ଖେଳ

ମହିଳା ଦିନିକିଆ: ଇଂଲଣ୍ଡର ବୃହତ୍‌ ବିଜୟ

ବ୍ରିଷ୍ଟଲ,୨୮।୬: ଭାରତ ବିପକ୍ଷ ପ୍ରଥମ ମହିଳା ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ୯୧ ବଲ ବାକିଥାଇ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୦୧ ରନ…

ଟୋକିଓ ଅଲିମ୍ପିକ୍ସରୁ ଓହରିଲେ ସେରେନା

ଲଣ୍ଡନ,୨୮।୬: ଆମେରିକୀୟ ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ ଆସନ୍ତାମାସରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ଓହରିଯାଇଛନ୍ତି। ଅଲିମ୍ପିକ୍ସ ଅଂଶଗ୍ରହଣ କରିବେ ନାହିଁ ବୋଲି ସେ ରବିବାର କହିଛନ୍ତି। ପୂର୍ବରୁ ସ୍ପେନ୍‌ ତାରକା ରାଫାଲ ନାଡାଲ ମଧ୍ୟ ଅଲିମ୍ପିକ୍ସରୁ…

ଅଲିମ୍ପିକ୍ସ ଆଥ୍‌ଲେଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଳୀ,୨୮।୬(ପି.ଟି.): ଆସନ୍ତାମାସରେ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଯିବାକୁ ଥିବା ଭାରତୀୟ ଆଥ୍‌ଲେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥନ ଜଣାଇଛନ୍ତି। ଏହି ଆଥ୍‌ଲେଟମାନେ ଦୀର୍ଘବର୍ଷ ଧରି ବହୁତ ସଂଘର୍ଷ କରିଛନ୍ତି ଓ ଏହା ପ୍ରଶଂସନୀୟ…

ୟୁରୋକପ୍‌ ଫୁଟବଲ କ୍ୱାର୍ଟରରେ ଇଟାଲୀ, ନେଦରଲାଣ୍ଡର ବିପର୍ଯ୍ୟୟ

ଲଣ୍ଡନ,୨୮।୬: ଚଳିତ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଚେକ୍‌ ଗଣରାଜ୍ୟ ଓ ଇଟାଲୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ରାଉଣ୍ଡ ଅଫ୍‌ ୧୬ର ପ୍ରଥମ ମ୍ୟାଚ୍‌ରେ ଚେକ୍‌ ଗଣରାଜ୍ୟ ୨-୦ ଗୋଲରେ ନେଦରଲାଣ୍ଡ୍ସକୁ ହରାଇ ବିପର୍ଯ୍ୟୟ ଘଟାଇବା ସହ କ୍ୱାର୍ଟରକୁ…

ପୁଣି ରେକର୍ଡ କଲେ ଲେଡି ସେହ୍ବାଗ

ବ୍ରିଷ୍ଟଲ,୨୭।୬: ଲେଡି ସେହ୍ବାଗ ଭାବେ ଜଣାଶୁଣା ଭାରତୀୟ ଓପନର ଶେଫାଳି ବର୍ମା ରବିବାର ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ପ୍ରତ୍ୟେକ ଫର୍ମାଟରେ ପଦାର୍ପଣ କରିଛନ୍ତି। ଏଠାରେ ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି…

ଭୁବନେଶ୍ୱର କୁମାରଙ୍କୁ ଇଂଲଣ୍ଡ ନ ନେବା ବଡ଼ ଭୁଲ

ନୂଆଦିଲ୍ଲୀ,୨୭।୬: ଦଳର ଶ୍ରେଷ୍ଠ ସୁଇଙ୍ଗ ବୋଲର ଭୁବନେଶ୍ୱର କୁମାରଙ୍କୁ ଇଂଲଣ୍ଡ ଗସ୍ତରେ ନ ନେବା ଭାରତୀୟ ଦଳର ସବୁଠୁ ବଡ଼ ଭୁଲ। ଏହାବାଦ୍‌ ଶାର୍ଦ୍ଦୁଳ ଠାକୁରଙ୍କୁ ୧୫ ଜଣିଆ ଦଳରେ ସାମିଲ ନ କରିବା ଭାରତୀୟ ଦଳକୁ ବିଶ୍ୱ ଟେଷ୍ଟ ଚମ୍ପିୟନଶିପ୍‌…

ଟି୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ସିରିଜ୍‌ରୁ ମିଳିପାରନ୍ତି ଖେଳାଳି: ଡ୍ରାଭିଡ୍‌

