Posted inଖେଳ

ଧୋନୀଙ୍କ ଏହି ନିଷ୍ପତ୍ତିରେ ସାରା ଦେଶ ହୋଇଥିଲା ଚକିତ

ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତ ସ୍ବାଧୀନତା ପାଇଥିଲା। ଏହି ବର୍ଷ ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଠିକ ୧ ବର୍ଷ ପୂର୍ବେ, ଏହି ଦିନ ଦେଶରେ ସମାନ ପରିବେଶ ଥିଲା। ତା’ପରେ ହଠାତ୍‌ ସାରେ ଏପରି ଖବର ଆସିଥିଲା, ଯେଉଁଥିପାଇଁ ସମସ୍ତଙ୍କ ହୃଦୟ ଭାଙ୍ଗିଯାଇଥିଲା। ପ୍ରଥମେ କେହି ବିଶ୍ୱାସ କରି ନ ଥିଲେ ଯେ ଏହିପରି କିଛି ହୋଇପାରେ। ଆଜିର ଦିନରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟକୁ ଅଲବିଦା କହିଥିଲେ। କେବଳ ସେ ନୁହେଁ ଲୋକପ୍ରିୟ କ୍ରିକେଟର୍‌ ସୁରେଶ ରାଇନା ମଧ୍ୟ ଆଜିର ଦିନରେ ଅବସର ନେଇଥିଲେ। ଧୋନୀଙ୍କ ହଠାତ୍‌ ଅବସର ଘୋଷଣା ସମସ୍ତଙ୍କୁ ଚକିତ କରିଥିଲା। ଇନଷ୍ଟାଗ୍ରାମରେ ‘ମେଁ ପଲ ଦୋ ପଲ କା ଶାୟର୍‌ ହୁନ’ ଧୂନ୍‌ରେ ର ଏକ ଭିଡିଓ ପୋଷ୍ଟ କରି ସେ ଅବସର ଘୋଷଣା କରିଥିଲେ। ଏହାର ମାତ୍ର ଏକ ଘଣ୍ଟା ପରେ ରାଇନା ମଧ୍ୟ ଅବସର ଘୋଷଣା କରିଥିଲେ। ଏହି ଦୁଇ ଖେଳାଳି ଏବେ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌ ପରାମର୍ଶଦାତା କମିଟିରୁ କପିଳଙ୍କ ଇସ୍ତଫା

ନୂଆଦିଲ୍ଲୀ, ୩।୧୦ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ବୁଧବାର କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି)ରୁ ଇସ୍ତଫା ଦେଇଛନ୍ତି।...

ନ୍ୟାଶନାଲ ମାଷ୍ଟର୍ସ ଗେମ୍ସ: ପାର୍ବତୀଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ

ଭୁବନେଶ୍ୱର, ୮।୨(ସ୍ପୋଟର୍‌ସ ବ୍ୟୁରୋ)- ବରୋଦାରେ ଚାଲିଥିବା ନ୍ୟାଶନାଲ ମାଷ୍ଟର୍ସ ଗେମ୍ସର ୩ୟ ସଂସ୍କରଣରେ ଓଡ଼ିଶାର ତାରକା ଆଥଲେଟ ପାର୍ବତୀ ସେଠୀ ତାଙ୍କ ପ୍ରିୟ ଇଭେଣ୍ଟ ଡିସ୍‌କସ୍‌...

ସର୍ବଭାରତୀୟ ପୋଲିସ ହକି ଉଦ୍‌ଘାଟିତ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): କଲିଙ୍ଗ ଷ୍ଟାଡିୟମ୍‌ରେ ସୋମବାରଠାରୁ ଆରମ୍ଭ ହୋଇଛି ୬୮ ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା। ପୋଲିସ ଡିଜି ଅଭୟ ସପ୍ତମ ବାଟାଲିୟନରେ ଏହାକୁ ଉଦ୍‌ଘାଟନ...

କ୍ରିକେଟ୍‌ରୁ କେବେ ନେବେ ଅବସର, ୪୧ ବର୍ଷୀୟ ଗେଲ୍‌ ଦେଲେ ଏମିତି ଉତ୍ତର

କ୍ରିକେଟର ପ୍ରାୟ ସବୁ ଫର୍ମାଟରେ ବୋଲର୍‌ଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥାନ୍ତି ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ତାଙ୍କୁ ଏବେ ୪୧ ବର୍ଷ ।...

ରିୟଲ ମାଡ୍ରିଡ୍‌ ସହ ରହିବେ କ୍ରୁଜ୍‌

ମାଡ୍ରିଡ୍‌,୨୦।୫(ଏଏଫ୍‌ପି)- ଜର୍ମାନୀ ଅନ୍ତର୍ଜାତୀୟ ଫୁଟ୍‌ବଲ ଷ୍ଟାର ଟୋନି କ୍ରୁଜ୍‌ ରିୟଲ ମାଡ୍ରିଡ୍‌ କ୍ଲବ ସହ ହୋଇଥିବା ଚୁକ୍ତିର ସମୟସୀମାରେ ବୃଦ୍ଧି କରିଛନ୍ତି। ଫଳରେ ସେ ୨୦୨୩...

ସଙ୍କଟରେ ଭାରତୀୟ ଦଳ

ମାଞ୍ଚେଷ୍ଟର,୧୦।୭- ଏଠାରେ ଚାଲିଥିବା ସେମିଫାଇନାଲରେ ପ୍ରାରମ୍ଭିକ ଝଟ୍‌କା ଯୋଗୁ ଭାରତୀୟ ଦଳ ସଙ୍କଟରେ ପଡ଼ିଛି। ଫୁଲ୍‌ ଫର୍ମରେ ଥିବା ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି,...

ଅନ୍ତିମ ଟେଷ୍ଟରେ କୋହଲି-ଷ୍ଟୋକ୍ସଙ୍କ ମଧ୍ୟରେ ଜୋରଦାର୍‌ କଥା କଟାକଟି: ଅମ୍ପାୟାରଙ୍କ ଯୋଗୁ ଟଳିଲା…

ଅହମ୍ମଦାବାଦ,୪।୩: ଭାରତୀୟ ଟିମ୍‌ ଗୁରୁବାର ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛି। ଅକ୍ଷର ପଟେଲ ଦୁଇ ଓପନର୍‌ଙ୍କୁ ଆଉଟ୍‌ କରିବା ପରେ...

ରଣ୍‌ଜୀ ଟ୍ରଫି: ଦିଲ୍ଲୀକୁ ଜିତାଇଲେ ରାଣା, ୩ ବର୍ଷ ପରେ ବିଦର୍ଭର ପ୍ରଥମ ପରାଜୟ

ନୂଆଦିଲ୍ଲୀ, ୨୨।୧ (ପି.ଟି.): ନୀତୀଶ ରାଣାଙ୍କ କ୍ୟାରିୟର ଶ୍ରେଷ୍ଠ ଶତକୀୟ ଇନିଂସ ବଳରେ ଏଠାରେ ଖେଳାଯାଇଥିବା ରଣ୍‌ଜୀ ଟ୍ରଫିର ଏକ ମ୍ୟାଚ୍‌ରେ ଦିଲ୍ଲୀ ୬ ଉଇକେଟ୍‌ରେ...

Advertisement
Archives

Model This Week