ଖେଳ

ଟାର୍ଗେଟ ୧୧.୧୦ ସେକେଣ୍ଡ: ଦୂତୀ

ଭୁବନେଶ୍ୱର, ୧।୭: (କ୍ରୀଡ଼ା ପ୍ରତିନିଧି)- ସ୍ବ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଯାହା ଆଶା କରୁଥିଲେ ତାହା ହେଲା। ଯୋଗ୍ୟତା ଟାଇମିଂ ନ ହେଲେବି ବିଶ୍ୱ ର଼୍ୟାଙ୍କିଙ୍ଗ ଅନୁସାରେ ତାଙ୍କୁ ଟୋକିଓ ଅଲିମ୍ପିକ୍ସର ୧୦୦ ଓ ୨୦୦ ମିଟରରେ ଅଂଶଗ୍ରହଣ କରିବା ପାଇଁ…

ତୃତୀୟ ଟି୨୦: ଦକ୍ଷିଣ ଆଫ୍ରିକାର ରୋମାଞ୍ଚକ ବିଜୟ

ସେଣ୍ଟ ଜର୍ଜେଶ(ଗ୍ରେନେଡା), ୧।୭: ସ୍ଥାନୀୟ ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ରୋମାଞ୍ଚମ ଢଙ୍ଗରେ ମାତ୍ର ୧ ରନରେ ବିଜୟ ହାସଲ କରିଛି। ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ…

ଟି-୨୦ କ୍ରିକେଟରେ ଗୋଟିଏ ବି ନୋ’ ବଲ୍‌ ପକାଇନାହାନ୍ତି ଏହି ୩ ଭାରତୀୟ ବୋଲର୍‌

କ୍ରିକେଟରେ ନୋ ବଲ୍‌ ଏକ ସାଧାରଣ କଥା। କିନ୍ତୁ ଥରେ ଥରେ ଏହି ନୋ ବଲ୍‌ ଯୋଗୁ ମ୍ୟାଚ୍‌ର ରୂପରେଖ ବଦଳିଯାଇଥାଏ। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଜସପ୍ରୀତ ବୁମରାଙ୍କ ନୋ-ବଲ ବୋଲିଂ ଏତେ ଭାରୀ ହୋଇଯାଇଥିଲା ଯେ ଫଖର ଜମାନ ପୁରା…

କ୍ରିକେଟର୍‌ ସବୁଠୁ ନିଆରା ପ୍ରଶଂସକ: ପାଖରେ ରଖିଛନ୍ତି ଏମିତି ସବୁ ଜିନିଷ

ରାଞ୍ଚି,୧।୭: ଭାରତରେ କ୍ରିକେଟ ପ୍ରଶଂସକଙ୍କ ଅଭାବ ନାହିଁ। କେହି କେହି କ୍ରିକେଟ ମ୍ୟାଚ ଦେଖି ନିଜର ଉତ୍ସାହ ପ୍ରକାଶ କରୁଥିବାବେଳେ କେତେକ କ୍ରିକେଟ ସମ୍ବନ୍ଧୀୟ ଜିନିଷ ସଂଗ୍ରହ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ରାଞ୍ଚିର ମେନ ରୋଡରେ ରହୁଥିବା ରିଷି…

୧୪୪ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଏହି ୨ ଦେଶ ମଧ୍ୟରେ ଖେଳାଯାଇଥିଲା ସବୁଠୁ ଛୋଟ ମ୍ୟାଚ୍‌

ଟେଷ୍ଟ କ୍ରିକେଟର ଇତିହାସ ପ୍ରାୟ ୧୪୪ ବର୍ଷ ପୁରୁଣା। ଟେଷ୍ଟ କ୍ରିକେଟରେ ଉଭୟ ଦଳ ୨-୨ ଇନିଂସ ଖେଳିବାକୁ ପାଆନ୍ତି ଏବଂ ବଲ ଖେଳିବାର କୌଣସି ସୀମା ନାହିଁ। ଯେଉଁ ଦଳ ୨୦ ଉଇକେଟ ନେଇପାରିବ, ସେହି ଦଳ ଟେଷ୍ଟ ମ୍ୟାଚ…