ମୁମ୍ବାଇ,୨୭।୬: ଟି୨୦ ବିଶ୍ୱକପ୍‌ ଲାଗି ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ଭାରତୀୟ ଦଳକୁ ଗୋଟିଏ କିମ୍ବା ଦୁଇଟି ଖେଳାଳି ମିଳିପାରନ୍ତି। ଏହା କହିଛନ୍ତି ଶ୍ରୀଲଙ୍କା ବିପକ୍ଷ ଟି୨୦ ଓ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳର କୋଚ୍‌ ଦାୟିତ୍ୱରେ ଥିବା ପୂର୍ବତନ ଅଧିନାୟକ…

କାହିଁକି କୋହଲିଙ୍କ ଉପରେ ଖପ୍ପା ଭାରତୀୟ ପ୍ରଶଂସକ… ଜାଣନ୍ତୁ କେବେଠାରୁ ମାରି ନାହାନ୍ତି ଶତକ

ନୂଆଦିଲ୍ଲୀ,୨୭।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଖପ୍ପା ହୋଇଛନ୍ତି ଭାରତୀୟ ପ୍ରଶଂସକ। ଦ୍ୱିତୀୟ ସେସନରେ ମାତ୍ର ୧୭୦ ରନ୍‌ରେ ଆଉଟ୍‌ ହେବାକୁ ନେଇ ସୋସିଆଲ ମିଡିଆରେ କଟୁ ସମାଲୋଚନା…

କୋହଲିଙ୍କୁ ନୁହେଁ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଉ: ଡବ୍ଲୁଟିସି ଫାଇନାଲ ହାରିବା ପରେ…

ନୂଆଦିଲ୍ଲୀ,୨୭।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପୁଣି ଥରେ ପ୍ରଶବାଚୀ ସୃଷ୍ଟି ହୋଇଛି। ଅନେକ ପୂର୍ବତନ କ୍ରିକେଟର ଏବଂ ବିଶେଷଜ୍ଞମାନେ କୋହଲିଙ୍କ କାନ୍ଧରୁ ତିନୋଟି ଫର୍ମାଟରେ ନେତୃତ୍ୱ ନେବା ଦାୟିତ୍ୱ କମ୍‌…

ହକି ଇଣ୍ଡିଆର ସୁପାରିସ: ଶ୍ରୀଜେସ୍‌ ଓ ଦୀପିକା ଖେଳରତ୍ନ, ହରମନପ୍ରୀତ ଅର୍ଜୁନ

ନୂଆଦିଲ୍ଲୀ,୨୭ା୬(ପି.ଟି.)- ଚଳିତବର୍ଷର ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ହକି ଇଣ୍ଡିଆ ଶନିବାର ଭାରତର ଭେଟେରାନ ଗୋଲକିପର ପି.ଆର. ଶ୍ରୀଜେସ୍‌ ଓ ମହିଳା ଦଳର ପୂର୍ବତନ ଖେଳାଳି ଦୀପିକାଙ୍କ ନାମ ସୁପାରିସ କରିଛି। ଏହି ଦୁଇଜଣକଙ୍କ ବ୍ୟତୀତ ଟୋକିଓ ଅଲିମ୍ପିକ୍ସରେ…

ଅଲିମ୍ପିକ ଯୋଗ୍ୟତା ଟାଇମିଂ ହାସଲରେ ସଜନ ପ୍ରଥମ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ସଜନ ପ୍ରକାଶ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ ଯୋଗ୍ୟତା ଟାଇମ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଇଟାଲୀର ରୋମ୍‌ଠାରେ ଚାଲିଥିବା ସିଟେ କୋଲି ଟ୍ରଫି ପୁରୁଷ ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ସେ ୧: ୫୬:…

ୟୁରୋକପ୍‌ ଫୁଟବଲ: କ୍ୱାର୍ଟରରେ ଡେନମାର୍କ

୨୭ା୬: ୟୁରୋକପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଡେନମାର୍କ ପ୍ରଥମ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଶନିବାର ସ୍ଥାନୀୟ ଆମଷ୍ଟରଡାମ ଏରିନାରେ ଅନୁଷ୍ଠିତ ରାଉଣ୍ଡ ଅଫ୍‌ ୧୬ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଡେନମାର୍କ ୪-୦ ଗୋଲରେ ଓ୍ବେଲ୍ସକୁ ହରାଇ ଦେଇଛି। ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?