ପନ୍ତଙ୍କ ହାତରେ ଟିମ୍ ଇଣ୍ଡିଆର ଭାଗ୍ୟ
ଲଣ୍ଡନ,୧୫।୮: ଲଡର୍ସ ଟେଷ୍ଟରେ ଏବେ ଭାରତୀୟ ଦଳ ପରାଜୟ ଏଡ଼ାଇବା ପାଇଁ ଖେଳୁଛି । ରିଷଭ ପନ୍ତଙ୍କ ଉପରେ ନିର୍ଭର କରୁଛି ସବୁ କିଛି। ପ୍ରଥମ ଇନିଂସରେ ୨୭ ରନ୍ରେ ପଛୁଆ ଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ଚତୁର୍ଥ ଦିନ…
ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପୂର୍ଣ୍ଣଛେଦର ଦିନ
ନୂଆଦିଲ୍ଲୀ,୧୫।୮: ବିଶ୍ୱର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଠିକ୍ ବର୍ଷକ ତଳେ ଅର୍ଥାତ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କେବଳ ଏକ ଭିଡିଓ ଶେୟାର କରି ଚାଲି ଯାଇଥିଲେ ଅନ୍ତର୍ଜାତୀୟ କ୍ରିକେଟରୁ।…
ସ୍ଥିତି ସମ୍ଭାଳିଛନ୍ତି ପୂଜାରା-ରାହାନେ
ଲଣ୍ଡନ,୧୫।୮: ଚଳିତ ଲଡର୍ସ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳର ସ୍ଥିତି ଏବେ ସଙ୍କଟରେ। ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆର ଟପ ଅର୍ଡର ଫେଲ ମାରିଛି। ମାତ୍ର ୫୫ ରନ୍ରେ ଭାରତୀୟ ଦଳ ହରାଇ ସାରିଛି ରୋହିତ ଶର୍ମା (୨୧), ଲୋକେଶ ରାହୁଲ…
ଲଗାତାର ବାଉନ୍ସର ମାରିବାରୁ ବୁମରାଙ୍କୁ ସମାଲୋଚନା
ଲଣ୍ଡନ,୧୫।୮: ଚଳିତ ଲଡର୍ସ ଟେଷ୍ଟର ତୃତୀୟ ଦିନ ଶେଷ ଆଡ଼କୁ ଭାରତୀୟ ପେସର ଯଶପ୍ରୀତ ବୁମରା ଓ ଇଂଲଣ୍ଡର ଜିମ୍ମି ଆଣ୍ଡରସନଙ୍କ ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଇଂଲଣ୍ଡର ୧୧ ନମ୍ବର ବ୍ୟାଟ୍ସମ୍ୟାନ ଆଣ୍ଡରସନଙ୍କୁ ଗୋଟିଏ ଓଭରରେ ଲଗାତାର…
ଇଂଲଣ୍ଡରେ ତ୍ରିରଙ୍ଗା ଉଡାଇଲେ ବିରାଟସେନା
ଲଣ୍ଡନ,୧୫।୮: ଆଜି ସମଗ୍ର ଭାରତ ଏହାର ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲଣ୍ଡନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ତାଙ୍କ ସହିତ କୋଚ ରବି ଶାସ୍ତ୍ରୀ, ଦଳର ଅନ୍ୟ ଖେଳାଳି…
ଫେଲ୍ ମାରିଲେ କୋହଲି
ଲଣ୍ଡନ,୧୫ ।୮: ଦୁଇ ଓପନର ରୋହିତ ଶର୍ମା (୨୧) ଓ ଲୋକେଶ ରାହୁଲ (୫) ବିଫଳ ହେବା ପରେ ସବୁ କିଛି ନିର୍ଭର କରୁଥିଲା ଅଧିନାୟକ ବିରାଟ କୋହଲିଙ୍କ ଉପରେ। କିନ୍ତୁ ପ୍ରଥମ ଇନିଂସରେ ୪୨ ରନ୍ କରିଥିବା କୋହଲି ଦ୍ୱିତୀୟ…
ଖାତା ଖୋଲିବା ପାଇଁ ୩୫ ବଲ ଖେଳିଲେ
