୧୪୩ ବର୍ଷ ପରେ ପ୍ରଥମ କ୍ରିକେଟର୍ ଭାବେ ଓ୍ବିମ୍ବେଲଡନ ଟାଇଟଲ ଜିତିଲେ ଏହି ଟେନିସ୍ ଖେଳାଳି
ଗୋଟିଏ ବୃତ୍ତି ଛାଡି ଅନ୍ୟ ବୃତ୍ତି ଗ୍ରହଣ କରିବା ଆଜିର ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି, କିନ୍ତୁ ଭାଗ୍ୟରେ ଯାହା ଲେଖା ହୋଇଛି, ସେଥିରେ ହିଁ ସଫଳତା ହାସଲ ହୁଏ। ଅଷ୍ଟ୍ରେଲୀୟ ମହିଳା ଟେନିସ ଖେଳାଳି ଆଶ୍ଲେ ବାର୍ଟିଙ୍କ ସହ ସମାନ…
ଗୋଟିଏ ହାତରେ ଛକା ମାରିଲେ ଏହି ପ୍ରସିଦ୍ଧ କ୍ରିକେଟର୍; ବଲ୍ ପହଞ୍ଚିଲା ଷ୍ଟାଡିୟମ ବାହାରେ: ଦେଖନ୍ତୁ ଭିଡିଓ
ସେଣ୍ଟ ଲୁସିଆ, ୧୧।୭: ୱେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଘରୋଇ ଦଳ ୫୬ରନ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍ରେ ଟସ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ…
ପ୍ରେମିକାଙ୍କୁ ପାଇବା ପାଇଁ ଭାଇକୁ ପଟାଉଛନ୍ତି ଏହି କ୍ରିକେଟର୍
ଭାରତୀୟ କ୍ରିକେଟର୍ କେଏଲ୍ ରାହୁଲ ଏବେ ଦଳ ସହ ଲଣ୍ଡନରେ ଅଛନ୍ତି। ଏବେ କୌଣସି ମ୍ୟାଚ୍ ନ ଥିବାରୁ ସେ ପ୍ରେମିକା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଭାଇ ଆହାନଙ୍କ ସହ ଲଣ୍ଡନରେ ସମୟ ବିତାଉଛନ୍ତି। ଆହାନଙ୍କ ସହ ଇନ୍ଷ୍ଟାଗ୍ରାମରେ ଫଟୋ…
ପିଲାଦିନେ କ୍ରିକେଟ ଖେଳି ଆଙ୍ଗୁଠି ଭାଙ୍ଗି ଫେରୁଥିଲେ ଘରକୁ: ଏବେ ମୋଦିଙ୍କଠାରୁ ସଚିନଙ୍କ ଯାଏ ପ୍ରଶଂସାରେ ଶତମୁଖ
ନୂଆଦିଲ୍ଲୀ,୧୧।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ହରଲିନ ଦେଓଲ ନିଜର ଏକ କ୍ୟାଚ୍କୁ ନେଇ ଚର୍ଚ୍ଚାରେ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି। ସଚିନ ହରଲିନଙ୍କ କ୍ୟାଚ୍କୁ…
ମୋଲେମା ୧୪ତମ ଷ୍ଟେଜ୍ ବିଜେତା
ପ୍ୟାରିସ, ୧୧|୭ : ନେଦରଲାଣ୍ଡ୍ସର ବାଉକେ ମୋଲେମା ଟୁର୍ ଡି’ ଫ୍ରାନ୍ସ ସାଇକେଲ ରେସ୍ର ୧୪ତମ ଷ୍ଟେଜ୍ ବିଜେତା ହୋଇଛନ୍ତି। ଜେନେରାଲ କ୍ଲାସିଫିକେଶନରେ ଫ୍ରାନ୍ସର ଗୁଇଲାମ ମାର୍ଟିନ ୭ ସ୍ଥାନ ଉପରକୁ ଉଠି ଟାଡେଜ ପୋଗାକାରଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।…
ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସର୍ବାଧିକ ମହିଳା ଶୁଟର
ନୂଆଦିଲ୍ଲୀ, ୧୧।୭(ପି.ଟି.): ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ଶୁଟିଂ ଇଭେଣ୍ଟରେ ପ୍ରଥମଥର ପାଇଁ ପୁରୁଷ ପ୍ରତିଯୋଗୀଙ୍କ ଅପେକ୍ଷା ସର୍ବାଧିକ ମହିଳା ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। ମହିଳା ପ୍ରତିଯୋଗୀଙ୍କ ସଂଖ୍ୟା ୨୩୯ ଆଶା କରାଯାଉଥିବାବେଳେ ୨୦୮ ପୁରୁଷ ପ୍ରତିଯୋଗୀ ଭାଗନେବେ। ଶୁଟିଂ ଇଭେଣ୍ଟରେ…
