ଖେଳ

ଏହି କ୍ରିକେଟର୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ: ଭାଇ ପରେ ପରେ ଚାଲିଗଲେ ବାପା

ଗାନ୍ଧୀନଗର,୯।୫: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକରିଆଙ୍କ ବାପା କରୋନାରେ ମୃତ୍ୟୁବରଣ କରିଛନ୍ତି। ଚେତନଙ୍କ ବାପା କିଛି ଦିନ ହେବ ଭବନଗରରେ କରୋନା ସହ ଲଢେଇ କରୁଥିଲେ। ଆଇପିଏଲ ୨୦୨୧ର ସ୍ଥଗିତାଦେଶ ପରେ ଚେତନ ଗୁଜରାଟର ଭବନଗରରେ ପହଞ୍ଚିଥିଲେ। ଚେତନ…

ପିଏସ୍‌ଜି ସହ ନେମାରଙ୍କ ଚୁକ୍ତି ମିଆଦ ବୃଦ୍ଧି

ପ୍ୟାରିସ୍‌, ୯ା୫ (ଏପି.)-ପ୍ୟାରିସ୍‌ ସେଣ୍ଟ ଜର୍ମେନ (ପିଏସ୍‌ଜି) ବ୍ରାଜିଲର ଷ୍ଟାର ଫୁଟ୍‌ବଲ ଖେଳାଳି ନେମାରଙ୍କ ସହ ଏହାର ଚୁକ୍ତି ମିଆଦକୁ ଆହୁରି ୩ବର୍ଷ ବୃଦ୍ଧି କରିଛି। ଅର୍ଥାତ୍‌ ଫ୍ରାନ୍ସର ଏହି ଫୁଟ୍‌ବଲ କ୍ଲବ ସହ ସେ ୨୦୨୫ ପର୍ଯ୍ୟନ୍ତ ଖେଳିବେ। ୨୯…

ସହାୟତାର ହାତ ବଢ଼ାଇଲେ ପନ୍ତ

ନୂଆଦିଲ୍ଲୀ, ୯ା୫ (ପି.ଟି.)- କୋଭିଡ୍‌ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛନ୍ତି ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। ସଂକ୍ରମିତ ରୋଗୀଙ୍କୁ ଶଯ୍ୟା ସହ ଅକ୍ସିଜେନ ସିଲିଣ୍ଡର ଓ କିଟ୍‌ ଯୋଗାଣ କ୍ଷେତ୍ରରେ ବ୍ୟୟ କରିବା ଲାଗି ଅର୍ଥ ଦାନ କରିଛନ୍ତି।…

କେକେଆରର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କରୋନା

ବେଙ୍ଗାଲୁରୁ, ୯ା୫ (ପି.ଟି.)-କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଥିବା କୋଭିଡ୍‌ ଟେଷ୍ଟରୁ ଜଣାପଡ଼ିଛି। ସେ ତାଙ୍କ ହୋମ୍‌ ଟାଉନ୍‌ ବେଙ୍ଗାଲୁରୁରେ କ୍ୱାରାଣ୍ଟାଇନ୍‌ରେ ରହିଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସୂତ୍ରରୁ ପ୍ରକାଶ ପାଇଛି।…

ଆଇପିଏଲ୍‌ର ବାକି ମ୍ୟାଚ୍‌ ୟୁକେରେ ଆୟୋଜନ ହେବା ଉଚିତ: ପିଟରସନ

ଲଣ୍ଡନ,୯।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବାକି ମ୍ୟାଚ୍‌ ୟୁନାଇଟେଡ କିଙ୍ଗ୍‌ଡମ (ୟୁକେ)ରେ ଆୟୋଜନ ହେବା ଉଚିତ ବୋଲି ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ୍‌ ପିଟରସନ କହିଛନ୍ତି। କୋଭିଡ୍‌-୧୯ କାରଣରୁ ଆଇପିଏଲ୍‌ ସ୍ଥଗିତ ରହିଛି। ତେଣୁ ଏହି ହାଇପ୍ରୋଫାଇଲ ଲିଗ୍‌ ସେପ୍ଟେମ୍ବରରେ…

