ଖେଳ

ଶୁଟିଂ ବିଶ୍ୱକପ୍‌: ମନୁ-ସୌରଭ ଯୋଡ଼ିଙ୍କୁ ରୌପ୍ୟ ପଦକ

ଓସିଜେକ୍‌ (କ୍ରୋଏସିଆ), ୨୭ା୬ (ପି.ଟି.)-ଚଳିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଭାରତୀୟ ଯୋଡ଼ି ସୌରଭ ଚୌଧାରୀ ଓ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ…

ଭାରତ- ଇଂଲଣ୍ଡ ପ୍ରଥମ ମହିଳା ଦିନିକିଆ: ପଦାର୍ପଣ କରିବେ ଶେଫାଳୀ

ବ୍ରିଷ୍ଟଲ,୨୭।୬(ପି.ଟି.): ଇଂଲଣ୍ଡ ଓ ଭ୍ରମଣକାରୀ ଭାରତୀୟ ମହିଳା ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ପ୍ରଥମ ଦିନିକିଆ ମୁକାବିଲା ଖେଳାଯିବ। ଟିନ୍‌ ବ୍ୟାଟିଂ ସେନସେସନ ଶେଫାଳୀ ବର୍ମା ଦିନିକିଆ…

ଟୁର୍‌ ଡି ଫ୍ରାନ୍ସ ଆରମ୍ଭ: ଅଲାଫିଲିପ୍‌ ପ୍ରଥମ ଷ୍ଟେଜ୍‌ରେ ବିଜୟୀ

ପ୍ୟାରିସ୍‌,୨୭।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମଲ୍ଟିପଲ-ଷ୍ଟେଜ ବାଇସାଇକେଲ ରେସ୍‌ ଟୁର ଡି ଫ୍ରାନ୍ସ ଶନିବାରଠାରୁ ଆରମ୍ଭ ହୋଇଛି। ବିଶ୍ୱ ଚାମ୍ପିୟନ ଫ୍ରାନ୍ସର ଜୁଲିଆନ ଅଲାଫିଲିପ୍‌ ପ୍ରତିଯୋଗିତାରେ ଏହି ୧୦୮ତମ ସଂସ୍କରଣର ଘଟଣା ବହୁଳ ପ୍ରଥମ ପର୍ଯ୍ୟାୟ ତଥା ଷ୍ଟେଜ୍‌ ଓ୍ବାନ୍‌ ରେସ୍‌ରେ…

ବିଶ୍ୱ ବିଜୟୀ ନ୍ୟୁଜିଲାଣ୍ଡର ସ୍ବଦେଶ ପ୍ରତ୍ୟାବର୍ତ୍ତନ

ଅକଲାଣ୍ଡ,୨୭।୬(ପି.ଟି.): ଫାଇନାଲରେ ଭାରତକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଜିତିଥିବା କେନ୍‌ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର ଏହି ଦଳ ଏଠାରେ ପହଞ୍ଚିଥିଲା। ତେବେ ଓ୍ବିଲିୟମସନ ଓ ଅନ୍ୟ କେତେଜଣ ଖେଳାଳି ପହଞ୍ଚି ପାରିନାହାନ୍ତି। ନ୍ୟୁଜିଲାଣ୍ଡର…

ଭର୍ଷ୍ଟାପେନ୍‌ଙ୍କୁ ପୋଲ୍‌ ପୋଜିଶନ

ସ୍ପିଲବର୍ଗ, ୨୭ା୬ (ଏପି)-ସିରିଆନ ଗ୍ରାଁ ପ୍ରି ପାଇଁ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍‌ ଲିଡର ମାକ୍ସ ଭର୍ଷ୍ଟାପେନ୍‌ ପୋଲ ପୋଜିଶନ ହାସଲ କରିଛନ୍ତି। ରେଡ୍‌ବୁଲ୍‌ର ଏହି ଡ୍ରାଇଭର ମର୍ସିଡିଜ୍‌ର ଭାଲଟେରି ବୋଟାସଙ୍କଠାରୁ .୧୯୪ ସେକେଣ୍ଡ ଆଗରେ ରହି ଚଳିତ ସିଜନରେ ଏହା ହେଉଛି…

