Posted inଖେଳ

ଜଣେ ଖେଳାଳିଙ୍କୁ ଆଉଟ୍‌ କରିବା ପାଇଁ ୧୧ ଖେଳାଳି ଲାଗିପଡି ଥିଲେ, ପରେ…

ସାଉଥମ୍ପଟନ,୩।୯: କାଉଣ୍ଟି କ୍ରିକେଟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ହାମ୍ପସାୟର୍‌ ଏବଂ ୟର୍କଶାୟର୍‌ ମଧ୍ୟରେ ଚାଲିଥିବା ମ୍ୟାଚ୍‌ର ୪୬ଟି ବଲ ଖେଳିବାକୁ ବାକି ଥିଲା ଏବଂ କେବଳ ଗୋଟିଏ ଉଇକେଟ ଥିଲା। ଶେଷ ମୁହୂର୍ତ୍ତରେ, ୟର୍କଶାୟର୍‌ ବୋଲରଙ୍କ ସମେତ ସମସ୍ତ ୧୧ ଫିଲ୍ଡରଙ୍କୁ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିବାକୁ ରଖିଥିଲେ। କିନ୍ତୁ ସେମାନେ ଶେଷ ଖେଳାଳିଙ୍କୁ ଆଉଟ୍‌ କରିପାରି ନ ଥିଲେ। ହାମ୍ପସାୟର୍‌ କେବଳ ମ୍ୟାଚ ଡ୍ର କରି ନ ଥିଳା ବରଂ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ମଧ୍ୟ ପାଇଥିଲା। ଏହି ମ୍ୟାଚର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ଚାରି ଦିନିଆ ମ୍ୟାଚର ଶେଷ ଦିନରେ ହାମ୍ପସାୟର୍‌ ୩୯୩ ରନ ସଂଗ୍ରହ କରିଥିଲା। କିନ୍ତୁ ଦଳ ୧୭୭ ରନ ପାଇଁ ୯ ଉଇକେଟ ହରାଇଥିଲା। ଲାଗୁଥିଲା ଯେ ଦଳ ମ୍ୟାଚ ହାରିବ। କିନ୍ତୁ ଦଳକୁ ପରାଜୟରୁ ରକ୍ଷା କରିବା ପାଇଁ କାଇଲ ଆବଟ୍ଟ (୯ ଅପରାଜିତ) ଏବଂ ବ୍ରାଡ ୱିଲ (୦ ଅପରାଜିତ) ଏକ ଭଲ ଭାଗିଦାରୀ କରିଥିଲେ। ଉଭୟ ୪୬ଟି ବଲରେ ଖେଳିଥିଲେ। ଦଳ ଦ୍ୱିତୀୟ ଇନିଂସରେ ୯ ଉଇକେଟ ପାଇଁ ୧୭୭ ରନ ସଂଗ୍ରହ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶରନ-ଡିମୋଲିନରଙ୍କମ ବିଦାୟ

ପ୍ୟାରିସ, ୩୧ା୫ (ପି.ଟି.)- ଭାରତର ଡିଭିଜ ଶରନ ଏବଂ ତାଙ୍କ ବ୍ରାଜିଲିଆନ ପାର୍ଟନର ମାର୍ସିଲୋ ଡେମୋଲିନର ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପ୍ରଥମ...

ସରକାରୀ ହସ୍ତକ୍ଷେପ ଲୋଡ଼ିଲେ ଆର୍ମି ଆଥ୍‌ଲେଟ

ନୂଆଦିଲ୍ଲୀ,୧୦ା୮(ପି.ଟି.): ଏସିଆନ ଗେମ୍ସର ପ୍ରସ୍ତୁତି ପାଇଁ ଅର୍ଥ ବାଧକ ସାଜିଥିବାରୁ କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ଜଣ ଆଥ୍‌ଲେଟ।...

ପୁଣି ଚମକିଲେ ପୃଥ୍ବୀ, ଭାରତ ଏ’ ବିଜୟୀ

ଲିଙ୍କନ(ନ୍ୟୁଜିଲାଣ୍ଡ),୨୨।୧- ଫର୍ମରେ ଥିବା ଯୁବ ଓପନର ପୃଥ୍ବୀ ଶ’ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ ଏ’...

ଦୟାକରି ମୋତେ ଜୀବନରୁ ମାରି ଦେବ ନାହିଁ: କାହିଁକି ସୋଏବଙ୍କୁ ଏମିତି କହିଥିଲେ ଜଣେ ମହାନ୍‌ କ୍ରିକେଟର୍‌

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ଶ୍ରୀଲଙ୍କା ମହାନ ଖେଳାଳି ତାଙ୍କୁ ବାଉନ୍ସର୍‌ ନ ପକାଇବାକୁ ଅନୁରୋଧ...

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୭୧ ରନ୍‌ …

ବର୍ମିଂହାମ୍‌, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍‌ ବର୍ମିଂହାମ୍‌ରେ ଖେଳାଯାଉଛି। ଇଂଲଣ୍ଡ ଦଳର ଅଧିନାୟକ ଜୋସ୍‌ ବଟଲର...

କ୍ରିକେଟ୍‌ ପଡିଆରେ ୧୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଖେଳାଳି

ଲଣ୍ଡନ,୨୦।୯:ଇଂଲଣ୍ଡରେ ଚାଲିଥିବା କାଉଣ୍ଟିଂ ଚାମ୍ପିୟନ୍‌ସିପ୍‌ରେ କେଣ୍ଟ୍‌ ଦଳର ଖେଳାଳି ଡ୍ୟାରେନ୍‌ ଷ୍ଟିଭେନ୍ସ ଇତିହାସ ରଚିଛନ୍ତି। ସେ କ୍ରିକେଟର ୧୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ୟର୍କସାୟାର ବିପକ୍ଷ...

ପାକିସ୍ତାନରେ ଇଂଲଣ୍ଡ ଖେଳାଳି ଅଜଣା ଭୂତାଣୁ ଦ୍ୱାରା ଆକ୍ରାନ୍ତ…

ଇସଲାମାବାଦ,୩୦।୧୧ : ଇଂଲଣ୍ଡ ଦଳ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ ଗୁରୁବାର ଠାରୁ ରାୱଲପିଣ୍ଡିରେ ଆରମ୍ଭ ହେଉଛି। ଏହାପୂର୍ବରୁ...

ଭାରତ-ଇଂଲଣ୍ଡ ମଧ୍ୟ ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍‌ ଜିତିଲା ଇଂଲଣ୍ଡ

ଲଣ୍ଡନ,୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚ ନଟିଂହାମର ଟ୍ରେଣ୍ଟ...

Advertisement
Archives

Model This Week