Posted inଖେଳ

ବାପା ହେଲେ ଏହି କ୍ରିକେଟର୍‌

ଲଣ୍ଡନ,୬।୯: ଇଂଲଣ୍ଡ କ୍ରିକେଟ୍‌ ଦଳର ଉଇକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍‌ ଜୋଶ୍‌ ବଟଲର୍‌ ଦ୍ୱିତୀୟଥର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଲୁଇସ୍‌ ଓ୍ବେବର ସେପ୍ଟେମ୍ବର ୫ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବଟଲର ଖେଳୁଥିବା ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସ ଟୁଇଟ୍‌ ଯୋଗେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ବଟଲରଙ୍କ ଝିଅ ନାମ ମ୍ୟାଗି ରହିଛି। ୨୦୧୯ରେ ସେ ପ୍ରଥମଥର ପିତା ହୋଇଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ବଟଲର ଏବଂ ତାଙ୍କ ସ୍ତ୍ରୀ, ଦୁଇ କନ୍ୟାଙ୍କ ଫଟୋ ଶେୟାର କରାଯାଇଛି।
ସୂଚନାଯୋଗ୍ୟ, ବଟଲର ଝିଅ ଜନ୍ମ ପୂର୍ବରୁ କିଛିଦିନ କ୍ରିକେଟ୍‌ରୁ ବ୍ରେକ ନେଇଛନ୍ତି। ଏହି କାରଣରୁ ସେ ଭାରତ ଏବଂ ିଂଲଣ୍ଡ ଟେଷ୍ଟ ସିରିଜ୍‌ରୁ ମଧ୍ୟ ବାଦ୍‌ ପଡିଛନ୍ତି। ସେ ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ନଜର ଆସିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ୍‌ ଓପନ୍‌: ଡବଲ୍ସ ଟାଇଟଲ ବଜାୟ ରଖିଲେ ବାବୋସ- ମ୍ଲାଡେନୋଭିକ୍‌

ପ୍ୟାରିସ୍‌,୧୨।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ଡବଲ୍ସ ଇଭେଣ୍ଟରେ ଟିମିଆ ବାବୋସ୍‌ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ ଟାଇଟଲ ବଜାୟ ରଖିଛନ୍ତି। ଦ୍ୱିତୀୟ ସିଡ୍‌ ମାନ୍ୟତା ପାଇଥିବା ଏହି...

ଦୁଃଖିତ, ହେଲେ କାନ୍ଦିବାକୁ ସମୟ ନାହଁ

ଟୋକିଓ,୩।୮: ଅଲିମ୍ପିକ୍ସ ହକି ସେମିଫାଇନାଲରେ ବେଲଜିୟମଠାରୁ ୫-୨ ଗୋଲରେ ହାରିବା ପରେ ଟିମ୍‌ ଇଣ୍ଡିଆର ସ୍ବର୍ଣ୍ଣ ପଦକ ହାତେଇବା ସ୍ବପ୍ନ ଭାଙ୍ଗିଯାଇଛି। କିନ୍ତୁ ୮ ଥରର...

ସମୁଦ୍ରକୂଳରେ ଜବରଦସ୍ତ ଡ୍ୟାନ୍ସ କରି ଚର୍ଚ୍ଚାରେ ଏହି କ୍ରିକେଟର୍‌ଙ୍କ ପ୍ରେମିକା

କରୋନା ଯୋଗୁ ଚଳିତ ବର୍ଷ ୟୁଏଇରେ ଆଇପିଏଲ ୨୦୨୦ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ପାଇଁ ଅଧିକାଂଶ ଖେଳାଳି ସେମାନଙ୍କ ପରିବାରକୁ ସାଙ୍ଗରେ ନେଇ ନାହାନ୍ତି। ତଥାପି,...

ଆଇପିଏଲ୍‌ର ବାକି ମ୍ୟାଚ୍‌ ୟୁକେରେ ଆୟୋଜନ ହେବା ଉଚିତ: ପିଟରସନ

ଲଣ୍ଡନ,୯।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବାକି ମ୍ୟାଚ୍‌ ୟୁନାଇଟେଡ କିଙ୍ଗ୍‌ଡମ (ୟୁକେ)ରେ ଆୟୋଜନ ହେବା ଉଚିତ ବୋଲି ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ୍‌ ପିଟରସନ...

କିଟ୍‌ରେ ସିକ୍କିମ ତା’ର ସବୁ ଘରୋଇ କ୍ରିକେଟ ମ୍ୟାଚ୍‌ ଖେଳିବ

ଭୁବନେଶ୍ୱର,୨୮।୭(ସ୍ପୋଟର୍‌ସ ବ୍ୟୁରୋ)- କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ଓ ସିକ୍କିମ କ୍ରିକେଟ ଆସୋସିଏଶନ (ଏସ୍‌ଆଇସିଏ) ମଧ୍ୟରେ ଏକ ବୁଝାମଣା ପତ୍ର ବା ଏମ୍‌ଓୟୁ...

ବାର୍ଟି ନମ୍ବର ଓ୍ବାନ

ବର୍ମିଂହାମ୍‌, ୨୪ା୬ (ଏଏଫ୍‌ପି)- ରବିବାର ଫାଇନାଲରେ ଜୁଲିଆ ଜର୍ଜେସଙ୍କୁ ୬-୩, ୭-୫ ସେଟ୍‌ରେ ପରାସ୍ତ କରି ଆଶଲେ ବାର୍ଟି ବର୍ମିଂହାମ୍‌ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି।...

ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଏହି କ୍ରିକେଟର୍‌

ଗଲ,୧୪।୧: ଶ୍ରୀଲଙ୍କା ଏବଂ ଇଂଲଣ୍ଡର ମଧ୍ୟରେ ଗଲ୍‌ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଆଜିଠୁ ଆରମ୍ଭ ହୋଇଛି। କରୋନା ମହାମାରୀ ଭିତରେ ୧୦ ପରେ ଶ୍ରୀଲଙ୍କା...

ଟି-୨୦ରେ ଟପ୍‌-୫ରେ ଏଣ୍ଟ୍ରି କଲେ କିଙ୍ଗ୍‌ କୋହଲି

ନୂଆଦିଲ୍ଲୀ,୧୭।୩: ଆଇସିସି ବୁଧବାର ଏକଦିସବୀୟ ଏବଂ ଟି -୨୦ ମାନ୍ୟତା ପ୍ରକାଶ କରିଛି। ଖେଳର ଛୋଟର ଫର୍ମାଟରେ ବିରାଟ କୋହଲି ଟପ-୫ରେ ପ୍ରବେଶ କରିଛନ୍ତି। ଇଂଲଣ୍ଡ...

Advertisement
Ten Cric Info


Archives

Model This Week