ଖେଳ

କ୍ରିକେଟରଙ୍କ ମା’ଙ୍କ ଜୀବନ ବଞ୍ଚାଇଲେ ବିରାଟ କୋହଲି

ମୁମ୍ବାଇ,୨୦।୫:ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କେବଳ ଜଣେ ମହାନ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ସେ ଜଣେ ଭଲ ବ୍ୟକ୍ତି ମଧ୍ୟ ଅଟନ୍ତି। ବିରାଟ କୋହଲି କ୍ରିକେଟ ବ୍ୟତୀତ ସର୍ବଦା ସାମାଜିକ କାର୍ଯ୍ୟରେ ନିୟୋଜିତ ରହି ଲୋକଙ୍କୁ ସାହାଯ୍ୟ କରନ୍ତି।…

ଏସିଆ କପ୍‌ କ୍ରିକେଟ ବାତିଲ

କଲମ୍ବୋ, ୨୦।୫(ପି.ଟି.)- ଶ୍ରୀଲଙ୍କାରେ କରୋନା ଭାଇରସ ସଂକ୍ରମଣ ବଢ଼ୁଥିବାରୁ ୨୦୨୧ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ପୂର୍ବରୁ ଏହା ପାକିସ୍ତାନରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଇଥିଲା। ଏସିଆ କପ୍‌ ଶେଷଥର ପାଇଁ ୨୦୧୮ରେ ଆୟୋଜିତ ହୋଇଥିଲା। ଆଗାମୀ ଜୁନ୍‌ରେ ଏହା…

୨୯ରେ ବିସିସିଆଇ ଏସ୍‌ଜିଏମ୍‌

ନୂଆଦିଲ୍ଲୀ,୨୦।୫(ପି.ଟି.): ମେ’ ୨୯ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସ୍ବତନ୍ତ୍ର ସାଧାରଣ ବୈଠକ (ଏଜିଏମ୍‌) ବସିବ। ଦେଶରେ ଅକ୍ଟୋବର ଓ ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ ସହ ଏଥିରେ ଆଗାମୀ କ୍ରିକେଟ ସେସନ୍‌ ନେଇ ସବିଶେଷ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ପ୍ଲେଇଂ କଣ୍ଡିଶନ ନେଇ ଆଇସିସି ନିଷ୍ପତ୍ତିକୁ ଭାରତର ଅପେକ୍ଷା

ନୂଆଦିଲ୍ଲୀ,୨୦।୫(ପି.ଟି.): ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡର ସାଉଥାମ୍ପଟନଠାରେ ଆୟୋଜନ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ। ଏହି ହାଇପ୍ରୋଫାଇଲ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଏବେଠାରୁ ଏହି ମ୍ୟାଚ୍‌ ନେଇ…

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳକୁ ଛେତ୍ରୀଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ ଫୁଟ୍‌ବଲ ଦଳକୁ ଅଧିନାୟକ ସୁନୀଲ ଛେତ୍ରୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ପରେ ସେ ୨୦୨୨ ବିଶ୍ୱକପ୍‌ ପାଇଁ ଘୋଷିତ ୨୮ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶ୍ୱକପ୍‌ ଓ ଏସିଆନ କପ୍‌ କ୍ୱାଲିଫାୟର୍ସ…

ବାତିଲ ହେଲା କ୍ରିକେଟ ମହାକୁମ୍ଭ

କଲମ୍ବୋ,୧୯।୫: ଶ୍ରୀଲଙ୍କାରେ ଆସନ୍ତା ଜୁନରେ ହେବାକୁ ଥିବା ଏସିଆ କପ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟକୁ ବାତିଲ କରି ଦିଆଯାଇଛି। ଏହି ଦେଶରେ ମହାମାରୀର ସ୍ଥିତି ଅତ୍ୟନ୍ତ ଜଟିଳ ଥିବାରୁ ଆୟୋଜକମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏସିଆର…

