ରୀଲଙ୍କାରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ରେ ବରିଷ୍ଠ ଓପନର ଶିଖର ଧାଓ୍ବନଙ୍କୁ ମିଳିପାରେ ଭାରତୀୟ ଦଳର ନେତୃତ୍ୱ ଦାୟିତ୍ୱ। ଟିମ୍‌ ଇଣ୍ଡିଆର ମୁଖ୍ୟ ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ଟେଷ୍ଟ…

କ୍ରିକେଟର କ୍ରିସ୍‌ଙ୍କ କାନ୍ଦୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୧।୫: ଏବେ ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସ୍‌ ମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ କାନ୍ଦୁ ଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିଶ୍ୱ ମାତୃ ଦିବସ ଅବସରରେ ଗେଲ୍‌ ନିଜ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ୧୦ ସେକେଣ୍ଡର ଏକ ଭିଡ଼ିଓ ଅପ୍‌ଲୋଡ୍‌ କରିଛନ୍ତି।…

ମାଲିକାଣୀଙ୍କ ସହ ଫଟୋ ଶେୟାର କରି ଏମିତି କହିଲେ କ୍ରିକେଟର୍‌

ପଞ୍ଜାବ କିଙ୍ଗ୍ସର ଉଦୀୟମାନ ଖେଳାଳି ଶାହରୁଖ ଖାନ କ୍ରିକେଟ ଜଗତରେ ନିଜ ଜଲଓ୍ବା ଦେଖାଇବାରେ ବ୍ୟସ୍ତ ଅଛନ୍ତି। ଘରୋଇ କ୍ରିକେଟରେ ତାମିଲନାଡୁ ପାଇଁ ଚମତ୍କାର ପ୍ରଦର୍ଶନ କରିବା ପରେ ସେ ଆଇପିଏଲ ୨୦୨୧ ନିଲାମରେ ନିଜର ମୂଳ ମୂଲ୍ୟ ୨୦ ଲକ୍ଷ…

ଭାରତ ପାଇଁ ଏହି ବିଦେଶୀ କ୍ରିକେଟର୍‌ଙ୍କ ହୃଦୟ କାନ୍ଦୁଛି

ଲଣ୍ଡନ,୧୧।୫:ପ୍ରାୟ ଏକ ମାସ ଧରି ଚାଲିଆସୁଥିବା ଇଣ୍ଡିଆନ ପ୍ରିମିୟର ଲିଗ କରୋନା ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଫଳରେ ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ବିଦେଶୀ ଖେଳାଳିଙ୍କୁ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିଥିଲା। ସମସ୍ତ ବିଦେଶୀ…

ଖୁସି ଖବର: ରାହୁଲ ଦ୍ରାଭିଡଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୫: ଭାରତୀୟ କ୍ରିକେଟ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି। ଭାରତର ପୂର୍ବତନ ଭେଟେରାନ ଖେଳାଳି ରାହୁଲ ଦ୍ରାବିଡ ଶ୍ରୀଲଙ୍କା ଗସ୍ତରେ ଦଳର କୋଚ ହେବାର ସମ୍ଭାବନା ରହିଛି। ଜୁଲାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ…

୨ ବର୍ଷ ପର୍ଯ୍ୟନ୍ତ ଘର ଭିତରେ କାନ୍ଦୁଥିଲେ ଏହି କ୍ରିକେଟର: ଏବେ ଦେଖାଇଲେ ଜଲଓ୍ବା

ହରାରେ,୧୧।୭: ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ହରାରେ ଟେଷ୍ଟରେ ପାକିସ୍ତାନ ଜିମ୍ବାୱେକୁ ଇନିଂସ ଏବଂ ୧୪୭ରନରେ ପରାସ୍ତ କରି ଏହି ସିରିଜକୁ ନିଜ ନାମରେ ନାମିତ କରିଛି। ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ପ୍ରଥମ ଇନିଂସରେ ୫୧୦ ରନ ସଂଗ୍ରହ କରିଥିଲା…

