କୋହଲିଙ୍କୁ ପଛରେ ପକାଇଲେ ରୁଟ୍
ଲଣ୍ଡନ,୧୧।୮: ନଟିଂହାମ ଟେଷ୍ଟରେ ଭଲ ବ୍ୟାଟିଂ ପାଇଁ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ପୁରସ୍କୃତ ହୋଇଛନ୍ତି। ସେ ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତାରେ ବିରାଟ କୋହଲିଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ନଟିଂହାମ ଟେଷ୍ଟରେ ରୁଟ ୬୪ ଏବଂ…
ଅଲିମ୍ପିକ୍ସରେ ଚମକିଥିବା ଓଡ଼ିଶାର ହକି ଖେଳାଳିଙ୍କୁ ୨.୫ କୋଟି ପୁରସ୍କାର ସହ ଡିଏସ୍ପି ଚାକିରି
ଭୁବନେଶ୍ୱର,୧୧।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିଲା ଭାରତୀୟ ହକି ଦଳ। ଏଥିରେ ସାମିଲ ଥିବା ଓଡ଼ିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁରୁଷ ଦଳରେ ସାମିଲ ଥିବା ବୀରେନ୍ଦ୍ର…
ମନେପଡନ୍ତି ୧୯୮୩ ବିଶ୍ୱକପର ହିରୋ ଯଶପାଲ
ଐତିହାସିକ ୧୯୮୩ ବିଶ୍ୱକପ ବିଜୟ ପାଇଁ ଭାରତର ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କୁ ସ୍ମରଣ କରାଯିବ। ଯଶପାଲ ଏହି ଦିନ ଅର୍ଥାତ୍ ୧୧ ଅଗଷ୍ଟ ୧୯୫୪ରେ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟରରେ ୩୭ଟି ଟେଷ୍ଟ ଏବଂ ୪୨…
ଭାରତର ଲୋକେ ମୋତେ ମାରିଦେବେ, କାହିଁକି ଏମିତି କହିଲେ ଜେମିମା
ଲଣ୍ଡନ,୧୧।୮: ଇଂଲଣ୍ଡରେ ଦି ହଣ୍ଡ୍ରେଡ ମହିଳା ପ୍ରତିଯୋଗିତା ୨୦୨୧ରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତର ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗୁସ। ଜେମିମା ରୋଡ୍ରିଗୁସ ନର୍ଥ ସୁପରଚାର୍ଜ ଦଳ ପାଇଁ ଖେଳୁଥିବାବେଳେ ୫ଟି ମ୍ୟାଚରେ ୨୪୧ ରନ ସଂଗ୍ରହ କରିଛନ୍ତି ଏବଂ…
ଦୀର୍ଘ ୧୪୪ ବର୍ଷ ଟେଷ୍ଟ ଇତିହାସରେ କେବଳ ଏହି କ୍ରିକେଟର ପ୍ରଥମ ବଲ୍ରେ ମାରିଛନ୍ତି ଛକା, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତାଲିକାରେ…
ନୂଆଦିଲ୍ଲୀ,୧୧।୮: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏଥିରେ ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ହୋଇଥାଏ। ଦୀଘେ ପାଞ୍ଚ ଦିନ ଧରି ଚାଲୁଥିବା ଏହି ଫର୍ମାଟରେ ସଂଯମତାର ସହ ଖେଳିବାକୁ ପଡ଼ିଥାଏ। ହେଲେ କିଛି ବ୍ୟାଟ୍ସମ୍ୟାନ୍ ଏଭଳି ଥାନ୍ତି,…
ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍କା
ଲଡର୍ସ,୧୧।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଅଗଷ୍ଟ ୧୨ଠାରୁ ଲର୍ଡସରେ ଖେଳାଯିବ। ଉଭୟ ଦଳ ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ବିଜୟ ହାସଲ କରିବାକୁ ପଡିଆକୁ ଓହ୍ଲାଇବେ। ବର୍ଷା ହେତୁ ପ୍ରଥମ ମ୍ୟାଚ…