କୋଚ୍‌ ସାଉଥଗେଟ୍‌ଙ୍କ କାର୍ଯ୍ୟକାଳ ବଢ଼ାଇବ ଇଂଲଣ୍ଡ

ଲଣ୍ଡନ,୨୬।୬: ଫୁଟ୍‌ବଲ କୋଚ୍‌ ଗାରେଥ ସାଉଥଗେଟ୍‌ଙ୍କ କାର୍ଯ୍ୟକାଳ ବଢାଇବାକୁ ଚାହୁଁଛି ଇଂଲଣ୍ଡ। ଚଳିତ ୟୁରୋକପ୍‌ ଓ ଆସନ୍ତାବର୍ଷ କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇଂଲଣ୍ଡର ପ୍ରଦର୍ଶନ ଯାହାହେଉ ନା କାହିଁକି ସାଉଥ୍‌ଗେଟ୍‌ ଆଉ କେତୋଟି ବର୍ଷ ଦାୟିତ୍ୱରେ ରହିବେ।…

ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ଜିତିଲେ ମିଳିବ ୩ କୋଟି

ଚେନ୍ନାଇ,୨୬।୬: ଆଗାମୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ରାଜ୍ୟର ଆଥ୍‌ଲେଟଙ୍କ ପାଇଁ ଶନିବାର ପୁରସ୍କାର ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ। ସ୍ବର୍ଣ୍ଣ ପଦକ ଜିତିଲେ ରାଜ୍ୟର ଆଥ୍‌ଲେଟ୍‌ଙ୍କୁ ସର୍ବାଧିକ ୩ କୋଟି ଟଙ୍କା ପ୍ରଦାନ କରାଯିବ। ସେହିଭଳି…

ବିମାନ ବନ୍ଦରରେ ଛଡ଼ାଇ ନେଲେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାସପୋର୍ଟ

ଅକ୍‌ଲାଣ୍ଡ,୨୬।୬: ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକେ ଆମ ପାସପୋର୍ଟ ଛଡ଼ାଇ ନେଇଥିଲେ। ପଚାରିଥିଲେ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା କେଉଁଠି। ଏପରି କି ଗଦା ସହ ଫଟୋ ଉଠାଇବାକୁ ଅଟକି ରହିଥିଲେ ପୋଲିସ ଅଧିକାରୀ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଜିତି…

ଟିମ୍‌ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ ଏଭଳି ମନ୍ତବ୍ୟ ଦେଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଏହା ଥିଲା ଦଳର କିଛି…

ଅନୁରୋଧ ପରେ ଟିମ୍‌ ଇଣ୍ଡିଆକୁ ମିଳିଲା ଅଭ୍ୟାସ ମ୍ୟାଚ୍‌

ମୁମ୍ବାଇ,୨୬।୬: ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ହାତରେ ପ୍ରାୟ ୪୦ ଦିନ ରହିଛି। ଏହି ସମୟ ମଧ୍ୟରେ ଦୁଇଟି ଚାରି ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବାକୁ ଚାହୁଁଛି ବିରାଟ କୋହଲିଙ୍କ…

ଶତକ ନ ମାରି ବି କ୍ରିକେଟରେ ସର୍ବାଧିକ ରନ୍‌ କରିଛନ୍ତି ଏହି ଖେଳାଳି: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୨୬।୬: କ୍ରିକେଟ ଇତିହାସରେ ଅନେକ ଖେଳାଳି ଏଭଳି ଅଛନ୍ତି ଯିଏ ନିଜର ଅଜବ ରେକର୍ଡକୁ ନେଇ ଆଜିବି ପରିଚିତ। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଅଭିଜ୍ଞ ସେନ୍‌ ଓ୍ବାର୍ନ। ଉଇକେଟ ସହ ରନ୍‌ କରିବାକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ ହେଁ…

ଓ୍ବିମ୍ବେଲଡନ ଡ୍ର’ରେ ପ୍ରଥମ ଚାଇନିଜ୍‌ ଖେଳାଳି ଝାଙ୍ଗ୍‌ ଝିଝେନ୍‌

ଓ୍ବିମ୍ବେଲଡନ,୨୬ା୬(ଏପି)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାରେ ଝାଙ୍ଗ୍‌ ଝିଝେନ୍‌ ହେଉଛନ୍ତି ଚାଇନାର ପ୍ରଥମ ପୁରୁଷ ଟେନିସ ଖେଳାଳି। ଓ୍ବିମ୍ବେଲଡନ ୧୯୬୮ରେ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଫେସନାଲମାନେ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରେ ଖେଳୁଥିଲେ। ଝାଙ୍ଗ୍‌ ଓ୍ବିମ୍ବେଲଡନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?