Posted inଖେଳ

ଭାରତୀୟ ଜର୍ସି ପିନ୍ଧି ଗ୍ରାଉଣ୍ଡରେ ପଶିଲେ ପ୍ରଶଂସକ

ଲଣ୍ଡନ,୧୪।୮: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୩ୟ ଦିନରେ ଗ୍ରାଉଣ୍ଡ ଭିତରେ ଏକ ଅଜବ ଘଟଣା ଘଟିଥିଲା। ଶନିବାର ଲଞ୍ଚ ପରେ ଭାରତୀୟ ଦଳ ସହ ପଡ଼ିଆକୁ ପଶି ଆସିଥିଲେ ଜଣେ ପ୍ରଶଂସକ। ତାଙ୍କ ଯୋଗୁ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ ଭାରତୀୟ ଖେଳାଳି। କାରଣ ଉକ୍ତ ପ୍ରଶଂସକ ଭାରତୀୟ ଖେଳାଳିଙ୍କ ଭଳି ଜର୍ସି ପିନ୍ଧି ଥିଲେ। ତାଙ୍କ ପଛରେ ଲେଖା ଥିଲା ‘ଜାରଭୋ ୬୯’।

ତାଙ୍କୁ ଦେଖି ହସି ହସି ଗଡ଼ି ଯାଇଥିଲେ ଭାରତୀୟ ପେସର ମହମ୍ମଦ ସିରାଜ। କିଛି ସମୟ ପରେ ଉକ୍ତ ପ୍ରଶଂସକଙ୍କୁ ପଡ଼ିଆରୁ ବାହାରକୁ ନେଇ ଯାଇଥିଲେ ସୁରକ୍ଷାକର୍ମୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯: ହରଭଜନ, ସ୍ତ୍ରୀ ଗୀତା ୫,୦୦୦ ପରିବାରଙ୍କୁ ଖୁଆଇବେ

ନୂଆଦିଲ୍ଳୀ, ୬।୪(ପି.ଟି.)- ଭାରତୀୟ ପୂର୍ବତନ ଅଫ୍‌- ସ୍ପିନର ହରଭଜନ ସିଂ ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଗୀତା ବାସ୍ରା ତାଙ୍କ ହୋମ୍‌ ଟାଉନ୍‌ ଜଳନ୍ଧରରେ...

କବାଡି ଟୁର୍ନାମେଣ୍ଟ: ରାଉରକେଲା, ଝାରସୁଗୁଡ଼ା ବିଜୟୀ

ସୁନ୍ଦରଗଡ଼,୧୪।୧: ସୁନ୍ଦରଗଡ଼ ଗାନ୍ଧୀ କ୍ଲବ ଆନୁକୂଲ୍ୟରେ ଆନ୍ତଃଜିଲା କବାଡି ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି, ଭାରପ୍ରାପ୍ତ ପୌରନିର୍ବାହୀ...

ଆଇସିସି ବିଶ୍ୱକପ୍‌: ଭାରତର ଅଷ୍ଟ୍ରେଲିଆ ପରୀକ୍ଷା

ଲଣ୍ଡନ,୯।୬(ପି.ଟି.)- ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ନୂଆ ଗୌରବ ସନ୍ଧାନରେ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ରବିବାର ଏକ ବଡ଼ ପରୀକ୍ଷାର ସମ୍ମୁଖୀନ ହେବ।...

ପ୍ରଥମ ଟେଷ୍ଟ: ପାକିସ୍ତାନର ଇନିଂସ ବିଜୟ

ହାରାରେ,୩।୫: ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଏକ ଇନିଂସ ଓ ୧୧୬ ରନରେ ବିଜୟୀ ହୋଇଛି। ଏଥିସହ ୨ ମ୍ୟାଚ୍‌ ବିଶିଷ୍ଟ...

ଓଡ଼ିଶା-କର୍ନାଟକ ଫାଇନାଲ ଆଜି

ନୂଆଦିଲ୍ଲୀ, ୧୯।୧୨ (ପି.ଟି.)-ଡିଡିଏ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ଜାତୀୟ ମହିଳା ଦୃଷ୍ଟିହୀନ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣର ଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଛି।...

ଟୁର୍‌ ଡି ଫ୍ରାନ୍ସ ଆରମ୍ଭ: ଅଲାଫିଲିପ୍‌ ପ୍ରଥମ ଷ୍ଟେଜ୍‌ରେ ବିଜୟୀ

ପ୍ୟାରିସ୍‌,୨୭।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମଲ୍ଟିପଲ-ଷ୍ଟେଜ ବାଇସାଇକେଲ ରେସ୍‌ ଟୁର ଡି ଫ୍ରାନ୍ସ ଶନିବାରଠାରୁ ଆରମ୍ଭ ହୋଇଛି। ବିଶ୍ୱ ଚାମ୍ପିୟନ ଫ୍ରାନ୍ସର ଜୁଲିଆନ ଅଲାଫିଲିପ୍‌ ପ୍ରତିଯୋଗିତାରେ...

ଯାହା ସ୍ବପ୍ନ ଦେଖିଥିଲି, ଆଜି ପୂରଣ କରିଦେଲି: ପନ୍ତ

ନୂଆଦିଲ୍ଲୀ,୧୯।୧: ବ୍ରିସବେନ ଟେଷ୍ଟରେ ଟିମ ଇଣ୍ଡିଆ ନିଷ୍ଠା ଏବଂ ସାହସ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତୀୟ ଦଳ ଗାବା ଭଳି ଏକ କଠିନ ପିଚରେ...

ବିଦେଶରେ ଫସି ରହିବାର ଫାଇଦା ଉଠାଇଲେ ଲିଅନ

ଚେନ୍ନାଇ, ୧୧।୭(ପି.ଟି.)-କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ କଟକଣା ଯୋଗୁ ବିଦେଶରେ ଫସି ରହିବାର ଫାଇଦା ନେଇଛନ୍ତି ଭାରତର ଯୁବ ଅନ୍ତର୍ଜାତୀୟ ଚେସ୍‌ ମାଷ୍ଟର ଲିଅନ...

Advertisement
Archives

Model This Week