ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ
ଅହମଦାବାଦ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପ୍ରଥମ ମ୍ୟାଚ୍ ଆଜିଠୁ ପୁଣେର ଏମ୍ସିଏ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ଇୟନ୍ ମୋର୍ଗାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।…
କ୍ରିକେଟର୍ଙ୍କ ବଡ଼ ଭବିଷ୍ୟବାଣୀ: କହିଲେ ଭାରତ କରିପାରେ ଏମିତି କାରନାମା
ପୁଣେ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଆରମ୍ଭ ପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ ତାଙ୍କ ଦଳର ବିଜୟ ଆଶା ଛାଡିଛନ୍ତି। ଭନ ଭବିଷ୍ୟବାଣୀ କରି କହିଛନ୍ତି ଯେ, ଭାରତୀୟ ଦଳ ଏକଦିବସୀୟ ସିରିଜରେ କ୍ଲିନ୍ସୁଇପ୍ କରିବ।…
ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଷ୍ଟାର ଖେଳାଳି
ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ନିକଟରେ ତାଙ୍କର ଭାବି ସ୍ବାମୀ ତଥା ତାମିଲ ଷ୍ଟାର ବିଷ୍ଣୁ ବିଶାଲ ଏ ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ କହିଛନ୍ତି ଯେ, ଖୁବ୍ଶୀଘ୍ର ଆମେ ବିବାହ କରିବାକୁ…
କ୍ରିକେଟର ଭଗବାନ ସଚିନଙ୍କ ସହ ସମକକ୍ଷ ହେବାଠାରୁ ମାତ୍ର ଗୋଟିଏ ପାଦ ପଛରେ କୋହଲି
ଭାରତୀୟ କ୍ରିକେଟ ଦଳରେ ଯଦି କାହାକୁ ରେକର୍ଡର ବାଦ୍ଶାହା କୁହାଯାଏ ତେବେ ସେ ହେଉଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଯିଏକି ଖୁବ୍ କମ୍ ସମୟ ମଧ୍ୟରେ ସେହି ସଫଳତା ପାଇ ପାରିଛନ୍ତି ଯାହାକି ବଡ଼ ବଡ଼ ଖେଳାଳିଙ୍କୁ ତାହା କରିବାକୁ…
ଏମିତି ଜିତିଲେ ଭାରତ ହେବ ବିଶ୍ୱର ନମ୍ବର-୧
ପୁଣେ,୨୩।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଇଂଲଣ୍ଡକୁ ୩-୨ରେ ପରାସ୍ତ କରିବା ପରେ ଏବେ ଟିମ ଇଣ୍ଡିଆ ଏକଦିବସୀୟ ସିରିଜ ଉପରେ ନଜର ରଖିଛି। ମଙ୍ଗଳବାରଠାରୁ ପୁଣେରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ…
ଜାତୀୟ ଏକାଡେମୀ ମହିଳା ହକି : ସାଇ, ଜୟ ଭାରତର ବୃହତ୍ ବିଜୟ
ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ସବ୍ଜୁନିୟର ବିଭାଗ ମ୍ୟାଚରେ ସାଇ ଓ ଜୟଭାରତ ଏକାଡେମୀ ବୃହତ୍ ବିଜୟ ହାସଲ କରିଛନ୍ତି। ପୁଲ୍ ‘ଏ’ ମ୍ୟାଚରେ…
ଲାଙ୍କାଶାୟାର ଦଳରୁ ଖେଳିବେ ଶ୍ରେୟାସ ଆୟାର
ମାଞ୍ଚେଷ୍ଟର, ୨୩ା୩ (ପି.ଟି.)- ରୟାଲ ଲଣ୍ଡନ କପ୍ ୨୦୨୧ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଶେୟାସ ଆୟାର ଲାଙ୍କାଶାୟାର କ୍ରିକେଟ ଦଳରେ ଯୋଗ ଦେଇଛନ୍ତି। କାଉଣ୍ଟି କ୍ଲବ ତରଫରୁ ସୋମବାର ଘୋଷଣା କରାଯାଇଛି। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆୟାର ଜୁଲାଇ ୧୫ରେ…
ଓଡ଼ିଶା ପ୍ରତିଯୋଗୀଙ୍କୁ ୩୨ ପଦକ
ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ଶେଷ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ସିନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ୩୨ଟି ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ୧୩ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୦ ବ୍ରୋଞ୍ଜ…
ଭାରତୀୟ ମହିଳା ଫୁଟବଲ ଦଳରେ ଜବାମଣୀ, ପ୍ୟାରୀ
ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଆଗାମୀ ଏଏଫସି ମହିଳା ଏସିଆନ କପ୍ ୨୦୨୨ ପାଇଁ ପ୍ରସ୍ତୁତି ସ୍ବରୂପ ଭାରତୀୟ ମହିଳା ଫୁଟବଲ ଦଳ ଉଜବେକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ଏହା ମାର୍ଚ୍ଚ ୨୬ରୁ ଏପ୍ରିଲ ୮ ମଧ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ…
ଜାତୀୟ ପାରା ଆଥଲେଟିକ୍ସ: ଓଡ଼ିଶାରୁ ଭାଗନେବେ ୧୧ ପ୍ରତିଯୋଗୀ
ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଜାତୀୟ ପାରା ଆଥଲେଟିକ୍ସର ୧୯ତମ ସଂସ୍କରଣ ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ବେଙ୍ଗାଲୁରୁର କାନ୍ତିରଭା ଏବଂ ବିଦ୍ୟାନଗର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ୧୧ ଆଥଲେଟ୍ଙ୍କୁ ମିଶାଇ ୧୩ ଜଣିଆ ଓଡ଼ିଶା ଦଳ ସୋମବାର ଘୋଷଣା କରାଯାଇଛି। ଆଗାମୀ…
କ୍ଲିନ୍ସୁଇପ୍ ଲକ୍ଷ୍ୟରେ ବିରାଟବାହିନୀ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ପୁଣେ,୨୨।୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଏବଂ ଟି-୨୦ ସିରିଜ ଜିତିବା ପରେ ଭାରତୀୟ ଦଳ ଏକଦିବସୀୟ ସିରିଜ୍ ଉପରେ ନଜର ରଖିଛି। ମାର୍ଚ୍ଚ ୨୩ ରୁ ୨୮ ପର୍ଯ୍ୟନ୍ତ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଦୁଇ ଦଳ ତିନୋଟି ଦିନିକିଆ…
ସୂର୍ଯ୍ୟକୁମାରଙ୍କ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ କୋହଲି
ପୁଣେ,୨୨।୩ : ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେବା ପାଇଁ ଅଧିନାୟକ ବିରାଟ କୋହଲି ବଳିଦାନ ଦେଇପାରିବେ। ସୂର୍ଯ୍ୟ ଏବେ ଯେଉଁ ଭଳି ଖେଳୁଛନ୍ତି, ସେଭଳି ଖେଳିବା ଜାରି ରଖିଲେ ଦଳର ଆବଶ୍ୟକତା ଅନୁଯାୟୀ ଯେ କୌଣସି ସ୍ଥାନରେ ଖେଳିପାରିବି ବୋଲି…
Archives


