Advertisement
Posted inଖେଳ

ନଟରାଜନଙ୍କ ସ୍ଥାନରେ ନୂଆ ପେସର

ଆବୁଧାବି,୨୪।୯: ଜମ୍ମୁ-କଶ୍ମୀରର ଡାହାଣହାତୀ ପେସର ଉମରାନ ମଲିକ ସନରାଇଜର୍ସ ହାଇଦ୍ରାବଦ୍‌ ଦଳରେ ସ୍ଥାନ ପାଇଛନ୍ତି। ଟି ନଟରାଜନଙ୍କ ବଦଳ ଖେଳାଳି ଭାବେ ଉମରାନଙ୍କ ସହ ଚୁକ୍ତି କରିଛି ସନରାଇଜର୍ସ। ତେବେ ନଟରାଜନ ସୁସ୍ଥ ହୋଇ ଦଳରେ ଯୋଗ ନ ଦେଲା ପର୍ଯ୍ୟନ୍ତ ମଲିକ ହାଇଦ୍ରାବାଦ ଦଳର ଅଂଶ ହୋଇ ରହିବେ ବୋଲି ଆଇପିଏଲ ପକ୍ଷରୁ ବିବୃତି ଜାରି କରାଯାଇଛି।

ଭାରତ ପାଇଁ ପ୍ରତ୍ୟେକ ଫର୍ମାଟରେ ଖେଳିସାରିଥିବା ନଟରାଜନ କୋଭିଡ୍‌-୧୯ରେ ସଂକ୍ରମିତ ଚିହ୍ନଟ ହେବା ପରେ ବିଜୟ ଶଙ୍କର ସମେତ ଫ୍ରାଞ୍ଚାଇଜର ୬ ଜଣ ସଦସ୍ୟଙ୍କୁ ଆଇସୋଲେଶନରେ ରଖାଯାଇଛି। ମଲିକ ଏପର୍ଯ୍ୟନ୍ତ ଗୋଟିଏ ଟି୨୦ ଓ ଲିଷ୍ଟ ଏ ମ୍ୟାଚ୍‌ ଖେଳିଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ସେ ଖେଳିଥିବା ଏକମାତ୍ର ଟି୨୦ରେ ୩ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସରେ ସବୁଠୁ ବଡ଼ ଦଳ ଚାଇନା

ବେଜିଂ,୧୫।୭: ଟୋକିଓ ଅଲିମ୍ପିକ୍ସକୁ ଚାଇନା ସର୍ବବୃହତ୍‌ ଦଳ ପଠାଇବ। ୪୩୧ଜଣ ଆଥ୍‌ଲେଟଙ୍କୁ ନେଇ ଗଠିତ ଏହି ଦଳକୁ ମିଳିଛି ଅଲିମ୍ପିକ୍ସର ସବୁଠାରୁ ବଡ଼ ଦଳର ମାନ୍ୟତା।...

ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜ ଦଳକୁ ବ୍ରୋଞ୍ଜ

ଆଣ୍ଟାଲ୍ୟା(ତୁର୍କୀ),୨୫।୫(ପିଟି)- ଏଠାରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍‌ ୩ୟ ରାଉଣ୍ଡରେ ଭାରତୀୟ କମ୍ପାଉଣ୍ଡ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ରଜତ ଚୌହ୍ବାନ, ଅଭିଷେକ ବର୍ମା ଓ...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ ସହ ଚୁକ୍ତି ବୃଦ୍ଧି କଲେ ଏରିକ୍‌ ପାର୍ଟାଲୁ

ବେଙ୍ଗାଲୁରୁ,୩୦। ୩ (ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌ ) କ୍ଲବ ବେଙ୍ଗାଲୁରୁ ଏଫ୍‌ସି ସହିତ ଅଷ୍ଟ୍ରେଲିଆ ମିଡ୍‌ଫିଲ୍ଡର ଏରିକ୍‌ ପାର୍ଟାଲୁ ଚୁକ୍ତି ବଢାଇଛନ୍ତି।...

ଶରଣାର୍ଥୀ ଦଳ ମୁଖ୍ୟ କରୋନା ପଜିଟିଭ

ଟୋକିଓ,୧୯।୭: ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଶରଣାର୍ଥୀ ଦଳ ମୁଖ୍ୟ ପୂର୍ବତନ ଡିଷ୍ଟାନ୍ସ ରନର ଟେଗ୍‌ଲା ଲୋରୋପ କରୋନା ପଜିଟିଭ ବୋଲି ଜଣାପଡିଛି। କୋଭିଡ୍‌-୧୯ ଟେଷ୍ଟରେ...

୧୨୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ ଏହି ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି; ଜଣକା ଆୟ…

ନୂଆଦିଲ୍ଲୀ,୨।୧୨: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଘରକୁ ଖୁବଶୀଘ୍ର ଆସିବ ନୂଆ ଅତିଥି। ସ୍ତ୍ରୀ ଅନୁଷ୍କା ଏବେ ଗର୍ଭବତୀ। ଏବେ ଅନୁଷ୍କା କାମରୁ...

ମାତ୍ର ୧୫ ବଲ୍‌ରେ ୩ ବଡ଼ ରେକର୍ଡ

ଥିରୁଭାନନ୍ତପୁରମ,୨୯।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦ୍ରୁତ ଅର୍ଶଦୀପ ସିଂ ଏବଂ ଦୀପକ ଚହର ପ୍ରଭାବଶାଳୀ ବୋଲିଂ...

ପିତାଙ୍କୁ ହରାଇବା ପରେ ୫ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ବ୍ରିସବେନ୍‌,୧୩।୧: ଅଷ୍ଟ୍ରେଲିଆ ଗସ୍ତରେ ହନୁମା ବିହାରୀ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ଖରାପ ବ୍ୟାଟିଂ ପାଇଁ ଏବଂ ପରେ ଖରାପ ଫିଲ୍ଡିଂ ପାଇଁ ।...

ଚଉକିରେ ହାତ ବନ୍ଧା ଅବସ୍ଥାରେ ନଜର ଆସିଲେ କୋହଲି; ବଖାଣିଲେ ବାୟୋ-ବବଲ୍‌ର ବାସ୍ତବତା

ନୂଆଦିଲ୍ଲୀ,୧୫।୧୦: ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ବାୟୋ ବବଲ୍‌ର ବାସ୍ତବତା ବିଷୟରେ କହିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ସେ।...

Advertisement
Archives

Model This Week