ଅଲିମ୍ପିକ୍ସରେ ଆଥ୍ଲେଟ ନିଜେ ପିନ୍ଧିବେ ମେଡାଲ
ଟୋକିଓ, ୧୫।୭- କୋଭିଡ୍-୧୯ ପାଇଁ ଏଥର ଟୋକିଓ ଅଲିମ୍ପିକ୍ସରେ ଆଉ ଏକ ପରମ୍ପରା ଭାଙ୍ଗିବାକୁ ଯାଉଛି। ବିଭିନ୍ନ ଇଭେଣ୍ଟରେ କୃତିତ୍ୱ ହାସଲ କରିଥିବା ଆଥ୍ଲେଟମାନଙ୍କୁ ଅଲିମ୍ପିକ ମେଡାଲ ସେରିମନିରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ପଦକ ପିନ୍ଧାଇବାର ପରମ୍ପରା ରହିଆସିଛି। ଏହା ମଧ୍ୟ…
ଇଂଲଣ୍ଡ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି କରୋନା ପଜିଟିଭ୍…
କୋଲକାତା,୧୫।୭: ଇଂଲଣ୍ଡ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ଖେଳାଳିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସମ୍ପୃକ୍ତ ଖେଳାଳିଙ୍କୁ ଆଇସୋଲେଶନରେ ରଖାଯାଇଛି। ତେବେ ସେମାନେ ଯେଉଁ ଖେଳାଳିମାନଙ୍କ ସହିତ ମିଳାମିଶା କରିଛନ୍ତି ସେମାନଙ୍କ…
ଅଲିମ୍ପିକ ପଦକ ଓ ଏହାର ବିବର୍ତ୍ତନ
ନୂଆଦିଲ୍ଲୀ,୧୫।୭(ପି.ଟି.): ବିଶ୍ୱର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ ଭଳି ସମୟକ୍ରମେ ଏହାର ପଦକର ବିବର୍ତ୍ତନ ତଥା ସାମଗ୍ରିକ ବିକାଶ ହୋଇଛି। ଅଲିଭ ପତ୍ରର ହାରଠାରୁ ଆରମ୍ଭ କରି ପଦକ ଏବେ ବିଭିନ୍ନ ଧାତୁରେ ତିଆରି ହେବା ସହ ବେଶ୍ ଆକର୍ଷଣୀୟ ହୋଇଛି।…
ଏଥର ମଧ୍ୟ ପାକିସ୍ତାନ ସହ ଖେଳିବ ନାହିଁ ଭାରତ
ଦୁବାଇ, ୧୪।୭- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ କୌଣସି ଟେଷ୍ଟ ମ୍ୟାଚ୍ ଖେଳାଯିବ ନାହିଁ। ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜରୁ ଭାରତର ଡବ୍ଲ୍ୟୁଟିସି ଅଭିଯାନ ଆରମ୍ଭ ହେବ। ନିୟମ ଅନୁସାରେ ୯ ଟେଷ୍ଟ ପ୍ଲେଇଂ…
ଡବ୍ଲ୍ୟୁଟିସି ପାଇଁ ଆଇସିସିର ନୂଆ ପଏଣ୍ଟ ବ୍ୟବସ୍ଥା
ଦୁବାଇ, ୧୪।୭- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛି। ଏଥର ବିଜେତା ଦଳକୁ ୧୨, ଡ୍ର ପାଇଁ ୪ ଏବଂ ମ୍ୟାଚ ଟାଇ ରହିଲେ…
ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଚେତାବନୀ
ଲଣ୍ଡନ,୧୪।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଫୁଲ ଫର୍ମକୁ ଫେରିଛନ୍ତି ବରିଷ୍ଠ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସରେ ବିପକ୍ଷ ଇଂଲିଶ କାଉଣ୍ଟି ମ୍ୟାଚ୍ରେ ସମରସେଟ୍ ପାଇଁ ଖେଳିଥିବା ଅଶ୍ୱିନ ଦ୍ୱିତୀୟ ଇନିଂସରେ ମାତ୍ର ୨୭…
ଓ୍ବାସିମ ଜାଫରଙ୍କୁ ଓଡ଼ିଶା ଦଳର ଗୁରୁ ଦାୟିତ୍ୱ
