ଖେଳ

ରବିନାରାୟଣଙ୍କ ବିୟୋଗରେ ଓସିଏର ଶୋକ

ଭୁବନେଶ୍ୱର,୯।୫(ସ୍ପୋର୍ଟ୍ସ ବ୍ୟୁରୋ): ପୂର୍ବତନ କ୍ରିକେଟର ତଥା ସିନିୟର ଚୟନ କମିଟି ସଦସ୍ୟ ରବିନାରାୟଣ ପଣ୍ଡାଙ୍କ ଅକାଳ ବିୟୋଗରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଶୋକ ପ୍ରକାଶ କରିଛି। ଆସୋସିଏଶନର ସମସ୍ତ କର୍ମକର୍ତ୍ତା ଓ ପଦାଧିକାରୀ ଶୋକ ଜଣାଇଛନ୍ତି। କୋଭିଡ୍‌-୧୯ ଲକ୍ଷଣ ଦେଖାଦେଇଥିବାରୁ…

ଟିମ୍‌ ଇଣ୍ଡିଆର ଏହି ଫାଷ୍ଟ୍‌ ବୋଲର୍‌ କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୮।୫: ଟିମ୍‌ ଇଣ୍ଡିଆର ଫାଷ୍ଟ୍‌ ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଆଇପିଏଲ୍‌ର ୧୪ତମ ସିଜିନ୍‌ରେ ସେ କୋଲକାତା ନାଇଟ୍‌ ରାଇଡର୍ସରେ ସାମିଲ ହୋଇଥିଲେ। ଏହାପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ୍‌ ଓ୍ବାରିୟର…

ସୁମିତ୍‌ଙ୍କୁ ଅଲିମ୍ପିକ କୋଟା

ସୋଫିଆ (ବୁଲଗେରିଆ), ୮ା୫ (ପି.ଟି.)-ଏଠାରେ ଚାଲିଥିବା ବିଶ୍ୱ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ୧୨୫ କେଜି ଶ୍ରେଣୀର ଫାଇନାଲରେ ପ୍ରବେଶ କରିବା ଦ୍ୱାରା ସୁମିତ୍‌ ମଲିକ ଭାରତର ଚତୁର୍ଥ ଫ୍ରିଷ୍ଟାଇଲ ପୁରୁଷ ରେସ୍‌ଲର ଭାବେ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟୋକିଓ…

ଆଝାର ଓ ଆବିଦଙ୍କ ଶତକ

ହରାରେ, ୮ା୫-ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପାକିସ୍ତାନର ଆବିଦ ଅଲି(୧୧୮ ନଟ୍‌ଆଉଟ) ଓ ଆଝାର ଅଲିି (୧୨୬ ରନ) ଶତକ ହାସଲ କରିଛନ୍ତି। ଭ୍ରମଣକାରୀ ଦଳ ପ୍ରଥମ ଦିବସ ଖେଳ…

ଭାରତୀୟ ରୋଇଂ ଦଳକୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୮।୫(ପି.ଟି.): ଅର୍ଜୁନ ଲାଲ ଓ ଅରବିନ୍ଦ ସିଂଙ୍କୁ ନେଇ ଗଠିତ ଭାରତୀୟ ରୋଇଂ ଦଳ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛି। ଏହି ଦୁଇ ରୋୟର ପୁରୁଷ ଲାଇଟ ଓ୍ବେଟ ଡବଲ୍ସ ସ୍କଲ ଇଭେଣ୍ଟ ପାଇଁ କ୍ୱାଲିଫାଏ…

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଭାରତୀୟ ଦଳ ଘୋଷିତ : ଫେରିଲେ ତାରକା ଖେଳାଳି

ନୂଆଦିଲ୍ଲୀ, ୭ା୫ : ଆସନ୍ତା ମାସରେ ଲଡର୍‌ସଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଶୁକ୍ରବାର ଘୋଷିତ ହୋଇଛି ଭାରତୀୟ ଦଳ। ଆହତ…

