ଖେଳ

ସ୍ପିନରଙ୍କ ଆଗରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ ଧରାଶାୟୀ

କଲମ୍ବୋ,୨୮।୭: ଘରୋଇ ଶ୍ରୀଲଙ୍କା ସ୍ପିନରଙ୍କ ଆଗରେ ଧରାଶାୟୀ ହୋଇଛି ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍‌। ସ୍ପିନରଙ୍କୁ ସୁହାଉଥିବା ପିଚ୍‌ରେ ଶ୍ରୀଲଙ୍କା ଆଗରେ ୧୩୩ ରନ୍‌ର ସାଧାରଣ ଟାର୍ଗେଟ ଛିଡ଼ା କରିଛି ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ…

ଏକାଥରେ ପଦାର୍ପଣ କରିବେ ୪ ଖେଳାଳି

କଲମ୍ବୋ,୨୮।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ। ଘରୋଇ ଦଳର ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ୪ ଖେଳାଳି ପଦାର୍ପଣ କରିବାକୁ…

ଅତ୍ୟଧିକ ଗରମ କାରଣରୁ ବଦଳିଲା ଅଲିମ୍ପିକ୍ସ ଟାଇମିଂ

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସର ଟେନିସ ଇଭେଣ୍ଟ ଗୁରୁବାରଠାରୁ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଅତ୍ୟଧିକ ଖରା ଓ ଗୁଳୁଗୁଳି ଯୋଗୁ ଇଭେଣ୍ଟର ଟାଇମିଂରେ ପରିବର୍ତ୍ତନ କରିବାକୁ କିଛି ଖେଳାଳି ନିବେଦନ କରିଥିଲେ। ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଟେନିସ ଫେଡେରେଶନ…

ଖସିଲା ରୋହିତଙ୍କ ମାନ୍ୟତା

ଦୁବାଇ,୨୮।୭: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ପରେ ଆଇସିସି ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଓ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆଇସିସି ଟି୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୫ମ ଓ ୬ଷ୍ଠ…

ନେଟ୍‌ ବୋଲରଙ୍କୁ ଟିମ୍‌ ଇଣ୍ଡିଆରେ ମିଳିପାରେ ସୁଯୋଗ

କଲମ୍ବୋ,୨୮।୭: ଭାରତୀୟ ଦଳର ଖେଳାଳି କୋଭିଡ୍‌-୧୯ ଭାଇରସରେ ସଂକ୍ରମିତ ହେବା ପରେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌ ବାତିଲ ହେବ ନାହିଁ। ସିରିଜ୍‌ର ବଳକା ଦୁଇଟି ମ୍ୟାଚ୍‌ ପାଇଁ ନେଟ୍‌ ବୋଲରଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି…

ମ୍ୟାଚ୍‌ ପୂର୍ବରୁ ମହିଳା ଖେଳାଳିଙ୍କୁ ଶକ୍ତ ଚାପୁଡ଼ା ମାରିଲେ କୋଚ୍‌, ଜାଣନ୍ତୁ କାହିଁକି

ଜର୍ମାନୀର ମହିଳା ଜୁଡୋ ଖେଳାଳି ହଠାତ୍‌ ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଫାଇଟ୍‌ ପୂର୍ବରୁ ମାର୍ଟେନା ଟ୍ରାଜଦୋସଙ୍କ ଏକ ଫଟୋ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ କୋଚ୍‌ ତାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ମାରୁଥିବା ଦେଖିବାକୁ…

ଇଞ୍ଜିନିୟରରୁ କ୍ରିକେଟର ହୋଇଥିବା ଏହି ନୂଆ ସ୍ପିନରଙ୍କ ପ୍ରଶଂସାରେ ଶତମୁଖ ହେଲେ ଲକ୍ଷ୍ମଣ: କହିଲେ ତାଙ୍କ ପାଖରେ ରହିଛି ‘ଏକ୍ସ-ଫ୍ୟାକ୍ଟର’

ନୂଆଦିଲ୍ଲୀ,୨୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। ରବିବାର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ଭାରତ ୩୮ ରନ୍‌ରେ ବିଜୟୀ ହୋଇଥିଲା। ମ୍ୟାଚ୍‌ରେ ଦୁଇ ଖେଳାଳି ପୃଥ୍ବୀ ଶ’ ଏବଂ ବରୁଣ ଚକ୍ରବର୍ତ୍ତୀ ଭାରତ ପାଇଁ…

ପୂଜା ରାଣୀ, ଦୀପିକା କୁମାରୀ ପଦକ ଆଶା ବଢାଇଲେ

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ଆଜି ଷଷ୍ଠ ଦିନ। ବୁଧବାର ବକ୍ସର ପୂଜା ରାଣୀ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଅନ୍ତିମ ୧୬ ମୁକାବିଲାରେ ସେ ଆଲଜେରିଆର ଇକରାକ ଚ୍ୟାକ୍‌ ୫-୦ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ପଦକ ସୁନିଶ୍ଚିତ…

ବିରାଟ-ରୋହିତଙ୍କ ପରେ କେବଳ ଏହି କ୍ରିକେଟର ହେଉଛନ୍ତି ‘କମ୍ପ୍ଲିଟ୍‌ ବ୍ୟାଟ୍ସମ୍ୟାନ୍‌’: ହରଭଜନ

ନୂଆଦିଲ୍ଲୀ,୨୮।୭: ଶ୍ରୀଲଙ୍କା ଗସ୍ତରେ ଅନେକ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହିପରି ଖେଳାଳି ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ନିଜର ଏକଦିବସୀୟ ସିରିଜରେ ସୂର୍ଯ୍ୟକୁମାର ୩ ମ୍ୟାଚ୍‌ ଖେଳି ୧୨୪ ରନ୍‌ ସ୍କୋର କରିଥିଲେ। ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’…

ଭାରତୀୟ ଦଳକୁ ଚେତାବନୀ ଦେଲେ ଏହି ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ,୨୮।୭: ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ କାର୍ଯ୍ୟ ଏବଂ ଫର୍ମ ବିଷୟରେ ଅନେକ ସମୟରେ ଆଲୋଚନା ହୋଇଥାଏ। ଅନେକ ପୂର୍ବତନ ଭେଟେରାନ ଖେଳାଳିମାନେ ବିଶ୍ୱାସ କରନ୍ତି ଯେ ବୁମ୍‌ରା ଯେଉଁ ପ୍ରକାରର ବୋଲିଂ କରନ୍ତି, ତାଙ୍କୁ ଆହତ କରିବାର ସମ୍ଭାବନା…

ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ

ନୂଆଦିଲ୍ଲୀ,୨୮।୭: ଭାରତର ପୂର୍ବତନ ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ନନ୍ଦୁ ନାଟେକର ଭାରତର ପ୍ରଥମ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ, ଅନ୍ତର୍ଜତୀୟ ସ୍ତରରେ ପଦକ ହାସଲ କjରିଥିଲେ। ୧୯୫୬ରେ ସେ ଏହି…

ଭାରତୀୟ ଦଳ ପାଇଁ ଆସିଲା ଖୁସି ଖବର

କଲମ୍ବୋ,୨୮।୭: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦଳର ୮ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?