ଖେଳ

ଦୟାକରି ମୋତେ ଜୀବନରୁ ମାରି ଦେବ ନାହିଁ: କାହିଁକି ସୋଏବଙ୍କୁ ଏମିତି କହିଥିଲେ ଜଣେ ମହାନ୍‌ କ୍ରିକେଟର୍‌

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ଶ୍ରୀଲଙ୍କା ମହାନ ଖେଳାଳି ତାଙ୍କୁ ବାଉନ୍ସର୍‌ ନ ପକାଇବାକୁ ଅନୁରୋଧ କରିଥିଲେ। ସେହି ଖେଳାଳି ଜଣଙ୍କ ହେଉଛନ୍ତି, ୮୦୦ ଉଇକେଟ ନେଇଥିବା ମୁଥିୟା ମୁରଲିଥରନ୍‌। ଅଖତର…

୧୨୭ କିଲୋ ଓଜନର କ୍ରିକେଟ୍‌ର ଏକ କ୍ୟାଚ୍‌ ଧରି ରାତାରାତି ପାଲଟିଥିଲେ ସୁପର୍‌ଷ୍ଟାର୍‌

୨୦୦୭ ଦିନିକିଆ ବିଶ୍ୱକପ ଭାରତୀୟ ଦଳ ପାଇଁ ଏକ ଦୁଃସ୍ବପ୍ନଠାରୁ କମ ନୁହେଁ। ଦଳ ପ୍ରଥମ ରାଉଣ୍ଡରୁ ବାହାରେ ଥିଲା। ତେବେ ଏହି ବିଶ୍ୱକପରେ ବରମୁଣ୍ଡାର ଖେଳାଳି ଡ୍ବେନ ଲିଭରଲକ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଭାରତ ବିପକ୍ଷ ମ୍ୟାଚ ତାଙ୍କୁ ରାତାରାତି…

ଭାରତୀୟ ସେଲିଂ ଟିମ୍‌ ଟୋକିଓରେ ପହଞ୍ଚିଲା

ଟୋକିଓ, ୧୪।୭(ପି.ଟି.)- ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ପାଇଁ ଭାରତର ପ୍ରଥମ ପ୍ରତିନିଧି ଦଳ ଭାବେ ସେଲିଂ ଟିମ୍‌ ମଙ୍ଗଳବାର ଟୋକିଓରେ ପହଞ୍ଚିଛି। ଭାରତୀୟ ସେଲିଂ ଦଳରେ ବରୁଣ ଠାକର, ଗଣପତି ଚେଙ୍ଗାପ୍ପା,…

ଇତିହାସ ରଚିଲା ଆୟାରଲାଣ୍ଡ

କେପଟାଉନ୍‌,୧୪।୭: ଆୟାରଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଆଣ୍ଡି ବଲବର୍ନିଙ୍କ ଉଜ୍ଜ୍ୱଳ ଶତକ ଏବଂ ପରେ ବୋଲରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ଆୟାରଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୪୩ ରନ୍‌ରେ ପରାସ୍ତ କରି ଇତିହାସ ସୃଷ୍ଟି…

କୋନାର୍ଡ ଜିତିଲେ ୧୬ତମ ଷ୍ଟେଜ୍‌

ପ୍ୟରିସ୍‌, ୧୪ା୭: ଅଷ୍ଟ୍ରିଆର ୨୯ ବର୍ଷୀୟ ପ୍ୟାଟ୍ରିକ୍‌ କୋନାର୍ଡ (ବୋରା-ହାନ୍ସଗ୍ରୋହେ) ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୧୬ତମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। ଜଣେ ପ୍ରଫେସନାଲ ରାଇଡର ହିସାବରେ ଏହା ହେଉଛି ତାଙ୍କର ପ୍ରଥମ ଷ୍ଟେଜ୍‌ ବିଜୟ। ପାସ୍‌ ଡି’ ଲା…

