ଖେଳାଳିଙ୍କୁ ମହଙ୍ଗା ପଡ଼ିଲା ହୋଟେଲ ବାହାରେ ଧୂମପାନ କରିବା
କଲମ୍ବୋ,୩୦।୬: ବିଶୃଙ୍ଖଳାଗତ କାରଣରୁ ଇଂଲଣ୍ଡ ଗସ୍ତ ମଧ୍ୟରୁ ସ୍ବଦେଶ ଫେରିଛନ୍ତି ଶ୍ରୀଲଙ୍କା ଦଳର ଉପ ଅଧିନାୟକ କୁସାଲ ମେଣ୍ଡିସ, ଦନୁଷ୍କା ଗୁଣଥିଲକା ଓ ଉଇକେଟକିପର ନିରୋଶାନ ଡିକଓ୍ବେଲା। ଜୁଲାଇରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜ୍ରୁ ଏମାନଙ୍କୁ ବାଦ୍…
ସ୍ମିଥଙ୍କ ହାତରୁ ଚାଲିଗଲା ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା
ଦୁବାଇ,୩୦।୬: ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍ରେ ବୁଧବାର ପରିଲକ୍ଷିତ ହୋଇଛି ବଡ଼ ପରିବର୍ତ୍ତନ। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ହାତରୁ ଚାଲିଯାଇଛି ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା। ଏହି ସ୍ଥାନ ଅଧିକାର କରିଛନ୍ତି ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ…
ପୁଣି ଅଲିମ୍ପିକ୍ସରେ ଦୌଡ଼ିବେ ଓଡ଼ିଆ ଝିଅ
ନୂଆଦିଲ୍ଲୀ,୩୦।୬: ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ମହିଳା ବିଭାଗର ଉଭୟ ୧୦୦ ମିଟର ଓ ୨୦୦ ମି. ଦୌଡ଼ ଇଭେଣ୍ଟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ଅଲିମ୍ପିକ୍ସ ପାଇଁ…
ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କୁ ସ୍ତ୍ରୀ ମାଗିଲେ କ୍ଷମା; କହିଲେ ‘ସରି ରୋ’; ଜାଣନ୍ତୁ ଏପରି…
ନୂଆଦିଲ୍ଲୀ,୩୦।୬: ଭାରତୀୟ ଟିମ୍ର ଓପନର ରୋହିତ ଶର୍ମାଙ୍କୁ ସ୍ତ୍ରୀ ରୀତିକା ସଜଦେହ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଏକ ମଜାଳିଆ ଭିଡିଓ ଶେୟାର କରି ସ୍ବାମୀଙ୍କଠାରୁ ଆହୁରୀ କ୍ୟୁଟ୍ କେହି ତାଙ୍କୁ ମିଳିଯାଇଛି ବୋଲି ସେ କହିଥିବା ଦେଖିବାକୁ ମିଳିଛି। କଥାଟି…
କ୍ରୋଏସିଆକୁ ହରାଇଲା ସ୍ପେନ୍; ଭାଇରାଲ ହେଲା ଧୋନୀଙ୍କ ଏହି ଟୁଇଟ୍; ପ୍ରଶଂସକମାନେ…
ନୂଆଦିଲ୍ଲୀ,୩୦।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ଅନ୍ତଃରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିବା ଦିନରେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଥିଲେ। ସେ ଟୁଇଟରରେ ପ୍ରଶଂସକମାନଙ୍କ ସହ ଅନେକ ବିଷୟରେ ଚର୍ଚ୍ଚା କରିଥିଲେ। ବର୍ତ୍ତମାନ ଧୋନୀ…
ଏକଦା ଜୋତା କିଣିବାକୁ ପଇସା ନ ଥିଲା; ଖାଲି ପାଦରେ କରୁଥିଲେ ବୋଲିଂ; ଏବେ ପାକିସ୍ତାନ କ୍ରିକେଟର ଭବିଷ୍ୟତ ବୋଲି…
କରାଚି, ୩୦।୬: ନିକଟରେ ଶେଷ ହୋଇଥିବା ପାକିସ୍ତାନ ସୁପର ଲିଗ୍(ପିଏସ୍ଏଲ୍) ୨୦୨୧ରେ ସର୍ବାଧିକ ଉଇକେଟ ନେଇ ଚମକିଛନ୍ତି ବୋଲର ଶାହାନଓ୍ବାଜ ଡାହାନି। ସେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାକୁ ନେଇ ପାକିସ୍ତାନ କ୍ରିକେଟରେ ଏହି ଯୁବ ଦ୍ରୁତ…
