ଖେଳ

ସଇନିଙ୍କ ଯୋଗୁ ଭାରତୀୟ ଟିମ୍‌ରେ ନୂଆ ସମସ୍ୟା! ବାଧ୍ୟ ହୋଇ ନେଟ୍‌ ବୋଲର୍‌ଙ୍କୁ…

କଲମ୍ବୋ,୨୯।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପରାଜିତ ହୋଇଛି ଭାରତ। ଭାରତୀୟ ଦଳ ଏହି ମ୍ୟାଚ୍‌କୁ ଶେଷ ପର୍ଯ୍ୟନ୍ତ ନେବାରେ ସଫଳ ହୋଇଥିଲେ ହେଁ ହାର୍‌କୁ ଏଡାଇ ପାରି ନ ଥିଲା। ତେବେ କୋଭିଡ ସଂକ୍ରମିତ ହେବାର ଗୋଟିଏ ମାମଲା ଏହିଭଳି…

ଚୟନକର୍ତ୍ତା ଖେଳାଳିଙ୍କୁ କେବଳ ଛୁଟି କାଟିବା ପାଇଁ ଚୟନ କରି ନ ଥାନ୍ତି, କାହିଁକି ଏମିତି କହିଲେ ଦ୍ରାଭିଡ

କଲମ୍ବୋ,୨୯।୭: ଆଜିକାଲି ଯୁବ ଖେଳାଳିଙ୍କ ସହ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଅଛି। ଦ୍ୱିତୀୟ ଟି -୨୦ ମ୍ୟାଚ୍‌ ପୂର୍ବରୁ କ୍ରୁନାଲ ପାଣ୍ଡ୍ୟାଙ୍କୁ ପଜିଟିଭ ମିଳିବା ପରେ ଏବଂ ୮ ଖେଳାଳି ଏବେ ହୋମ ଆଇସୋଲେସନରେ ଅଛନ୍ତି। ଫଲରେ ଦ୍ୱିତୀୟ ଟି…

ତୀରନ୍ଦାଜୀ: ପଦକ ଆଶା ଉଜ୍ଜୀବିତ ରଖିଲେ ଦୀପିକା

ଟୋକିଓ, ୨୯ା୭ (ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ଦୀପିକା କୁମାରୀ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବୁଧବାର ମହିଳା ବ୍ୟକ୍ତିଗତ ବିଭାଗରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଜେନିଫର ମୁସିନୋ ଫର୍ନାଣ୍ଡିଜଙ୍କୁ ୬-୪ରେ ପରାସ୍ତ କରି…

ସିନ୍ଧୁ ପ୍ରି-କ୍ୱାର୍ଟରରେ

ଟୋକିଓ, ୨୯।୭ (ପି.ଟି.)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିବାବେଳେ ପୁରୁଷ ବିଭାଗରେ ବି. ସାଇ ପ୍ରଣୀଥ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ରିଓରେ ଗତ ସଂସ୍କରଣରେ ଏକ ରୌପ୍ୟ ଜିତିଥିବା…

ଫିଜି ପୁଣି ଜିତିଲା ରଗ୍‌ବୀ ଟାଇଟଲ

ଟୋକିଓ, ୨୯ା୭ (ଏପି)-ଅଲିମ୍ପିକ୍ସରେ ଫିଜି ପୁଣି ଥରେ ରଗ୍‌ବୀ ସେଭେନ୍ସ ଟାଇଟଲ ହାସଲ କରିଛି। ବୁଧବାର ଜେରି ତୁଓ୍ବାଇଙ୍କ ନେତୃତ୍ୱାଧୀନ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ୨୭-୧୨ରେ ବିଜୟ ହାସଲ କରିଛି। ଫଳରେ କୋଭିଡ୍‌ ସମୟରେ ପ୍ରଶାନ୍ତ ମହାସାଗରରେ ଅବସ୍ଥିିତ ଏହି…

ନିଜ ପ୍ରତିଶ୍ରୁତି ପାଳନ କଲେ ଦ୍ରାଭିଡ

କଲମ୍ବୋ,୨୯।୭:ଭାରତର ପୂର୍ବତନ କିମ୍ବଦନ୍ତୀ ରାହୁଲ ଦ୍ରାଭିଡଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଦଳର ମୁଖ୍ୟ କୋଚଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ସିରିଜ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ଦ୍ରାଭିଡ କହିଥିଲେ ଯେ, ସମସ୍ତ ଖେଳାଳି ଏହି ଗସ୍ତରେ ସୁଯୋଗ ପାଇବେ ଏବଂ ଲାଗୁଛି…

ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନରେ ଚମକିଲା ଭାରତ: ପଦକ ଆଶା ବଢିଲା

ଟୋକିଓ,୨୯।୭: ଆଜି ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନ। ଗୁରୁବାର ସକାଳୁ ପିଭି ସିନ୍ଧୁ ଭାରତ ପାଇଁ ଏକ ବିଜୟରୁ ଆରମ୍ଭ କରିଥିଲେ। ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ଇଭେଣ୍ଟର ଶେଷ ୧୬ ମ୍ୟାଚରେ ସେ ଡେନମାର୍କର ମିଆଙ୍କୁ ପରାସ୍ତ କରି ଶେଷ ଆଠରେ…

ବକ୍ସିଂ: ପୂଜାରାଣୀ କ୍ୱାର୍ଟରଫାଇନାଲରେ

ଟୋକିଓ, ୨୯ା୭ (ପି.ଟି.)-ଦୁଇଥର ଏସିଆନ ଚାମ୍ପିୟନ ମହିଳା ବକ୍ସର ପୂଜା ରାଣୀ (୭୫ କେଜି) ତାଙ୍କ ଓପନିଂ ବାଉଟ୍‌ରେ ଆଲଜେରିଆର ଇଚ୍ରାକ୍‌ ଚାଇବାଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସରେ ପ୍ରଥମ ଥର ଭାଗ ନେଇଥିବା ଏହି ୩୦ ବର୍ଷୀୟା…

ଜାପାନରେ ଘୂର୍ଣ୍ଣିଝଡ଼, ବର୍ଷା: ବର୍ତ୍ତିଗଲା ଅଲିମ୍ପିକ୍ସ

ରିଫୁ(ଜାପାନ), ୨୯।୭- ବୁଧବାର ଉତ୍ତର ଜାପାନରେ ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ହୋଇଛି। ତେବେ ଟୋକିଓ ଅଞ୍ଚଳକୁ ଆସିବା ପୂର୍ବରୁ ଏହି ଝଡ଼ ବାଟ ଭାଙ୍ଗି ଦୂରକୁ ଚାଲିଯାଇଛି। ଫଳରେ ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ ପ୍ରଭାବିତ ହୋଇନାହିଁ। ଘଣ୍ଟା…

ଅଲିମ୍ପିକ୍ସ ହକି: ଭାରତୀୟ ମହିଳାଙ୍କ ହ୍ୟାଟ୍ରିକ ପରାଜୟ

ଟୋକିଓ,୨୯।୭(ପି.ଟି.): ଅଲିମ୍ପିକ୍ସ ହକିରେ ଭାରତୀୟ ମହିଳା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ବୁଧବାର ସକାଳେ ଖେଳାଯାଇଥିବା ପୁଲ୍‌ -ଏ ମ୍ୟାଚ୍‌ରେ ଭାରତ ୧-୪ ଗୋଲରେ ଗ୍ରେଟ୍‌ ବ୍ରିଟେନଠାରୁ ପରାସ୍ତ ହୋଇଛି। ଏଥିସହ ଭାରତ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି।…

ଦୀପ୍ତିଙ୍କ ସ୍ବପ୍ନ ପୂରଣ କରିବେ ସଚିନ ତେନ୍ଦୁଲକର

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଜଣେ ଯୁବତୀଙ୍କ ସ୍ବପ୍ନ ପୂରଣ କରିବାକୁ ଆଗେଇ ଆସିଛନ୍ତି। ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ରତ୍ନାଗିରିର ୧୯ ବର୍ଷ ବୟସ୍କା ଦୀପ୍ତି ବିଶ୍ୱସ୍ବରାୟଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସଚିନ ସାହାଯ୍ୟର ହାତ ବଢାଇଛନ୍ତି। ଯଦି…

ବରାବର ସ୍ଥିତିରେ ଟି୨୦ ସିରିଜ୍‌

କଲମ୍ବୋ ,୨୮।୭: ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ୪ ଉଇକେଟରେ ଜିତି ନେଇଛି ଶ୍ରୀଲଙ୍କା। ମ୍ୟାଚ୍‌ର ଏଭଳି ଫଳାଫଳ ଯୋଗୁ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଏବେ ୧-୧ର ବରାବର ସ୍ଥିତିକୁ ଆସିଛି। ଟର୍ନିଂ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?