ଖେଳ

ଦୁଇ ଦିନ ତଳେ ୧୫୦ ରନ୍‌ର ଇନିଂସ ଖେଳି ରେକର୍ଡ କରିଥିଲେ ଏହି କ୍ରିକେଟର; ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଲେ

ନୂଆଦିଲ୍ଲୀ,୧୦।୭: ବାଂଲାଦେଶ ଅଲରାଉଣ୍ଡର ମହମୁଦୁଲ୍ଲାଙ୍କ ଗୋଟିଏ ନିଷ୍ପତ୍ତି କ୍ରିକେଟଜଗତକୁ ସ୍ତବ୍ଧ କରିଦେଇଛି। ସେ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାଂଲାଦେଶ ଏବଂ ଜିମ୍ବାଓ୍ବେ ମଧ୍ୟରେ ଚାଲିଥିବା ଗୋଟିଏ ମାତ୍ର ଟେଷ୍ଟ ଶେଷ ହେବା ପରେ ଏହି କ୍ରିକେଟର ଟେଷ୍ଟ…

ଜନ୍ମ ପରେ ମତ୍ସଜୀବୀଙ୍କ ପିଲା ସହ ଅଦଳବଦଳ ହୋଇଯାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର; ଏପରି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଇତିହାସରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ବତନ୍ତ୍ରତାକୁ ନେଇ ଜଣାଶୁଣା। ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ କିମ୍ବଦନ୍ତୀ ବା ମହାନ ଖେଳାଳି ଆଖ୍ୟା ମିଳିଛି। ଏଥିମଧ୍ୟରୁ ପୂର୍ବତନ ଭାରତୀୟ ଓପନର ତଥା ଅଧୀନାୟକ ସୁନୀଲ ଗାଭାସ୍କର…

ପୁତ୍ର ସନ୍ତାନର ଜନନୀ ହେଲେ ଏହି କ୍ରିକେଟରଙ୍କ ପତ୍ନୀ

ନୂଆଦିଲ୍ଲୀ,୧୦।୭: ଅଭିନେତ୍ରୀ ଗୀତା ବସରା ଓ ଭାରତୀୟ କ୍ରିକେଟର ସ୍ପିନର ହରଭଜନ ସିଂଙ୍କ ଘରକୁ ଏକ ନୂଆ ଅତିଥି ଆସିଛି। ହରଭଜନଙ୍କ ପତ୍ନୀ ଗୀତା ବସରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି। ଏନେଇ…

୭୨ ବର୍ଷରେ ଲିଟିଲ୍‌ ମାଷ୍ଟର…

ନୂଆଦିଲ୍ଲୀ,୧୦।୭: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ଶନିବାର ୭୨ ବର୍ଷ ପୂରଣ ହୋଇଛି। ସେ ୧୯୪୯ ଜୁଲାଇ ୧୦ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଲିଟିଲ୍‌ ମାଷ୍ଟରଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକମାନଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ…

ଭାରତ-ଶ୍ରୀଲଙ୍କା ସିରିଜ କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ

ନୂଆଦିଲ୍ଲୀ, ୧୦ା୭ (ପି.ଟି.)- ଶ୍ରୀଲଙ୍କା କ୍ରିକେଟ ଦଳର ଶିବିରରେ କରୋନା ପଜିଟିଭ ମାମଲା ଦେଖା ଦେବାରୁ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୬ ମ୍ୟାଚ ବିଶିଷ୍ଟ ସୀମିତ ଓଭର ସିରିଜର କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ ହୋଇଛି। ଫଳରେ ଦୁଇ ଦଳ ମଧ୍ୟରେ ଅନ୍ତର୍ଜାତୀୟ…

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ବେରେଟିନି ଫାଇନାଲରେ

ଲଣ୍ଡନ, ୧୦।୭- ଇଟାଲିର ମାଟେଓ ବେରେଟିନି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସେ ପୋଲାଣ୍ଡର ହୁବର୍ଟ ହୁର୍କାଜଙ୍କୁ ୬-୩, ୬-୦, ୬-୭(୩/୭), ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। କ୍ୱାର୍ଟର…