ଅବସର ନେବା ବୟସରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କଲେ ପେସର

ହରାରେ, ୭ା୫ : ଯେଉଁ ବୟସରେ ପ୍ରାୟ କ୍ରିକେଟର ଅବସର ଘୋଷଣା କରନ୍ତି, ସେହି ବୟସରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି ପାକିସ୍ତାନ ପେସର ତାବିଶ ଖାଁ। ଏଠାରେ ଜିମ୍ବାଓ୍ବେ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ପଦାର୍ପଣ ସୁଯୋଗ…

କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ବିରାଟ-ଅନୁଷ୍କା

ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରିରହିଛି। ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରିକି ଭାରତରେ ପ୍ରତିଦିନ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି…

ଧୋନୀଙ୍କ ଘରକୁ ଆସିଲା ନୂଆ ଅତିଥି

ରାଞ୍ଚି,୭।୫: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଘରକୁ ଏକ ନୂଆ ଅତିଥି ଆସିଛି। ଏନେଇ ତାଙ୍କ ସ୍ତ୍ରୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହି ନୂଆ ଅତିଥି ଜଣକ ହେଉଛି ଘୋଡା। ଯାହାର ନାମ ଚେତକ…

କରୋନାରେ ପ୍ରାଣ ହାରିଲେ ଲେଗ୍‌ ସ୍ପିନର ବିବେକ ଯାଦବ

ଜୟପୁର,୭।୫(ପି.ଟି.): କୋଭିଡ୍‌- ୧୯ ଆଗରେ ଆଉ ଜଣେ କ୍ରିକେଟର ହାର ମାନିଛନ୍ତି। ରାଜସ୍ଥାନ ପୂର୍ବତନ ଲେଗ୍‌ ସ୍ପିନର ତଥା ରଣଜୀ ଟ୍ରଫି ବିଜେତା ଦଳର ସଦସ୍ୟ ବିବେକ ଯାଦବ କରୋନା ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ବିବେକଙ୍କ…

ଓଡ଼ିଶା ଏଫ୍‌ସି ଫୁଟ୍‌ବଲ କମିଟିରେ ଭିଲ୍ଲା

ଭୁବନେଶ୍ୱର, ୭।୫(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଏଫ୍‌ସିର ଫୁଟ୍‌ବଲ କମିଟିରେ କିମ୍ବଦନ୍ତୀ ଫୁଟ୍‌ବଲର ଡେଭିଡ ଭିଲ୍ଲାଙ୍କୁ ସାମିଲ କରାଯାଇଛି। ଭୁବନେଶ୍ୱରଭିତ୍ତିକ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ପକ୍ଷରୁ ଗୁରୁବାର ଏହା ପ୍ରକାଶ କରାଯାଇଛି। ସ୍ପେନ ଲିଜେଣ୍ଡ ଭିଲ୍ଲାଙ୍କୁ କ୍ଲବର ଗ୍ଲୋବାଲ ଫୁଟ୍‌ବଲ ଅପରେଶନ…

ଆଇପିଏଲ୍‌ର ଅବଶିଷ୍ଟାଂଶ ଆୟୋଜନ ପାଇଁ ୪ ଇଂଲିଶ କାଉଣ୍ଟି ଆଗ୍ରହୀ

ଲଣ୍ଡନ, ୭।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅବଶିଷ୍ଟ ୩୧ ମ୍ୟାଚ ଆୟୋଜନ ପାଇଁ ୪ ଇଂଲିଶ ପ୍ରିମିୟର କାଉଣ୍ଟି ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ ହେଲେ ମିଡିଲସେକ୍ସ, ସରେ, ଓ୍ବାରଓ୍ବିକଶାୟାର ଓ ଲଙ୍କାଶାୟାର। ଜୈବ ସୁରକ୍ଷିତ ପରିବେଶରେ ୪ ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?