ଏହି କାରଣରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ମନା କଲେ ଡି’ଭିଲର୍ସ

ଜୋହାନ୍ସବର୍ଗ,୧୯।୫: ଭଲ ଫର୍ମରେ ଥିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକାର ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଟି୨୦ ବିଶ୍ୱକପ୍‌ ଲାଗି ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ମନା କରି ଦେଇଛନ୍ତି। ତେବେ ଏହା ପଛରେ ଏକ ବଡ଼ କାରଣ ଥିବା କହିଛନ୍ତି ଦକ୍ଷିଣ…

ଛୋଟ କ୍ୱାରେଣ୍ଟିନ ପାଇଁ ଆଲୋଚନା କରୁଛି ବିସିସିଆଇ

ନୂଆଦିଲ୍ଲୀ,୧୯।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରୁଷ ଓ ମହିଳା ଦଳର ଖେଳାଳିଙ୍କୁ ମୁମ୍ବାଇରେ ଏକତ୍ରିତ କରିବା ପାଇଁ ୩ଟି ସହରରେ ଚାଟାର୍ଡ ଫ୍ଲାଇଟ୍‌ ବ୍ୟବସ୍ଥା କରିଛି। ଉଭୟ ପୁରୁଷ ଓ ମହିଳା ଦଳର ଖେଳାଳିମାନେ ଜୁନ ୨ରେ ଗୋଟିଏ…

ମା’ଙ୍କୁ ହରାଇବା ପରେ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଏହି କ୍ରିକେଟର୍‌

ଅନ୍ତର୍ଜାତୀୟ କ୍ରିକେଟର ପ୍ରିୟା ପୁନିଆଙ୍କ ମା’ କରୋନାରେ ମୃତ୍ୟ ବରଣ କରିଛନ୍ତି। ୨୪ ବର୍ଷୀୟା ଏହି କ୍ରିକେଟର ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଲେଖିଛନ୍ତି। ପୁନିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଆଜି ମୁଁ ଅନୁଭବ କଲି ଯେ ତୁମେ ମୋତେ ସବୁବେଳେ…

ବ୍ୟାଟ୍ସମ୍ୟାନ୍‌ଙ୍କୁ ଧୋକା ଦେଲେ ବୋଲର୍‌: ଭିଡିଓ ଭାଇରାଲ

କ୍ରିକେଟକୁ ଭଦ୍ରବ୍ୟକ୍ତିଙ୍କ ଖେଳ ବୋଲି ବିବେଚନା କରାଯାଏ। କିନ୍ତୁ ବେଳେବେଳେ ଖେଳାଳିମାନେ ପଡିଆରେ ଏମିତି କିଛି କାର୍ଯ୍ୟ କରିଥାନ୍ତି, ଯାହାଦ୍ୱାରା କ୍ରିକେଟ୍‌ ନିନ୍ଦିତ ହୁଏ। ସେମିତି କିଛି ଘଟଣା କାଉଣ୍ଟି କ୍ରିକେଟ୍‌ରେ ଦେଖିବାକୁ ମିଳିଛି। କାଉଣ୍ଟି ଚାମ୍ପିଅନସିପରେ ମିଡଲ୍ସେକ୍ସ ଏବଂ ହାମ୍ପସାୟର୍‌…

ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତର ୧୧ ଦିନରେ ତାଙ୍କ ପୁଅ ତଥା ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଏମ୍ସ ସୁପରିଟେଣ୍ଡେଣ୍ଟ୍‌ ସଚ୍ଚିଦାନନ୍ଦ ମହାନ୍ତି ସୂଚନା…

ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରେ କରୋନାରେ ଚାଲିଗଲେ ପୁଅ  

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଧିର ବିଧାନ ବଡ଼ ବିଚିତ୍ର। ଦଇବ ଦାଉ ସାଧିଲା। ୧୧ଦିନ ପୂର୍ବରୁ ବାପା ପରପାରିକୁ ଚାଲିଯାଇଥିବା ବେଳେ ଏବେ ପୁଅଙ୍କର ଦେହାନ୍ତ ହୋଇଛି। ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତର ୧୧ ଦିନରେ ତାଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?