ଓ୍ବିମ୍ବେଲଡନ ପୁରୁଷ ଫାଇନାଲରେ ପ୍ରଥମ ମହିଳା ଚେୟାର ଅମ୍ପାୟର
ଓି୍ବମ୍ବେଲଡନ, ୧୦ା୭ (ଏପି)-୧୮୭୭ରୁ ଖେଳାଯାଇ ଆସୁଥିବା ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲକୁ ପ୍ରଥମଥର ଜଣେ ମହିଳା ଚେୟାର ଅମ୍ପାୟର ମ୍ୟାଚ ପରିଚାଳନା କରିବେ। ସେ ହେଉଛନ୍ତି କ୍ରୋଏସିଆର ୪୩ବର୍ଷୀୟା ମାରିଜା ସିସାକ୍। ରବିବାର ଅଲ୍ ଇଂଲଣ୍ଡ…
ଓ୍ବିମ୍ବେଲଡନ ଟେନିସ: ବାର୍ଟି ନୂଆ ଚାମ୍ପିୟନ
ଲଣ୍ଡନ, ୧୧।୭: ଅଷ୍ଟ୍ରେଲିଆର ଆଶ୍ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ନୂଆ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ବାର୍ଟି ଚେକ୍ ରିପବ୍ଲିକର କାରୋଲିନା ପ୍ଲିସ୍କୋଭାଙ୍କୁ ୬-୩, ୬-୭(୪/୭), ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ବାର୍ଟି ପ୍ରଥମ…
ସଚିନଙ୍କ ଲାଗି ବର୍ଷର ଶ୍ରେଷ୍ଠ କ୍ୟାଚ୍
ନର୍ଥହାମ୍ପଟନ,୧୦।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଭାରତୀୟ ମହିଳା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ହରଲିନ ଦେଓଲଙ୍କ ସୁପରମ୍ୟାନ କ୍ୟାଚ୍ ପ୍ରଶଂସକଙ୍କ ମନ ଜିତି ନେଇଛି। ଏପରି କି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ…
ବ୍ଲ୍ୟୁ ଜର୍ସିରେ ଅନ୍ତିମ ମ୍ୟାଚ୍
ନୂଆଦିଲ୍ଲୀ,୧୦।୭: ଠିକ୍ ଦୁଇ ବର୍ଷ ତଳେ ୨୦୧୯ ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ପରାସ୍ତ ହୋଇ ଆଇସିସି ଦିନିକିଆ ବିଶ୍ୱକପ୍ରୁ ବିଦାୟ ନେଇଥିଲା ଟିମ୍ ଇଣ୍ଡିଆ। ଏହି ମ୍ୟାଚ୍ରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଶେଷ ଥର…
ଘୁଞ୍ଚିଲା ଭାରତ-ଶ୍ରୀଲଙ୍କା ସିରିଜ୍
ନୂଆଦିଲ୍ଲୀ,୧୦।୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍ ୫ ଦିନ ବିଳମ୍ବରେ ଅର୍ଥାତ୍ ୧୮ ତାରିଖରୁ ଆରମ୍ଭ ହେବ। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆସନ୍ତା ୧୩ରୁ ଆରମ୍ଭ…
ସାନିଆ ମିର୍ଜାଙ୍କ ସ୍ବାମୀଙ୍କୁ ‘ସାଇଲେଣ୍ଟ କିଲର୍’ କହିଲେ ଏହି ପାକିସ୍ତାନୀ ଅଲରାଉଣ୍ଡର; ଅଖତରଙ୍କୁ କହିଲେ ‘ଆକ୍ଟର’
ନୂଆଦିଲ୍ଲୀ,୧୦।୭: ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ତଥା କ୍ରିକେଟର ସୋଏବ ମଲିକଙ୍କୁ ‘ସାଇଲେଣ୍ଟ କିଲର୍’ କହିଛନ୍ତି ପାକିସ୍ତାନର ଅଲରାଉଣ୍ଡର ଅଜହର ମହମୁଦ। କେବଳ ଏତିକି ନୁହେଁ ସେ ଶୋଏବ ଅଖ୍ତରଙ୍କୁ ପାକିସ୍ତାନ କ୍ରିକେଟ ଟିମ୍ର ସବୁଠାରୁ ବଡ଼ କଳାକାର ବୋଲି…

