ମଦ ନିଶାରେ ଶତକ ମାରିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ୱେଷ୍ଟଇଣ୍ଡିଜର ଅନ୍ୟତମ ଖେଳାଳି ସାର୍ ଗ୍ୟାରି ସୋବର୍ସଙ୍କ ଆଜି ୮୫ ବର୍ଷରେ ପଦାର୍ପଣ କରିଛନ୍ତି। ବାରବାଡୋସରେ ଜୁଲାଇ ୨୮, ୧୯୩୬ରେ ଜନ୍ମ ହୋଇଥିବା ଗ୍ୟାରି ସୋବର୍ସଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଜବରଦସ୍ତ ଥିଲା। ସେ ବ୍ୟାଟିଂ ହେଉ, ବୋଲିଂ ହେଉ କିମ୍ବା ଫିଲ୍ଡିଂ…
ଲଗାତର ଦ୍ୱିତୀୟ ମ୍ୟାଚ୍ ଜିତିଲେ ସିନ୍ଧୁ: ପଦକ ଆଶା ବଢିଲା
ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ତୃତୀୟ ରାଉଣ୍ଡରେ ପହଞ୍ଚିବା ପାଇଁ ହଂକଂର ଚିଆଙ୍ଗ ନାଗାନ ୟିଙ୍କୁ ୨-୦ରେ ପରାସ୍ତ କରି ଲଗାତର ଦ୍ୱିତୀୟ ବିଜୟ ହାସଲ କରିଥିଲେ। ବ୍ୟାଡମିଣ୍ଟନ ଇଭେଣ୍ଟରେ ପଦକ ଜିତିବାର ଭାରତର ଆଶା ଅକ୍ଷୁର୍ଣ୍ଣ ରହିଛି।…
ଅଲିମ୍ପିକ୍ସ ଆରମ୍ଭ ହେବା ପରେ ଶୀର୍ଷରେ ସଂକ୍ରମଣ
ଟୋକିଓ,୨୮।୭(ପି.ଟି.): ଅଲିମ୍ପିକ୍ସ ଆରମ୍ଭ ହେବାର ୫ ଦିନରେ ଟୋକିଓରେ କରୋନା ଭାଇରସଜନିତ ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ଫଳରେ ଆୟୋଜକମାନଙ୍କ ଚିନ୍ତା ବଢିଛି। ୨୭ ତାରିଖ ମଙ୍ଗଳବାର ଟୋକିଓରେ କୋଭିଡ୍-୧୯ କେସ ୨,୮୪୮ରେ ପହଞ୍ଚିଛି। ପୂର୍ବ ରେକର୍ଡ (୨,୫୨୦)କୁ ଏହା ପଛରେ ପକାଇଛି।…
ଯୌନ, ଭାବନାତ୍ମକ ଶୋଷଣ ଅଭିଯୋଗରେ ସାଲାଜାର ଆଜୀବନ ବାସନ୍ଦ
ଟୋକିଓ,୨୮।୭(ଏପି): ଟ୍ରାକ୍ କୋଚ୍ ଆଲବେର୍ଟୋ ସାଲାଜାର ଯୌନ ଓ ଭାବନାତ୍ମକ ଶୋଷଣ ଅଭିଯୋଗରେ ଆଜୀବନ ବାସନ୍ଦ ହୋଇଛନ୍ତି। ୟୁଏସ୍ ସେଣ୍ଟର ଫର୍ ସେଫ୍ସ୍ପୋର୍ଟ ଦ୍ୱାରା ସେ ସ୍ଥାୟୀ ଭାବେ ବାସନ୍ଦ ହୋଇଛନ୍ତି। ଏହି ବାସନ୍ଦାଦେଶ ବିରୋଧରେ ସାଲାଜାର ୧୦ ଦିନ ମଧ୍ୟରେ…
ଦୁଇଥର ପଜିଟିଭ୍ ସ୍ବର୍ଣ୍ଣ ଜିତିଲେ
ଟୋକିଓ, ୨୮ା୭ (ଏପି)- ବ୍ରିଟେନର ଟମ୍ ଡିନ୍ ଥରେ ନୁହେଁ ଦୁଇଥର କରୋନା ସଂକ୍ରମିତ ହୋଇ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାରେ ସମର୍ଥ ହୋଇଛନ୍ତି। ମଙ୍ଗଳବାର ସେ ପୁରୁଷ ୨୦୦ ମିଟର ଫ୍ରିଷ୍ଟାଇଲ ସନ୍ତରଣରେ ସ୍ବର୍ଣ୍ଣ ଜିତିଛନ୍ତି। ଡିନ୍ କହିଛନ୍ତି…
ଜାତୀୟ ସଙ୍ଗୀତ ବିନା ପୋଡିୟମ ଫିନିଶ୍: ରୁଷୀୟ ସନ୍ତରଣକାରୀଙ୍କ ଅସନ୍ତୋଷ
ଟୋକିଓ,୨୮।୭(ପି.ଟି.): ପୋଡିୟମରେ ଜାତୀୟ ସଙ୍ଗୀତ ଗାନ ହେଉ ନ ଥିବାରୁ ଅଲିମ୍ପିକ ପଦକ ବିଜେତା ଆଥ୍ଲେଟ ତଥା ସନ୍ତରଣକାରୀମାନେ ନିରାଶ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରୁଷ ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ରୁଷୀୟ…