ୟୁରୋକପ୍‌ ଫାଇନାଲ: କଳାବଜାର : ୮୩ ହଜାର ଟଙ୍କାର ଟିକେଟ ଏବେ ୫୬ ଲକ୍ଷ

ଲଣ୍ଡନ,୧୦।୭: ଇଂଲଣ୍ଡ ଓ ଇଟାଲୀ ମଧ୍ୟରେ ରବିବାର ଆୟୋଜନ ହେବାକୁ ଥିବା ୟୁରୋକପ୍‌ ଫାଇନାଲକୁ ନେଇ ସାରା ଦେଶରେ ଜବରଦସ୍ତ ଉତ୍ସାହ ଦେଖାଦେଇଛି। ସ୍ଥାନୀୟ ଓ୍ବେମ୍ବଲି ଷ୍ଟାଡିୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ୯୦ ହଜାର ଦର୍ଶକ ଉପସ୍ଥିତ ରହିବେ।…

ଏକମାତ୍ର ଟେଷ୍ଟ: ବାଂଲାଦେଶ ସ୍ଥିତି ଦୃଢ଼

ହରାରେ,୧୦।୭: ଜିମ୍ବାଓ୍ବେ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ସ୍ଥିତି ଦୃଢ କରିଛି। ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଚାଲିଥିବା ଏହି ଟେଷ୍ଟରେ ଟସ୍‌ ଜିତି ବାଂଲାଦେଶ ବ୍ୟାଟିଂ କରିବାକୁ…

ପ୍ରଜ୍ୱଳନ ସମାରୋହ ସହ ଟୋକିଓରେ ମଶାଲ ରାଲି ଆରମ୍ଭ

ଟୋକିଓ,୧୦।୭(ଏପି): ଅଲିମ୍ପିକ୍‌ ମଶାଲ ରାଲି ଟୋକିଓରେ ପହଞ୍ଚିଛି। ଆୟୋଜକମାନେ ଶୁକ୍ରବାର ଏଥିପାଇଁ ଏକ ଜ୍ୟୋତି ଅନାବରଣ ତଥା ପ୍ରଜ୍ୱଳନ ଉତ୍ସବ ପାଳନ କରିଛନ୍ତି। ଏଥିସହ ଟୋକିଓରେ ମଶାଲ ରାଲି ଆରମ୍ଭ ହୋଇଛି। କୋଭିଡ୍‌-୧୯ କାରଣରୁ ଟୋକିଓରେ ସରକାର ଷ୍ଟେଟ୍‌ ଇମର୍ଜେନ୍ସି ଜାରି…

କୋପା ଆମେରିକା ଫୁଟ୍‌ବଲ: ପେରୁ- କଲମ୍ବିଆ ସମ୍ମାନ ଲଢ଼େଇ

ବ୍ରାସିଲିଆ,୧୦।୭: କୋପା ଆମେରିକା ଟୁର୍ନାମେଣ୍ଟର ଫାଇନାଲ ମୁକାବିଲାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ପରସ୍ପରକୁ ଭେଟିବା ନିଶ୍ଚିତ ହୋଇଛି। ଶନିବାର ରାତିରେ ଟାଇଟଲ ପାଇଁ ଦୁଇ ଫୁଟ୍‌ବଲ ପାଓ୍ବାର ହାଉସ ମୁକାବିଲାରେ ଅବତୀର୍ଣ୍ଣ ହେବେ। ସେହିପରି ତୃତୀୟ ସ୍ଥାନ ପାଇଁ ଏବେ ସେମିଫାଇନାଲ…

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ- ଆର୍ଜେଣ୍ଟିନା ଫାଇନାଲ

ରିଓ ଡି ଜେନିରୋ,୧୦।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଦୁଇ ହେଭିଓ୍ବେଟ ଦଳ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଟାଇଟଲ ଲଢେଇରେ ଅବତୀର୍ଣ୍ଣ ହେବେ। ଶନିବାର ସ୍ଥାନୀୟ ଐତିହାସିକ ମାରାକାନା ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟୁର୍ନାମେଣ୍ଟରେ ଗତଥରର…

ଧୋନୀ ନ ଖେଳିଲେ, ମୁଁ ଖେଳିବି ନାହିଁ

ଚେନ୍ନାଇ,୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ନ ଖେଳିଲେ ମୁଁ ବି ଖେଳିବି ନାହିଁ। ଏଭଳି ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଭେଟେରାନ ସିଏସ୍‌କେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ଚେନ୍ନାଇ ଫ୍ରାଞ୍ଚାଇଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?