ଏହି ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍
ଦୁବାଇ,୩୦।୬: ଆଇସିସି ଟି -୨୦ବିଶ୍ୱକପ ଆୟୋଜନ ବିଷୟରେ ସୂଚନା ଦେଇଛି। ୟୁଏଇ ବ୍ୟତୀତ ଏହି ଟୁର୍ନାମେଣ୍ଟ ଓମାନରେ ମଧ୍ୟ ଅନୁଷ୍ଠିତ ହେବ ବୋଲି ଆଇସିସି ଟୁଇଟର୍ ମାଧ୍ୟମରେ ଜଣାଇଛି। କରୋନା କାରଣରୁ, ବିସିସିଆଇ ଆନୁଷ୍ଠାନିକ ଭାବେ ଆଇସିସିକୁ ଗୋଟିଏ ଦିନ ପୂର୍ବରୁ…
କ୍ରିକେଟର୍ଙ୍କ ଦୁର୍ବ୍ୟବହାରରେ ଦୁଃଖୀ ଆମ୍ପାୟାର୍ ଛାଡିଲେ ନିଜ ପଦ
ଢାକା,୩୦।୬: ନିକଟରେ ଶେଷ ହୋଇଥିବା ଢାକା ପ୍ରିମିୟର ଲିଗ ଟି -୨୦ରେ ମହମୁଦୁଲ୍ଲାଙ୍କ ସହ ବିବାଦ ପରେ ବାଂଲାଦେଶୀ ଅମ୍ପାୟାର ମୋନିରୁଜାମାନ ନିଜ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ମୋନିରୁଜାମାନ ଏବଂ ମୋର୍ସେଦ ଅଲି ଖାନ ଏବେ ବାଂଲାଦେଶର ଆଇସିସି ଏମର୍ଜିଂ…
ବୋଲର୍ରୁ ରାତାରାତି ଓପନର୍ ହୋଇଯାଇଥିଲେ ଏହି କ୍ରିକେଟର୍: ବ୍ୟାଟିଂରେ ଦେଖାଇଥିଲେ ଜଲଓ୍ବା
ଶ୍ରୀଲଙ୍କା କ୍ରିକେଟର କିମ୍ବଦନ୍ତୀ ସନଥ ଜୟସୁରିଆ ଆଜି ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୯୦ ଦଶକରେରେ ଦୁନିଆର ଅନ୍ୟତମ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଥିଲେ। କ୍ୟାରିୟର ଆରମ୍ଭରେ ସେ ଜଣେ ବୋଲର ଥିଲେ କିନ୍ତୁ ୧୯୯୬ ମସିହାରେ ଜୟସୁରିଆଙ୍କୁ ରାତାରାତି…
ଡବ୍ଲୁଟିସି ଫାଇନାଲ୍ ଚାଲିଥିବାବେଳେ ବାଥ୍ରୁମ୍ରେ ଥିଲେ ଏହି କ୍ରିକେଟର୍
ଲଣ୍ଡନ,୩୦ା୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ରେ ଭାରତକୁ ନ୍ୟୁଜିଲାଣ୍ଡ ୮ ଉଇକେଟ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ଏହି ମ୍ୟାଚର ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ ସ୍କୋର ପିଛା କରୁଥିବା ସମୟରେ ଦ୍ରୁତ ବୋଲର କାଇଲ ଜାମିସନ ଏବେ ଟେନସନ ଏବଂ…
ରୋହିତ ଶର୍ମାଙ୍କୁ କ୍ଷମା ମାଗିଲେ ସ୍ତ୍ରୀ: ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ ଦଳର ଓପନର୍ ରୋହିତ ଶର୍ମା ଏବଂ ରିତିକା ସଜଦେହଙ୍କ ଯୋଡିକୁ ତାଙ୍କ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୁଏ। ଏହି ଦମ୍ପତି ଏବେ ଝିଅ ସମାୟାରାଙ୍କ ସହ…
ସୀମା ପୁନିଆଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ପଟିଆଲା, ୩୦ା୬ (ପି.ଟି.)- ଭେଟେରାନ ଡିସ୍କସ୍ ଥ୍ରୋୟର ସୀମା ପୁନିଆ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ଜାତୀୟ ଆନ୍ତଃ-ରାଜ୍ୟ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ର ଅନ୍ତିମ ଦିବସରେ ଶ୍ରେଷ୍ଠ ପ୍ରଚେଷ୍ଟା ୬୩.୭୦ମିଟର ସହ ସେ ସ୍ବର୍ଣ୍ଣ ପଦକ ହାସଲ…