ଚାନୁଙ୍କୁ ୨ କୋଟି ଟଙ୍କା ପୁରସ୍କାର: ଚାକିରିରେ ପଦୋନ୍ନତି
ନୂଆଦିଲ୍ଲୀ,୨୮।୭(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ମହିଳା ଓ୍ବେଟ୍ଲିଫ୍ଟର ମୀରାବାଈ ଚାନୁଙ୍କ ଉପରେ ପୁରସ୍କାର ଓଜାଡ଼ି ହୋଇପଡୁଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚାନୁଙ୍କ ପାଇଁ ୨ କୋଟି ଟଙ୍କା ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ଏଥିସହ…
ଉଇକେଟ୍ ନେବା ପରେ ବୋଲର୍ କଲେ ଏମିତି କାମ, ଯାହା ପୂର୍ବରୁ କେବେ ଶୁଣି ନ ଥିବେ
ନୂଆଦିଲ୍ଲୀ,୨୮।୭: ରୋମାନିଆର କ୍ରିକେଟର ପାଭେଲ ଫ୍ଲୋରିନ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଅନନ୍ୟ ବୋଲିଂ ଆକ୍ସନ ପାଇଁ ଫ୍ଲୋରିନ ଉଇକେଟ୍ ନେବା ପରେ ଏମିତି ଖୁସି ମନାଇଥିଲେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାନାସା ଏବଂ ବୁଖାରେଷ୍ଟ…
କ୍ରିକେଟ୍ ମ୍ୟାଚ୍ ଛାଡି ଚୋର ଧରିବାକୁ ଦୌଡିଲେ ଖେଳାଳି: ଆଉ ତା’ପରେ…
ଲଣ୍ଡନ,୨୮।୭: କ୍ରିକେଟ ପଡ଼ିଆରେ ଏପରି ଅନେକ ଘଟଣା ନିଶ୍ଚୟ ଘଟେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିନ୍ତୁ ଏଥର କିଛି କ୍ରିକେଟ ପଡିଆରେ ଏକ ଭିନ୍ନ ଘଟଣା ଘଟିଛି, ଯାହା ବିଷୟରେ ଆପଣ ପୂର୍ବରୁ କେବେ ଶୁଣି ନ…
ଟୋକିଓ ଫ୍ଲାଇଟ୍ ମିସ୍ କଲେ ଭିନେଶ ଫୋଗଟ
ନୂଆଦିଲ୍ଲୀ,୨୭।୭: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ରେସଲର ଭିନେଶ ଫୋଗଟ ବିଳମ୍ବରେ ପହଞ୍ଚିବେ ଟୋକିଓରେ। ତାଙ୍କୁ ମଙ୍ଗଳବାର ଫ୍ରାଙ୍କଫର୍ଟରୁ ଟୋକିଓ ଫ୍ଲାଇଟ୍ ନେବାର ଥିଲା। କିନ୍ତୁ ୟୁରୋପୀୟ ସଂଘ(ୟୁରୋପିଆନ ୟୁନିଅନ)ରେ ରହିବା ପାଇଁ ତାଙ୍କ ଭିଜାରେ ପ୍ରଦତ୍ତ…
ରୁମ୍ କ୍ୱାରେଣ୍ଟିନରେ ଟିମ୍ ଇଣ୍ଡିଆ ଖେଳାଳି
କଲମ୍ବୋ,୨୭।୭: ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍କୁ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସିରିଜ୍ର ବଳକା ଦୁଇ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି କ୍ରୁନାଲ। ତାଙ୍କୁ ଏବେ…
କ୍ରୁନାଲଙ୍କ ସଂସ୍ପର୍ଶରେ ଆସିଛନ୍ତି ଟିମ୍ ଇଣ୍ଡିଆର ୮ ଖେଳାଳି
ନୂଆଦିଲ୍ଲୀ,୨୭।୭: ଭାରତୀୟ ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମଙ୍ଗଳବାର ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍କୁ ସ୍ଥଗିତ କରି ଦିଆଯାଇଛି। ଏହି ମ୍ୟାଚ୍ ବୁଧବାର ସମାନ ଆର. ପ୍ରେମଦାସା ଷ୍ଟାଡିୟମରେ…