ଅଲିମ୍ପିକ୍ସ ଭିଲେଜ ଖୋଲିଲା

ଟୋକିଓ, ୧୪ା୭(ଏପି)- ଜରୁରିକାଳୀନ ପରିସ୍ଥିତି ମଧ୍ୟରେ ଅଲିମ୍ପିକ୍ସ ଭିଲେଜ ମଙ୍ଗଳବାର ଖୋଲାଯାଇଛି। ଆଥ୍‌ଲେଟମାନଙ୍କର ଦୈନିକ କୋଭିଡ୍‌ ଟେଷ୍ଟ ହେବ। ଘର ଛାଡ଼ିବା ପୂର୍ବରୁ ଦୁଇଥର ଏବଂ ପୁଣି ପହଞ୍ଚତ୍ବା ପରେ ଆଉଥରେ ସେମାନଙ୍କର ଟେଷ୍ଟ ହେବ। ଭିଲେଜରେ ସେମାନଙ୍କୁ ମାସ୍କ ପରିଧାନ…

ଓ୍ବେଷ୍ଟଇଣ୍ଡିଜର କ୍ରମାଗତ ତୃତୀୟ ବିଜୟ

ଗ୍ରସ୍‌ଆଇଲେଟ୍‌, ୧୪ା୭(ଏପି)-କ୍ରିସ୍‌ ଗେଲ୍‌ଙ୍କ ୩୮ବଲ୍‌ରୁ ୬୭ ରନ ସହାୟତାରେ ଏଠାରେ ସୋମବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ…

ଦୂତୀର ଅର୍ଥ ଚମକ: ମୋଦି

ଭୁବନେଶ୍ୱର, ୧୪।୭(କ୍ରୀଡ଼ା ପ୍ରତିନିଧି)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ଭାରତୀୟ ଆଥ୍‌ଲେଟଙ୍କ ସହ ମଙ୍ଗଳବାର ଭର୍ଚୁଆଲ୍‌ ମୋଡ୍‌ରେ ଭାବର ଆଦାନପ୍ରଦାନ କରିଛନ୍ତି। ଏହି ଅବସରରେ ସେ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦଙ୍କ ସହିତ ମଧ୍ୟ…

ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଜିମ୍ନାଷ୍ଟିକ୍‌ ଜଜ୍‌

ନୂଆଦିଲ୍ଲୀ,୧୪।୭(ପି.ଟି.): ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦୀପକ କାବ୍ରା ପ୍ରଥମ ଭାରତୀୟ ଜିମ୍ନାଷ୍ଟିକ୍‌ ଜଜ୍‌ ଭାବେ ଦାୟିତ୍ୱ ତୁଲାଇବେ। ଜଣେ ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ନ ଥିଲେ ମଧ୍ୟ ଜଜ୍‌ ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଥିବାରୁ ଦୀପକଙ୍କ ସ୍ବପ୍ନ ସାକାର…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ,୧୪।୭: ପୂର୍ବତନ କ୍ରିକେଟର ୟଶ୍‌ପାଲ ଶର୍ମାଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ରିକେଟ ଜଗତ ଓ ସମାଜର ବିଭିନ୍ନ ବର୍ଗରୁ ଜଣାଶୁଣା ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ତାଙ୍କ…

‘କୋହଲି ଶବ୍ଦ ଚୟନ ଉପରେ ଧ୍ୟାନ ରଖନ୍ତୁ, ତାଙ୍କୁ ପିଲାମାନେ ବି ଦେଖୁଛନ୍ତି’

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। କ୍ରିକେଟରେ କୋହଲି ତାଙ୍କ ନାମରେ ଅନେକ ରେକର୍ଡ କରିଛନ୍ତି। ସେ ୨୦୦୮ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। କୋହଲି ଏହି ୧୨ ବର୍ଷରେ ମଧ୍ୟରେ ବିଶ୍ୱ…

ଦକ୍ଷିଣ ଆଫ୍ରିକାର ଗର୍ବକୁ ଭାଙ୍ଗି ଇତିହାସ ରଚିଲା ଆୟର୍ଲାଣ୍ଡ

ଦବଲିନ,୧୩।୭: ବିଶ୍ୱ କ୍ରିକେଟରେ ଫିଲ୍ଡିଂ ପାଇଁ ଜଣାଯାଉଥିବା ଦକ୍ଷିଣ ଆଫ୍ରିକା ମିସ୍‌ ଫିଲ୍ଡିଂ କାରଣରୁ ଦୁର୍ବଳ ଆୟର୍ଲାଣ୍ଡଠାରୁ ପରାଜିତ ହୋଇଛି। ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଘରୋଇ ଦଳକୁ ୪୩ ରନ୍‌ରେ ହରାଇ ଇତିହାସ ରଚିଛି ଆୟର୍ଲାଣ୍ଡ। ଦକ୍ଷିଣ ଆଫ୍ରିକା ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?