Posted inଖେଳ

ନିଜକୁ ଶାନ୍ତ ଯୁବକ କହିଲେ ରିଷଭ ପନ୍ତ: ସାଥି ଖେଳାଳି କହିଲେ…

ଲଣ୍ଡନ,୨୩।୮: ଭାରତୀୟ ଉଇକେଟ୍‌ କିପର ରିଷଭ ପନ୍ତ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ଏବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ପନ୍ତ ଦଳ ସହ ଅଛନ୍ତି। ଦଳ ସହ ଅଭ୍ୟାସ କରିବା ସହ ସେ ସୋସିଆଲ ମିଡିଆରେ ମଧ୍ୟ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରି ସେ କହିଛନ୍ତି, କ୍ଲାସର ସବୁଠୁ ଶାନ୍ତ ଯୁବକ। ପନ୍ତଙ୍କ ଏହି ଫଟୋରେ ସାଥୀ ଖେଳାଳି ଅକ୍ଷର ପଟେଲ ଏକ ମଜାଦାର କମେଣ୍ଟ କରିଛନ୍ତି। ସେ କହିଛନ୍ତି, ସବୁଠୁ ଶାନ୍ତ ଯୁବକ ତ ସିଏ, ଯିଏ ଏହି ଫଟୋଟି ଉଠାଇଛି। ଏହି କମେଣ୍ଟ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। କିଛି ୟୁଜର୍ସ କହିଛନ୍ତି ଏହା ଅକ୍ଷରଙ୍କ ସ୍ବିପ୍‌ ସଟ୍‌ ତ ଆଉ କିଏ ଗୁରୁ ମାନିଗଲି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ଅଛି। ଉଭୟ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ଅଗଷ୍ଟ ୨୫ରୁ ଆରମ୍ଭ ହେବ।

 इससे पहले पंत मैदान पर समय बिताने के साथ साथ सोशल मीडिया पर भी समय बिता रहे हैं. पंत ने हाल में इंस्‍टाग्राम पर अपनी कुछ  तस्‍वीर शेयर की. फोटो के साथ ही उन्‍होंने लिखा कि क्‍लास का सबसे शरीफ लड़का.


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ନେଦରଲାଣ୍ଡ୍ସକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ସିଡନୀ,୨୭।୧୦: ଭାରତୀୟ ଦଳ ଗୁରୁବାର ଅର୍ଥାତ୍‌ ଆଜି ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚ ଖେଳିବ। ଗୁରୁବାର ସିଡନୀରେ ନେଦରଲାଣ୍ଡ୍ସ ଏବଂ ଭାରତ ସହ ମୁହାଁମୁହିଁ ହେବେ।...

ସାଉଥାମ୍ପଟନରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ, ୩।୬:ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନର ଏଜେସ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ପାଇଁ...

କେଭିନ୍‌- ଅଣ୍ଡ୍ରିଆସ୍‌ କ୍ରମାଗତ ଦ୍ୱିତୀୟ ଥର ଚାମ୍ପିୟନ

ପ୍ୟାରିସ୍‌,୧୨।୧୦(ଏପି): ଜର୍ମାନୀ ଯୋଡି କେଭିନ୍‌ କ୍ରଓ୍ବିଜ୍‌ ଓ ଆଣ୍ଡ୍ରିଆସ୍‌ ମାଇସ୍‌ ଏଥର ମଧ୍ୟ ଫ୍ରେଞ୍ଚ୍‌ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ଶନିବାର ଅନୁଷ୍ଠିତ ପୁରୁଷ...

‘କେବଳ ମୋଦି ଚାହିଁଲେ ହେବ ସମ୍ଭବ’

ନୂଆଦିଲ୍ଲୀ,୨୨।୩: ୨୦୨୩ ଦିନିକିଆ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଭାରତ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଭାରତ ସହ ଅନେକ ଦଳ ଟାଇଟଲ...

ଜନ୍ମଦିନରେ ଟସ୍‌ ଜିତିଲେ ବିରାଟ

ଦୁବାଇ,୫।୧୧: ଲଗାତାର ଟସ୍‌ ହାରୁଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର ଜନ୍ମଦିନରେ ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତିଛନ୍ତି। ଟସ୍‌ ଜିତି ପ୍ରଥମେ ବୋଲିଂ...

ଫେଲ ମାରିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଟପ୍‌ ଅର୍ଡର ଫେଲ ମାରିଛି। ୧୦...

ଚେନ୍ନାଇ ପିଚ୍‌କୁ ନେଇ ଦୁଇ ପ୍ରାକ୍ତନ ଖେଳାଳି ମୁହାଁମୁହିଁ

ନୂଆଦିଲ୍ଲୀ, ୧୪।୨ : ଚେନ୍ନାଇଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରୁ ହିଁ ସ୍ପିନରଙ୍କୁ ସହାୟତା ମିଳୁଛି। ୫ ଦିନିଆ ଟେଷ୍ଟର ଦ୍ୱିତୀୟ ଦିନ ସୁଦ୍ଧା...

ଉରୁଗୁଏ ଦଳରୁ କାଭାନି ଆଉଟ୍‌

ମଣ୍ଟେଭିଡିଓ (ଉରୁଗୁଏ), ୪ା୧୦ (ଏପି)-ଚିଲି ଓ ଇକ୍ୱେଡର ବିପକ୍ଷ ଦୁଇ ଓପନିଂ ରାଉଣ୍ଡ ମ୍ୟାଚ ପାଇଁ ଉରୁଗୁଏ ଦଳ ଘୋଷଣା କରାଯାଇଛି। ଦଳରେ ଅନୁପସ୍ଥିତ ରହିଥିବା...

Advertisement
Archives

Model This Week