Posted inଖେଳ

ପାଚେରୀ ଭଳି ଛିଡ଼ା ହୋଇଛନ୍ତି ରୁଟ୍‌-ବେଆରଷ୍ଟୋ

ଲଡର୍‌ସ,୧୪।୮: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନ ଆରମ୍ଭରୁ ବଲ ଖୁବ ମୁଭମେଣ୍ଟ କରିଥିଲା, ଯାହା ଫଳରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ରନ୍‌ କରିବା କଷ୍ଟକର ହୋଇଥିଲା। କିନ୍ତୁ ତୃତୀୟ ଦିନ ସେଭଳି କିଛି ଦେଖିବାକୁ ମିଳିନାହିଁ। ଭାରତୀୟ ବୋଲରଙ୍କ ସାମ୍ନାରେ ପାଚେରୀ ଭଳି ଖେଳୁଛନ୍ତି ଅଧିନାୟକ ଜୋ ରୁଟ୍‌ ଓ ଜନ୍ନି ବେଆରଷ୍ଟୋ। ତୃତୀୟ ଦିନର ପ୍ରଥମ ସେସନରେ ଭାରତୀୟ ବୋଲରଙ୍କୁ ଉଇକେଟ ନେବାର କୌଣସି ସୁଯୋଗ ଦେଇ ନାହାନ୍ତି ଦୁଇ ବ୍ୟାଟ୍ସମ୍ୟାନ। ପ୍ରଥମ ଇନିଂସରେ ଭାରତର ୩୬୪ ରନ୍‌ର ଜବାବରେ ୧୧୯/୩ରୁ ବ୍ୟାଟିଂ କରିଥିବା ଇଂଲଣ୍ଡ ତୃତୀୟ ଦିନ ଲଞ୍ଚ ସୁଦ୍ଧା ୨୧୬ ରନ୍‌ କରିଛି।

ଶତକ ଆଡ଼େ ଅଗ୍ରସର ହେଉଥିବା ରୁଟ୍‌ (୮୯) ଓ ବେଆରଷ୍ଟୋ (୫୧) ଅଭିଭାଜିତ ୪ର୍ଥ ଉଇକେଟ ଲାଗି ୧୦୮ ରନ୍‌ ଯୋଡ଼ିଛନ୍ତି। ଦଳକୁ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବା ପାଇଁ ବଳକା ୭ ଉଇକେଟରେ ୧୪୯ ରନ୍‌ ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହିଲଙ୍କ ପାଇଁ ୮ ବର୍ଷ ପ୍ରତୀକ୍ଷାର ଅବସାନ

ଭୁବନେଶ୍ୱର, ୪।୧୧ (କ୍ରୀଡ଼ା ପ୍ରତିନିଧି):ମହମ୍ମଦ ରାହିଲ ମୌସିନଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ ଅବିସ୍ମରଣୀୟ ହୋଇଛି। ଏହାର କାରଣ ମଧ୍ୟ ଅନେକ। ଅକ୍ଟୋବର ୨୮ ତାରିଖରେ ନ୍ୟୁଜିଲାଣ୍ଡ...

ଆଜି ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ,୪।୯: ଏସିଆ କପ୍‌ ଟି୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍‌ ଖେଳିବ ଭାରତ। ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର୍‌-୪ରେ ପ୍ରବେଶ...

ରାଜ୍ୟପାଳଙ୍କ ଦ୍ୱାରା ଆରାଧ୍ୟା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୧।୧୦(କ୍ରୀଡ଼ା ପ୍ରତିନିଧି): ଗତ ଜୁନ୍‌ରେ ୬ ଦିନ ମଧ୍ୟରେ ୬ଟି ଗିରିଶୃଙ୍ଗ ଆରୋହଣ କରିଥିବା ରାଜ୍ୟର ଶିଶୁ ପର୍ବତାରୋହୀ ଆରାଧ୍ୟାଙ୍କୁ ଗୁରୁବାର ରାଜ୍ୟପାଳ ଗଣେଶୀ...

ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନ୍ୟୁଜିଲାଣ୍ଡ...

ବିଜୟ ହଜାରେ ଟ୍ରଫି: ବିହାର ଖେଳାଳି କୋଭିଡ୍‌ ପଜିଟିଭ୍‌

ମୁମ୍ବାଇ, ୨୪।୨ (ପି.ଟି.)-ବିଜୟ ହଜାରେ ଟ୍ରଫିରେ ବିହାରର ଜଣେ ଖେଳାଳି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ଦଳର ଅନ୍ୟ ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଇଛି।...

ପ୍ରଥମ ଶ୍ରେଣୀ କ୍ରିକେଟରେ ବୁମରାଙ୍କ ପ୍ରଥମ ଅର୍ଦ୍ଧଶତକ

ସିଡ୍‌ନୀ,୧୧।୧୨- ଭାରତୀୟ ଦଳର ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ ବୁମରା ଏଥର ବ୍ୟାଟ୍‌ରେ କମାଲ ଦେଖାଇଛନ୍ତି। ଏଠାରେ ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆରମ୍ଭ ହୋଇଥିବା...

୩୯ ବଲରେ ୯୬ ରନ୍‌ର ବିସ୍ଫୋରକ ଇନିଂସ ଖେଳି ମଧ୍ୟ ଲଜ୍ଜିତ ହେଲେ ଏହି କ୍ରିକେଟର୍‌

ଆବୁଧାବି,୨।୧୨: ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଟମ କୋହଲର କ୍ୟାଡମୋର ଆବୁଧାବିରେ ଖେଳାଯାଉଥିବା ଟି -୧୦ ଲିଗରେ ଇତିହାସ ସୃଷ୍ଟି କରିଛନ୍ତି। ୧୨ ଚୌକା, ୫ ଛକା ଏବଂ...

୨୦୧୧ ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ହତ୍ୟା ଧମକ ମିଳିଥିଲା: ଡୁପ୍ଲେସି

ନୂଆଦିଲ୍ଲୀ,୧୯।୫(ପି.ଟି.): ୨୦୧୧ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେବା ପରେ ହତ୍ୟା ଧମକ ମିଳିଥିଲା ବୋଲି ଦକ୍ଷିଣ ଆଫ୍ରିକା...

Advertisement
Archives

Model This Week