ଭୁବନେଶ୍ୱର,୧୪।୭: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ୱାସିମ ଜାଫରଙ୍କୁ ଓଡ଼ିଶା ସିନିୟର୍ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ବୁଧବାର ସୂଚନା ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)। ଗତ ୩ ବର୍ଷ ହେଲା ରଶ୍ମିରଞ୍ଜନ ପରିଡ଼ା…
ଇଂଲଣ୍ଡକୁ ମିଳିଲା ନୂଆ ହିରୋ
ବର୍ମିଂହାମ,୧୪।୭: ସାମ୍ନାରେ ଥାଏ ୩୩୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟ। ତା’ ସାଙ୍ଗକୁ ହାସନ ଅଲି, ହାରିସ ରଫ ଓ ଶାହିନ ଆଫ୍ରିଦୀଙ୍କ ଭଳି ଘାତକ ପେସର। ଆଉ କ୍ରମାଗତ ଉଇକେଟ ପତନ ଯୋଗୁ ବିଜୟ ଲକ୍ଷ୍ୟ ହାସଲ କରିବା ଇଂଲଣ୍ଡ…
ଆଇସିସି ଚାହୁଁନି ଏପରି; ଗେଲ୍ ବ୍ୟାଟ୍ରେ ଲେଖିଲେ ‘ଦ ବସ୍’
ଗ୍ରସଆଇଲେଟ୍,୧୪।୭: ଓ୍ବେଷ୍ଟଇଣ୍ଡିଜ୍ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ତଥା ‘ୟୁନିଭର୍ସ ବସ୍’ ନାମରେ ଜଣାଶୁଣା କ୍ରିସ୍ ଗେଲ୍ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ରେ ଧୁଆଁଧାର ବ୍ୟାଟିଂ କରିଥିଲେ। ସେ ୩୮ ବଲ୍ରେ ୪ ଚୌକା ଓ ୭ ଛକା ମାରି ୬୭ ରନ୍ କରିଥିଲେ।…
ପୁରୁଣା ବନ୍ଧୁଙ୍କ ସହ ଲଞ୍ଚ, ଭାଇରାଲ ହେଉଛି ଧୋନୀଙ୍କ ନୂଆ ଲୁକ୍ର ଫଟୋ
ରାଞ୍ଚି,୧୪।୭: କ୍ରିକେଟରୁ ଅବସର ନେବା ପରେ ରାଞ୍ଚିରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ହେଲେ ସାର୍ବଜନିକ ସ୍ଥାନକୁ ଯିବାକୁ ପସନ୍ଦ କରୁ ନ ଥିବାରୁ ପ୍ରଶଂସକଙ୍କୁ ତାଙ୍କର ସାମାନ୍ୟ ଝଲକ ପାଇବାକୁ…
ସମସ୍ତେ ଫୁଟବଲ୍ ଦେଖିବାରେ ବ୍ୟସ୍ତ, ତେଣେ କୋହଲି ପାକିସ୍ତାନ ପାଇଁ ଖେଳୁଛନ୍ତି; ଜାଣନ୍ତୁ କାହିଁକି ହେଉଛି ଏଭଳି ଚର୍ଚ୍ଚା…
ନୂଆଦିଲ୍ଲୀ,୧୪।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ପରାଜିତ ହୋଇଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନର ପରାଜୟର ହ୍ୟାଟ୍ରିକ୍ ବିଷୟରେ ଆଲୋଚନା ହେଉଥିବା ବେଳେ ଭିନ୍ନ କାରଣକୁ ନେଇ ଦଳର ଜଣେ ଖେଳାଳି ଚର୍ଚ୍ଚାରେ। କାରଣଟି…
ଏମିତି କଥା କହିଲେ ଭାରତୀୟ କ୍ରିକେଟର୍: ପାକିସ୍ତାନ ପ୍ରଶଂସକ କଲେ ସଲାମ
ଲଣ୍ଡନ,୧୪।୭: ଭାରତୀୟ ଦଳରୁ ବାଦ୍ ପଡିଥିବା ଦୀନେଶ କାର୍ତ୍ତିକ ଆଜିକାଲି ଇଂଲଣ୍ଡରେ କମେଣ୍ଟ୍ରି କରୁଛନ୍ତି। ବିଶ୍ୱ ଟେଷ୍ଟ ସିରିଜର ଫାଇନାଲରେ କମେଣ୍ଟ୍ରି ପାଇଁ ଦୀନେଶ କାର୍ତ୍ତିକ ଇଂଲଣ୍ଡ ଯାଇଥିଲେ, କିନ୍ତୁ ଏହା ପରେ ସେ ଇଂଲଣ୍ଡ-ଶ୍ରୀଲଙ୍କା ଏବଂ ଏବେ ଇଂଲଣ୍ଡ-ପାକିସ୍ଥାନ (ଇଂଲଣ୍ଡ…

