Posted inଖେଳ

କୋଲକାତାକୁ ଜିତାଇ ଦେଲା ରାହୁଲଙ୍କ ଛକା

ଶାରଜା,୧୩।୧୦: ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଥରେ ଠିକଣା ସମୟରେ ତାର ପୁରୁଣା ତ୍ରୁଟି ଦୋହରାଇଛି। ଖରାପ ଶଟ୍‌ ଚୟନ, ମିସ ଫିଲ୍ଡିଂ କାରଣରୁ ଦଳକୁ ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ଠାରୁ ପରାଜିତ ହେବାକୁ ପଡ଼ିଛି। କିନ୍ତୁ ଶେଷ ଆଡ଼କୁ ପେସରମାନେ ମ୍ୟାଚ୍‌କୁ ଛଡ଼ାଇ ଆଣିଥିଲେ। ୭ ରନ୍‌ରେ ୬ ଉଇକେଟ ନେଇ ମ୍ୟାଚ୍‌କୁ ଓଲଟି ଦେଇଥିଲେ। ଶେଷରେ ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୧୩୬ ରନ୍‌ର ବିଜୟ ଲକ୍ଷ୍ୟକୁ କୋଲକାତା ୧୯.୫ ଓଭରରେ ୭ ଉଇକେଟ ହରାଇ ହାସଲ କରି ନେଇଛି। ଏଥିସହ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ଶାହରୁଖ ଖାନଙ୍କ ଫ୍ରାଞ୍ଚାଇଜ କୋଲକାତା।

ସବୁଠୁ ରୋଚକ ଥିଲା ଶେଷ ଓଭର, ଯାହାକି ରବିଚନ୍ଦ୍ରନ ଅଶ୍ୱିନ ପକାଇଥିଲେ। ସେତେବେଳେ କୋଲକାତାକୁ ଦରକାର ଥିଲା ୬ ବଲରେ ୭ ରନ୍‌। କିନ୍ତୁ ଅଶ୍ୱିନ ପ୍ରଥମ ୪ ବଲରେ ଡବଲ ଉଇକେଟ ନେଇ ମ୍ୟାଚ୍‌ରେ ସବୁ କିଛି ବଦଳି ରଖି ଦେଇଥିଲେ। କିନ୍ତୁ କୋଲକାତାର ଭାଗ୍ୟ ଭଲ। ରାହୁଲ ତ୍ରିପାଠି ଛକା ମାରି ମ୍ୟାଚ୍‌ ଜିତାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଥାନାରେ ପଡ଼ି ରହିଛି କୋହଲିଙ୍କ ପ୍ରଥମ ଅଡି କାର

ନୂଆଦିଲ୍ଲୀ, ୧୨।୧୨- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ବହୁ ବିଳାଶପୂର୍ଣ୍ଣ କାର ରହିଛି। ସେ ଅଡି ଇଣ୍ଡିଆର ଜଣେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ। ପ୍ରତ୍ୟେକ...

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଜାକିର, ଜିତେନ, ରାକେଶ, ରାଜାଙ୍କ ଦମ୍‌ଦାର ପ୍ରଦର୍ଶନ

ଭୁବନେଶ୍ୱର, ୮।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶନିବାର ତୃତୀୟ ଦିବସରେ ପହଞ୍ଚତ୍ଛି। ଶନିବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ...

ବାଥରୁମ୍‌ ଟଓ୍ବେଲରୁ ମିଳିଲା ରକ୍ତ ଚିହ୍ନ

କୋ ସାମୁଇ(ଥାଇଲାଣ୍ଡ),୬।୩: ନିକଟରେ ପ୍ରାଣ ହରାଇଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ କ୍ରିକେଟର ଶେନ ଓ୍ବର୍ନଙ୍କ ଘର ଚଟାଣ ଏବଂ ବାଥ ଟଓ୍ବେଲରୁ ମିଳିଛି ରକ୍ତ ଚିହ୍ନ। ପୂର୍ବତନ...

ଜୀବନରେ ସ୍ତ୍ରୀ ଏବଂ ପ୍ରେମିକା ଚାପ ଦିଅନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ,୧୯।୧୨: ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଭାରତ ଦିନିକିଆ ଦଳର ଅଧିନାୟକ କରାଯିବା ପରଠାରୁ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଲାଗି...

ସାମ୍ନାରୁ ଲଢ଼ିଲେ କ୍ୟାପଟେନ କୋହଲି

ଦୁବାଇ,୨୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯାହା ଆଶା କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ପାକିସ୍ତାନ ପେସରଙ୍କ ଚମତ୍କାର ବୋଲିଂ କାରଣରୁ ୩୧ ରନ୍‌ ମଧ୍ୟରେ ଟପ୍‌...

ରାଗରେ ନିଆଁବାଣ ଉର୍ବଶୀ: ପନ୍ତଙ୍କୁ କହିଲେ ‘ସାନ ଭାଇ ମୁଁ ମୁନ୍ନି ନୁହେଁ ଯେ…

ବମ୍ବେ: କେବେ ପରସ୍ପରକୁ ଡେଟ୍‌ କରୁଥିବାକୁ ନେଇ ହେଉଥିଲା ଚର୍ଚ୍ଚା। ହେଲେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ କ୍ୟାଟ୍‌ଫାଇଟ୍‌ ଚର୍ଚ୍ଚାରେ। ଆମେ କଥା ହେଉଛୁ ବଲିଉଡ୍‌...

ଡ୍ୟାନ୍ସ ଜରିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଏହି କ୍ରିକେଟରଙ୍କ ଭାବି ସ୍ତ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ତଥା ପ୍ରସିଦ୍ଧ ୟୁଟ୍ୟୁବର୍‌ ଧନଶ୍ରୀ ବର୍ମା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପ୍ରତିଦିନ ତାଙ୍କ ଭିଡିଓ ଭାଇରାଲ...

୨୦ତମ ଓଭରରେ ୧୫ ଚକା ମାରିବାର ବିଶ୍ୱ ରେକର୍ଡ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୩।୭:ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଆୟାର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଜଲଓ୍ବା ଦେଖାଇଛନ୍ତି। ଆୟାର୍ଲାଣ୍ଡ ବିପକ୍ଷରେ ମାତ୍ର...

Advertisement
Archives

Model This Week