ଶ୍ରୀଲଙ୍କାରେ ଭାରତ ୩ ଦିନିକିଆ, ଟି୨୦ ଖେଳିବ

ନୂଆଦିଲ୍ଲୀ, ୧୧।୫- ଶ୍ରୀଲଙ୍କାରେ ଭାରତୀୟ କ୍ରିକେଟ ଦଳ ଆସନ୍ତା ଜୁଲାଇରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ କ୍ରିକେଟ ମ୍ୟାଚ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି। ତେବେ ଶୀର୍ଷସ୍ଥାନୀୟ ଖେଳାଳିମାନେ ସେତେବେଳେ ୟୁକେରେ ଥିବାରୁ ଏକ ଦ୍ୱିତୀୟ ଶ୍ରେଣୀୟ ଭାରତୀୟ ଦଳ…

ସୁଶୀଲଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର

ନୂଆଦିଲ୍ଲୀ,୧୧ା୫ (ପି.ଟି.)-ଭାରତୀୟ କୁସ୍ତିର ଅଭୂତପୂର୍ବ ସଫଳତା ପଛରେ ରେସ୍‌ଲର ସୁଶୀଲ କୁମାରଙ୍କ ବିଶେଷ ଅବଦାନ ରହିଛି। କିନ୍ତୁ ସେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ପୋଲିସ ତରଫରୁ ସେ ନେଇ ତଦନ୍ତ ଜାରି ରହିଛି। ଏହା ଖେଳର…

ଜେଭ୍‌ରେଭଙ୍କୁ ମାଡ୍ରିଡ ଓପନ ଟାଇଟଲ

ମାଡ୍ରିଡ, ୧୧।୫(ଏପି)- ଚମତ୍କାର ଫର୍ମ ବଜାୟ ରଖି ଆଲେକଜାଣ୍ଡର ଜେଭ୍‌ରେଭ ମାଡ୍ରିଡ ଓପନ ଟେନିସ ଟାଇଟଲ ଜିତିଛନ୍ତି। କ୍ୟାରିୟରରେ ଦ୍ୱିତୀୟଥର ପାଇଁ ସେ ମାଡ୍ରିଡ ଟାଇଟଲ ହାସଲ କରିଛନ୍ତି। ଟପ୍‌ ସିଡ୍‌ ରାଫାଲ ନାଡାଲଙ୍କୁ କ୍ୱାର୍ଟର ଫାଇନାଲ ଏବଂ ୪ର୍ଥ ର଼୍ୟାଙ୍କ୍‌ପ୍ରାପ୍ତ…

ଦି ହଣ୍ଡ୍ରେଡ: ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ ଶେଫାଳି

ନୂଆଦିଲ୍ଲୀ, ୧୧।୫(ପି.ଟି.)- ଭାରତର ଟିନ୍‌ ବ୍ୟାଟିଂ ସେନ୍‌ସେସନ ଶେଫାଳି ବର୍ମା ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସଂସ୍କରଣରେ ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ। ଏହା ବ୍ୟତୀତ ଚଳିତ ବର୍ଷ ଶେଷଭାଗରେ ହେବାକୁଥିବା ମହିଳା ବିଗ୍‌ବାଶ୍‌ ଲିଗ୍‌ରେ ସେ ସିଡ୍‌ନୀ ଫ୍ରାଞ୍ଚାଇଜ୍‌ ପକ୍ଷରୁ…

ବାବର, ହିଲି ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ

ଦୁବାଇ, ୧୧।୫(ପି.ଟି.):ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉଇକେଟ କିପର ଆଲିସା ହିଲି ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ବିବେଚିତ ହୋଇଛନ୍ତି। ଏପ୍ରିଲରେ ଚମତ୍କାର ପ୍ରଦର୍ଶନ ପାଇଁ ସେ ଏହି ସୌଭାଗ୍ୟ ପାଇଛନ୍ତି। ନିକଟରେ…

ଶ୍ରୀଲଙ୍କାରେ ଟିମ୍‌ ଇଣ୍ଡିଆ ଖେଳିବ ୩ ଦିନିକିଆ, ଟି୨୦

ନୂଆଦିଲ୍ଲୀ, ୧୦।୫- ଭାରତୀୟ ଦଳ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ କ୍ରିକେଟ ମ୍ୟାଚ ଖେଳାହିବ। ତେବେ ଏହି ଟୁର୍‌ରେ ଟିମ୍‌ ଇଣ୍ଡିଆର ତାରକା ଖେଳାଳିମାନେ ୟୁକେରେ ଥିବେ। ଏଣୁ ଏକ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?