ଲୋକଙ୍କ ପ୍ରଶ୍ନରୁ ମୋ ରାପ୍
ଡୁଲେ ରାପର, ଯାହାଙ୍କ ପ୍ରକୃତ ନାମ ଡୁଲେଶ୍ୱର ତାଣ୍ଡି। ଘଟୁଥିବା ଅନ୍ୟାୟ, ଅତ୍ୟାଚାର ଏବଂ ଗରିବ ଓ ଦଳିତଙ୍କ ପ୍ରତି ସରକାରଙ୍କ ଅଣଦେଖାକୁ ରାପ୍ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇଥାନ୍ତି। ସାମାଜିକ ବାସ୍ତବତାକୁ ନିଖୁଣ ଭାବେ ନିଜ କଳାରେ ଦର୍ଶାଇ ଅଳ୍ପ…
ଆଜିର ଦିନରେ ଇତିହାସ ରଚିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଆଜିକୁ ପ୍ରାୟ ପ୍ରାୟ ୧୬ ବର୍ଷ ପୂର୍ବେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ଓ୍ବାର୍ଣ୍ଣ ଇତିହାସ ସୃଷ୍ଟି କରିଥିଲେ। ୧୧ ଅଗଷ୍ଟ ୨୦୦୫ରେ ୱାର୍ଣ୍ଣ ବିଶ୍ୱର ପ୍ରଥମ ବୋଲର ହୋଇଥିଲେ ଯିଏ ୬୦୦ ଟେଷ୍ଟ ଉଇକେଟ ନେଇଥିଲେ। ଆଜି, ଯଦିଓ ମୁଥିୟା…
ଆମକୁ ମରିବାକୁ ଛାଡି ଦିଅନ୍ତୁ ନାହିଁ; ନିଜ ଦେଶକୁ ରକ୍ଷା କରିବାକୁ ବିଶ୍ୱ ନେତାଙ୍କୁ ଅପିଲ କଲେ ଏହି କ୍ରିକେଟର୍
କାବୁଲ,୧୧।୮:ଆଫଗାନିସ୍ତାନରେ ଏବେ ଅବସ୍ଥା ଆହୁରି ବିଗିଡି ଯାଇଛି। ତାଲିବାନ ଏବଂ ସରକାରୀ ସାମରିକ ବାହିନୀ ମଧ୍ୟରେ ପ୍ରବଳ ଯୁଦ୍ଧ ଯୋଗୁ ଦେଶର ସ୍ଥିତି ଖରାପ ହେବାରେ ଲାଗିଛି। ତାଲିବାନ ଦେଶର ଉପକଣ୍ଠକୁ କବଜା କରି ଏବେ ପ୍ରଦେଶ ରାଜଧାନୀ ଆଡକୁ ଗତି…
ଗର୍ଲଫ୍ରେଣ୍ଡ ଅଛନ୍ତି କି ନାହିଁ; ପ୍ରଶ୍ନରେ ଏମିତି ଉତ୍ତର ଦେଲେ ନୀରଜ ଚୋପ୍ରା
ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଏକ ଇଣ୍ଟରନେଟ ସେନସେସନ ହୋଇଯାଇଛନ୍ତି। ପ୍ରତ୍ୟେକ ଭାରତୀୟ ନୀରଜଙ୍କ ବିଷୟରେ ସବୁକିଛି ଜାଣିବାକୁ ଇଚ୍ଛୁକ ଅଛନ୍ତି। ସମସ୍ତେ ତାଙ୍କ କ୍ୟାରିୟର, ଖାଦ୍ୟ, ପରିବାର…
ଅଲିମ୍ପିକ୍ସ ପଦକ ବିଜେତାଙ୍କ ଘର ବାହୁଡା
ଭୁବେନଶ୍ୱର,୧୦।୮ : ଟୋକିଓ ଅଲିମ୍ପିକ୍ସ ଦମ୍ଦାର ପ୍ରଦର୍ଶନ କରିଥିତ୍ବା ଓଡ଼ିଆ ପୁରୁଷ ଓ ମହିଳା ହକି ଖେଳାଳିମାନେ ମଙ୍ଗଳବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏବଂ ମହିଳା ହକି…
ଭିନେଶଙ୍କୁ ଉତ୍ତର ମାଗିଲା କୁସ୍ତି ମହାସଂଘ
ନୂଆଦିଲ୍ଲୀ, ୧୦।୮: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମଙ୍ଗଳବାର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ସାମୟିକ ଭାବେ ବସନ୍ଦ କରିଛି। ବିଶୃଙ୍ଖଳା ଗତ ଆଚରଣ ଯୋଗୁ ତାଙ୍କୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ। ଆସନ୍ତା ୧୬ ତାରିଖ ମଧ୍ୟରେ…