କରୋନା ସଂଘର୍ଷରେ ହାରିଗଲେ କୌଶିକ

ନୂଆଦିଲ୍ଲୀ, ୯ା୫(ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ତଥା କୋଚ୍‌ ଏମ୍‌.କେ. କୌଶିକ୍‌ଙ୍କର ଶନିବାର ଦେହାନ୍ତ ହୋଇଯାଇଛି। କରୋନାରେ ପୀଡ଼ିତ ହେବା ପରେ ସେ ଗତ ୩ ସପ୍ତାହ ହେଲା ଜୀବନ ପାଇଁ ସଂଘର୍ଷ ଚଳାଇ ଆସୁଥିଲେ। ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା।…

ଇଂଲଣ୍ଡ ଆୟୋଜନ କରିପାରେ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ

ଲଣ୍ଡନ,୯।୫(ପି.ଟି.): ଇଂଲିଶ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଏବେ ଇଂଲଣ୍ଡରେ ଆୟୋଜନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁର୍କୀ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଇଂଲଣ୍ଡକୁ ରେଡ୍‌ ଲିଷ୍ଟରେ ସାମିଲ କରିଛି। ଇଂଲଣ୍ଡ ଉପରେ ଅତ୍ୟାବଶ୍ୟକ ଯାତ୍ରା ଉପରେ ନୂଆ କଟକଣା ଲାଗୁ…

ଜୁନ୍‌ ୨ରେ ଟିମ୍‌ ଇଣ୍ଡିଆ ୟୁକେ ଯିବ: ଖେଳାଳିଙ୍କ ସହ ପରିବାର ଯିବେ

ନୂଆଦିଲ୍ଲୀ,୯।୫(ପି.ଟି.): ଏକ ମାରାଥନ ଗସ୍ତରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ୟୁନାଇଟେଡ କିଙ୍ଗ୍‌ଡମ (ୟୁକେ) ଯିବ। ଜୁନ୍‌ ୨ରେ ଦଳ ଇଂଲଣ୍ଡ ଯାତ୍ରା ଆରମ୍ଭ କରିବ। ଏହି ସାଢେ ୩ ମାସ ବିଶିଷ୍ଟ ଦୀର୍ଘ ଗସ୍ତରେ ଭାରତ ନ୍ୟୁଜିଲାଣ୍ଡ…

କରୋନାରୁ ଆରୋଗ୍ୟ ହେଲେ ରାନୀ, ଅନ୍ୟ ୬ ଖେଳାଳି

ନୂଆଦିଲ୍ଳୀ,୯।୫(ପି.ଟି.): କୋଭିଡ୍‌-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଭାରତୀୟ ମହିଳା ହକି ଦଳର ଖେଳାଳିମାନେ। ଅଧିନାୟିକା ରାନୀ ରାମପଲ, ଅନ୍ୟ ୬ଜଣ ଖେଳାଳିଙ୍କ ସମେତ ଦୁଇଜଣ ସପୋର୍ଟ ଷ୍ଟାଫ୍‌ ମଧ୍ୟ ଏହି ମହାମାରୀରୁ ମୁକ୍ତ ହୋଇଛନ୍ତି। ଏମାନେ ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି…

ହାମିଲଟନଙ୍କୁ ୧୦୦ତମ ପୋଲ୍‌ ପୋଜିଶନ

ମଣ୍ଟମେଲୋ, ୯ା୫: ସ୍ପାନିଶ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍‌ରେ ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ଙ୍କୁ ପଛରେ ପକାଇ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୧୦୦ତମ ପୋଲ୍‌…

ଦ୍ୱିତୀୟ ଟେଷ୍ଟ: ଆବିଦଙ୍କ ଦ୍ୱିଶତକ, ପାକିସ୍ତାନ ସ୍ଥିତି ଦୃଢ଼

ହରାରେ,୯।୫: ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଓପନର ଆବିଦ ଅଲିଙ୍କ ଅପରାଜିତ ୨୧୫ ରନର ଦ୍ୱିଶତକୀୟ ଇନିଂସ ଓ ଆଝାର ଅଲିଙ୍କ ୧୨୬ ରନର ଶତକ ବଳରେ ସ୍ଥିତି ଦୃଢ କରିଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ…

ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂଙ୍କ ପରଲୋକ

ନୂଆଦିଲ୍ଲୀ, ୯ା୫ (ପି.ଟି.)- ଭାରତର ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂଙ୍କ ଶନିବାର ସକାଳେ ଲକ୍ଷ୍ନୌରେ ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କରୋନା ସଂକ୍ରମିତ ହୋଇ ସେ ଦୁଇ ସପ୍ତାହ ହେଲା ଚିକିତ୍ସିତ ହୋଇ ଆସୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?