ଖେଳ

ଇତିହାସ ରଚିଲେ ରାହୁଲ: ୬ ବଡ଼ ରେକର୍ଡ କଲେ ହାସଲ

ଲଣ୍ଡନ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଦୃଢ ଆରମ୍ଭ କରିଛି। ଲର୍ଡସରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ୩ ଉଇକେଟ୍‌ ହରାଇ ୨୭୬ ରନ ସଂଗ୍ରହ କରିଛି। ଭାରତୀୟ ଦଳକୁ ଏହି ଦୃଢ ସ୍ଥିତିକୁ ନେଇଯିବାର…

ଏହି ବୋଲର୍‌ ପକାଇଥିଲେ ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ ଅନେକ ରେକର୍ଡ ହାସଲ କରିଛନ୍ତି। ଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ସୋଏବ ଏକ…

ଭାରତ-ପାକିସ୍ତାନ ଖେଳାଳିଙ୍କ ପାରିଶ୍ରମିକ ଭିତରେ ପାର୍ଥକ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୩।୮: ପାକିସ୍ତାନ ଅଧିନାୟକ ବାବର ଆଜମ ନିକଟରେ ନିଜର ଦରମା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଅନୁରୋଧ କରିଛନ୍ତି। ବିଶ୍ୱର ନମ୍ବର ୧ନମ୍ବର ବ୍ୟାଟ୍ସମ୍ୟାନ ବାବର ତାଙ୍କ ଦରମାକୁ ନେଇ ଅସନ୍ତୁଷ୍ଟ। ତାଙ୍କ ବ୍ୟତୀତ ମହମ୍ମଦ ରିଜୱାନ, ହାସନ ଅଲି…

ଟସ୍‌ ଜିତିବା ପରେ ବି ନିରାଶ ହେଲା ଇଂଲଣ୍ଡ

ଲଡର୍‌ସ, ୧୨।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନରେ ସମ୍ପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିଛି ଭାରତୀୟ ଦଳ। ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଘରୋଇ ଦଳର ଅଧିନାୟକ…

ଶତକ ସହ ମହାନ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ରାହୁଲ

ଲଡର୍‌ସ, ୧୨।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଓପନର ଲୋକେଶ ରାହୁଲ ଖେଳିଛନ୍ତି ଶତକୀୟ ପାଳି। କ୍ରିକେଟର ଅନ୍ତୁଡିଶାଳ କୁହାଯାଉଥିବା ଲଡର୍‌ସର ହନର୍ସ ବୋର୍ଡରେ ସ୍ଥାନ ପାଇଛନ୍ତି ରାହୁଲ। ଲଡର୍‌ସରେ…

ଶତକୀୟ ଓପନିଂ ଭାଗୀଦାରି

ଲଡର୍‌ସ, ୧୨।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ଭଲ ଆରମ୍ଭ ଦେଇଛନ୍ତି ଦୁଇ ଓପନର। ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି ଶତକୀୟ ଭାଗୀଦାରିତା କରିଛି। ଗତ…

ବଡ଼ ପ୍ରଶଂସକଙ୍କ ସହ ଲର୍ଡ୍ସରେ ଗାଙ୍ଗୁଲି

ଲଡର୍‌ସ,୧୨।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ମ୍ୟାଚ୍‌ର ପ୍ରଥମ ଦିନ ଷ୍ଟାଣ୍ଡ୍ସରେ ନଜର ଆସିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ବିସିସିଆଇ…

ଆଇପିଏଲ ପାଇଁ ଆଇସିସିକୁ ଇଞ୍ଜିମାମଙ୍କ ସମାଲୋଚନା

କରାଚୀ, ୧୨।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଦ୍ୱିତୀୟ ପର୍ଯ୍ୟାୟ ବେଳେ ପାକିସ୍ତାନ ଗସ୍ତରେ ଆସିବ ନ୍ୟୁଜିଲାଣ୍ଡ। ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍‌ରୁ ଓହରି ଯାଇଛନ୍ତି ନ୍ୟୁଜିଲାଣ୍ଡର ୮ ପ୍ରମୁଖ ଖେଳାଳି। ଏଥି ଯୋଗୁ ଅନ୍ତର୍ଜାତୀୟ…

ଭାରତ ବିପକ୍ଷ ସିରିଜ୍‌ରୁ ଏତିକି ଲାଭ କରିଛି ଶ୍ରୀଲଙ୍କା

କଲମ୍ବୋ, ୧୨।୮: ଖେଳାଳିମାନେ କୋଭିଡ୍‌-୧୯ରେ ସଂକ୍ରମିତ ହେବା ପରେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍‌କୁ ଜାରି ରଖିଥିଲା ଭାରତ। ଉଭୟ ଦଳ ମଧ୍ୟରେ ୩ ଲେଖାଏ ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳାଯାଇଥିଲା।…

ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପଦରୁ ହଟିପାରନ୍ତି ଋଷଭ ପନ୍ତ; ପଏଣ୍ଟ ତାଲିକା ଶୀର୍ଷରେ ରହିଛି ଦଳ

ନୂଆଦିଲ୍ଲୀ,୧୨।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯିବ। ଏହି ଲିଗ୍‌ରେ ଏଯାବତ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏହି ୧୪ତମ ସିଜନ୍‌ରେ ଦିଲ୍ଲୀର ମଙ୍ଗ ଧରିଥିଲେ ଋଷଭ ପନ୍ତ। ହେଲେ ଶୀର୍ଷ…

ଭାରତୀୟ ଟିମ୍‌ରୁ ଶାର୍ଦ୍ଦୁଳ ବାହାର ହେବା ପରେ ମଜା ଉଡାଇଲେ ଏହି ବ୍ୟାଟ୍ସମ୍ୟାନ୍‌; କହିଲେ ଏଭଳି

ଲର୍ଡସ,୧୨।୮: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା ଲର୍ଡସ କ୍ରିକେଣ୍ଡ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରୁ ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରକୁ ବାହାର କରିଦିଆଯାଇଛି। ଏହାକୁ ନେଇ ମଜା ଉଡାଇଛନ୍ତି ପୂର୍ବ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଓ୍ବାସିମ୍‌…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିତିଲା ଇଂଲଣ୍ଡ

ଲର୍ଡସ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ବର୍ଷା ଯୋଗୁ ବିଳମ୍ବରେ ଟସ୍‌ ହୋଇଛି। ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ଗୋଟିଏ ଏବଂ ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?