Posted inଖେଳ

ଦଳରେ ସାମିଲ ହେଲେ ସୂର୍ଯ୍ୟ-ପୃଥ୍ବୀ

ଲଣ୍ଡନ,୧୪।୮: ଯୁବ ଓପନର ପୃଥ୍ବୀ ଶ’ ଓ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଶନିବାର ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ବହୁ ପୂର୍ବରୁ ୟୁକେରେ ପହଞ୍ଚି ସାରିଥିବା ଦୁଇ ଖେଳାଳିଙ୍କ କ୍ୱାରେଣ୍ଟିନ ପିରିୟଡ୍‌ ଶେଷ ହୋଇଛି। ଏ ନେଇ ଦୁହିଁଙ୍କ ଫଟୋ ଶେୟାର କରି ସୂଚନା ଦେଇଛି ବିସିସିଆଇ।

ଦୁଇ ଖେଳାଳି କଲମ୍ବୋରୁ ଗତ ୩ ତାରିଖରେ ୟୁକେ ଅଭିମୁଖେ ଫ୍ଲାଇଟ୍‌ ନେଇଥିଲେ। ପହଞ୍ଚିବା ପରେ ଦୁହିଁଙ୍କୁ ୧୦ ଦିନିଆ କ୍ୱାରେଣ୍ଟିନରେ ରଖାଯାଇଥିଲା। ଆହତ ସମସ୍ୟା କାରଣରୁ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ଶୁବମାନ ଗିଲ, ଓ୍ବାଶିଂଟନ ସୁନ୍ଦର ଓ ଅଭେଶ ଖାଁ ବାଦ୍‌ ପଡ଼ିଥିଲେ। ଏମାନଙ୍କ ବଦଳ ଖେଳାଳି ଭାବେ ସୂର୍ଯ୍ୟ ଓ ପୃଥ୍ବୀଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଫଳତାର ରାଜ୍‌ ଖୋଲିଲେ ରାହୁଲ

ସେଞ୍ଚୁରିୟନ୍‌,୩୧।୧୨: ଭାରତୀୟ ଓପନର୍‌ କେ.ଏଲ ରାହୁଲ ଦୃଢ ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଥିଲା। ସେଣ୍ଟୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ...

ଇନ୍‌ସୁଲିନ୍‌ ନେଇ ପଡିଆକୁ ଓହ୍ଲାଉଥିଲେ ଏହି ଆକ୍ରମକ ବୋଲର୍‌: କ୍ରିକେଟ୍‌ରେ ହାସଲ କରିଥିଲେ ଅନେକ ରେକର୍ଡ

ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ।...

ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ର ନୂଆ ସୀମିତ ଓଭର ଅଧିନାୟକ ହେଲେ ନିକୋଲାସ୍‌

ଆଣ୍ଟିଗୁଆ,୪।୫: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌ର ନୂତନ ସୀମିତ ଓଭର ଅଧିନାୟକ ହୋଇଛନ୍ତି ନିକୋଲାସ ପୁରନ୍‌। ଏବେ ସେ ଦିନିକିଆ ଏବଂ ଟି୨୦ ଅନ୍ତର୍ଜାତୀୟ ଦଳର ନେତୃତ୍ୱ...

ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ମିଳିଲା ଧମକ, କହିଲେ ବଞ୍ଚାଇ ପାରିବେନି ଆଇପିଏସ୍ ଶ୍ୱେତା

ନୂଆଦିଲ୍ଲୀ, ପୂର୍ବତନ କ୍ରିକେଟର ତଥା ଭାରତୀୟ ଜତନା ପାର୍ଟି ଏମ୍‌ପି ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ପୁଣିଥରେ ଜୀବନରୁ ମାରିଦେବାକୁ ଧମ ଦିଆଯାଇଛି ।...

ହାରିବା ପରେ ଅମ୍ପାୟରଙ୍କୁ ମାଡ଼

ମେକ୍ସିକୋ,୨୩।୨: ଜର୍ମାନ ଟେନିସ ଖେଳାଳି ଆଲେକ୍ସଜାଣ୍ଡର ଜେରେଭ ପରାଜୟ ପରେ ଚିୟାର ଅମ୍ପାୟରଙ୍କୁ ଲଗାତାର ରାକେଟ୍‌ରେ ମାଡ଼ ମାରିଛନ୍ତି। ଏଭଳି ଘଟଣା ଘଟିଛି ଚଳିତ ମେକ୍ସିକାନ...

ବାଙ୍ଗାଲୋର ୩୭ ରନରେ ବିଜୟୀ

ଦୁବାଇ, ୧୧।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୫ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩୭ ରନରେ ମହେନ୍ଦ୍ର ସିଂ ଧୋନୀଙ୍କ...

ଗାଭାସ୍କରଙ୍କ ସମେତ ମହାନ୍‌ କ୍ରିକେଟରଙ୍କ ଟୋପି ହେବ ନିଲାମ

ମହାନ କ୍ରିକେଟରଙ୍କ ଟୋପି ନିଲାମ କରାଯିବ ବୋଲି ଜଣାପଡିଛି। ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର, ଶ୍ରୀଲଙ୍କାର ହସନ ତିଳକରତ୍ନେ, ପାକିସ୍ତାନର ଜାଭେଦ୍‌ ମିଆଁଦାଦ୍‌ ଏବଂ...

ଦଳ ଚୟନ ନେଇ ଦ୍ୱନ୍ଦ୍ୱରେ କୋହଲି: ରାହାନେ, ରୋହିତ୍‌ କିମ୍ବା ପଞ୍ଚମ ବୋଲର

ଆଣ୍ଟିଗୁଆ, ୨୧।୮(ପି.ଟି.)- ଗୁରୁବାରଠାରୁ ଏଠାରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ। ତେବେ...

Advertisement
Archives

Model This Week