ଭାରତୀୟ ଦଳକୁ ଲାଗିଲା ବଡ଼ ଝଟ୍‌କା

ଲଣ୍ଡନ,୧।୬: ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଆଘାତ କାରଣରୁ ଓପନର୍‌ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ପ୍ରାରମ୍ଭିକ ଟେଷ୍ଟରେ ଖେଳି ପାରିବେ ନାହିଁ। ତଥାପି, ଟେଷ୍ଟ ସିରିଜ ଆରମ୍ଭ ପାଇଁ…

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ୍‌: ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌

ଓ୍ବିମ୍ବେଲେଡନ, ୧।୭: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତ ଟପ୍‌ ସିଡ୍‌ ସର୍ବିୟାର ନୋଭାକ ଜୋକୋଭିଚ୍‌ । ବୁଧବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମୁକାବିଲରେ ସେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନଙ୍କୁ ୬-୩, ୬-୩,…

ଦ୍ୱିତୀୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ : ଆଇସିସିର ନୂଆ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୧।୭ (ପି.ଟି.): ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ ସିଷ୍ଟମ ଲାଗୁ କରିଛି। ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜରୁ…

ୟୁରୋକପ୍‌ ଫୁଟ୍‌ବଲ: ଜର୍ମାନୀକୁ ହରାଇ କ୍ୱାର୍ଟରରେ ଇଂଲଣ୍ଡ

ଲଣ୍ଡନ,୧।୭: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ୪୦,୦୦୦ ଦର୍ଶକଙ୍କ ସମ୍ମୁଖରେ ସ୍ଥାନୀୟ ଓ୍ବେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ନାମେଣ୍ଟର ରାଉଣ୍ଡ ଅଫ୍‌ ୧୬ ମୁକାବିଲାରେ ଇଂଲଣ୍ଡ ୨-୦ ଗୋଲରେ ଦୀର୍ଘବର୍ଷର ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀକୁ ପରାସ୍ତ…

ବିପର୍ଯ୍ୟୟ ଘଟାଇ ପ୍ରଥମ କ୍ୱାର୍ଟରରେ ୟୁକ୍ରେନ

ଗ୍ଲାସଗୋ,୧।୭: ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ୟୁକ୍ରେନ ଭାଗ୍ୟ ବଳରେ ୟୁରୋକପ୍‌ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଥିଲା। ଲିଗ୍‌ ପର୍ଯ୍ୟାୟରେ ଗୋଟିଏ ହେଲେ ବିଜୟ ହାସଲ କରି ନ ଥିଲେ ମଧ୍ୟ ୟୁକ୍ରେନ ପ୍ରି- କ୍ୱାର୍ଟରରେ ପ୍ରବେଶ କରିଥିଲା…

ସେହ୍ବାଗଙ୍କ ଉପରେ ଭରସା କରୁ ନ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ। ଦିନିକିଆ କ୍ରିକେଟ ହେଉ କିମ୍ବା ଟେଷ୍ଟ କ୍ରିକେଟ, ସେହ୍ବାଗ ଜାଣିଥିଲେ କିପରି ଗୋଟିଏ ଉପାୟରେ ରନ ସ୍କୋର କରିବେ। ତାହାଙ୍କ ଲକ୍ଷ୍ୟ ଥିଲା ବିପକ୍ଷ…

ଆଇପିଏଲ୍‌ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୭: ଆଇପିଏଲ-୧୪’ର ବଳକା ମ୍ୟାଚ୍‌ ପୂର୍ବରୁ ପ୍ରଶଂସକଙ୍କୁ ମିଳିଛି ଖୁସି ଖବର। ଅଷ୍ଟ୍ରେଲିଆ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ଆରୋନ ଫିଞ୍ଚଙ୍କ ସମାଲୋଚନା ସତ୍ତ୍ୱେ ଦଳର ବହୁ ଖେଳାଳି ଆଇପିଏଲ ପାଇଁ ଉପଲବ୍ଧ ରହିବେ। ଯଦି ଓ ସମସ୍ତ ଅଷ୍ଟ୍ରେଲିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?