ଲଣ୍ଡନ,୧୫ ।୮: ଇଂଲଣ୍ଡ ବିପକ୍ଷରେ ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଚାଲିଥିବା ଟେଷ୍ଟର ଦ୍ୱିତୀୟ ଇନିଂସରେ ଖାତା ଖୋଲିବା ୩୫ ବଲ ଖେଳିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା। ଖାତା ଖୋଲିବା ପରେ ଲଡର୍ସ ଗ୍ରାଉଣ୍ଡରେ ଉପସ୍ଥିତ ଦର୍ଶକମାନେ କରତାଳି ସହ ପୂଜାରାଙ୍କୁ…
ଧୋନୀଙ୍କ ଏହି ନିଷ୍ପତ୍ତିରେ ସାରା ଦେଶ ହୋଇଥିଲା ଚକିତ
ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତ ସ୍ବାଧୀନତା ପାଇଥିଲା। ଏହି ବର୍ଷ ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଠିକ ୧ ବର୍ଷ ପୂର୍ବେ, ଏହି ଦିନ ଦେଶରେ ସମାନ…
ନାଗିନ୍ ଡ୍ୟାନ୍ସ କଲେ କୋହଲି
ଲଣ୍ଡନ,୧୫।୮: ଇଂଲଣ୍ଡର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତ ପାଇଁ ଶୁଭ ପ୍ରମାଣିତ ହୋଇଛି। କାରଣ ଏହି ଗ୍ରାଉଣ୍ଡରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟିକତ୍ୱରେ ୨୦୦୨ରେ ଭାରତ ନାଟଓ୍ବେଷ୍ଟ ଟ୍ରଫି ଜିତିଥିଲା। ପରେ ଗାଙ୍ଗୁଲି ବାଲକୋନିରୁ ନିଜ ଶରୀରରୁ ଜର୍ସି କାଢି ସେଲିବ୍ରେସନ କରିଥିଲେ।…
ଆଉଟ୍ ହେଲେ ନାହିଁ ରୁଟ୍; ୨୪ ରନ୍ରେ ଆଗୁଆ ଇଂଲଣ୍ଡ
ଲଣ୍ଡନ,୧୪।୮: ଶେଷ ପର୍ଯ୍ୟନ୍ତ କେହି ଆଉଟ୍ କରିପାରିଲେ ନାହିଁ। ଅଧିନାୟକ ଜୋ ରୁଟ୍ ଏକାକୀ ପ୍ରଥମ ଇନିଂସରେ ଇଂଲଣ୍ଡକୁ ଆଣି ଦେଇଛନ୍ତି ୨୪ ରନ୍ର ଅଗ୍ରଣୀ। ରୁଟ୍ଙ୍କ ୧୮୦ ରନ୍ ଅପରାଜିତ ପାଳି ବଳରେ ପ୍ରଥମ ଇନିଂସରେ ଇଂଲଣ୍ଡ ୩୯୧ ରନ୍…
ଭାରତୀୟ ଜର୍ସି ପିନ୍ଧି ଗ୍ରାଉଣ୍ଡରେ ପଶିଲେ ପ୍ରଶଂସକ
ଲଣ୍ଡନ,୧୪।୮: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୩ୟ ଦିନରେ ଗ୍ରାଉଣ୍ଡ ଭିତରେ ଏକ ଅଜବ ଘଟଣା ଘଟିଥିଲା। ଶନିବାର ଲଞ୍ଚ ପରେ ଭାରତୀୟ ଦଳ ସହ ପଡ଼ିଆକୁ ପଶି ଆସିଥିଲେ ଜଣେ ପ୍ରଶଂସକ। ତାଙ୍କ ଯୋଗୁ ଦ୍ୱନ୍ଦ୍ୱରେ…
ଦଳରେ ସାମିଲ ହେଲେ ସୂର୍ଯ୍ୟ-ପୃଥ୍ବୀ
ଲଣ୍ଡନ,୧୪।୮: ଯୁବ ଓପନର ପୃଥ୍ବୀ ଶ’ ଓ ମିଡ୍ଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଶନିବାର ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ବହୁ ପୂର୍ବରୁ ୟୁକେରେ ପହଞ୍ଚି ସାରିଥିବା ଦୁଇ ଖେଳାଳିଙ୍କ କ୍ୱାରେଣ୍ଟିନ ପିରିୟଡ୍ ଶେଷ ହୋଇଛି। ଏ ନେଇ ଦୁହିଁଙ୍କ…

