Posted inଖେଳ

ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ: କୋହଲି ଦେଲେ ଦୃଢ ଜବାବ

ଦୁବାଇ,୧୭।୧୦: ୟୁଏଇ ଏବଂ ଓମାନ ମାଟିରେ ଆଜିଠାରୁ ଟି -୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟରେ ସମଗ୍ର ବିଶ୍ୱର ଆଖି ରହିଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ। ଏହି ମ୍ୟାଚ ପୂର୍ବରୁ ଭାରତ ଅଧିନାୟକ ବିରାଟ କୋହଲି ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମ ଏହି ମ୍ୟାଚ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଭାରତୀୟ ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ ବୋଲି କୋହଲି କହିଛନ୍ତି। ଯେ ଟିକେଟ୍‌ର ଚାହିଦା ସତ୍ତ୍ୱେ ଏହା ତାଙ୍କ ପାଇଁ ଏକ ସାଧାରଣ ମ୍ୟାଚ ଭଳି। ସେପଟେ ଅକ୍ଟୋବର ୨୪ରେ ତାଙ୍କ ଦଳ ନିଶ୍ଚିତ ଭାବେ ଏହି ମ୍ୟାଚ ଜିତିବ ବୋଲି ସେ ନିଶ୍ଚିତ ଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ କହିଛନ୍ତି। ଏନେଇ କୋହଲି କହିଛନ୍ତି ସେ ବଡ଼ ଦାବି କରିବାରେ ବିଶ୍ୱାସ କରନ୍ତି ନାହିଁ।
ଟି -୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୫ଟି ମ୍ୟାଚ ହୋଇଛି, ଆଜି ପର୍ଯ୍ୟନ୍ତ ପାକିସ୍ତାନ ଭାରତଠାରୁ ଜିତି ନାହିଁ। ଅକ୍ଟୋବର ୨୪ରେ, ଉଭୟ ଦଳ ଦୁଇ ବର୍ଷ ପରେ ମୁହାଁମୁହିଁ ହେବେ। ଶେଷ ଥର ପାଇଁ ୨୦୧୯ରେ ଦିନିକିଆ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ସିରିଜ୍‌: ଦକ୍ଷିଣ ଆଫ୍ରିକାର କ୍ଲିନ୍‌ ସୁଇପ୍‌

ପୋଚେଫ୍ସଟ୍ରୁମ୍‌, ୮।୩- ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ୨୭ଟି ବଲ୍‌ ବାକି ରଖି ୬ ଉଇକେଟରେ ଅତି...

‘ଦଳରେ କିଛି ଅସୁବିଧା ଅଛି’

ମୁମ୍ବାଇ,୫।୪: ଗତ ସିଜନରେ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଥିବା ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ଏଥର ମଧ୍ୟ ତା’ର ଖରାପ ପ୍ରଦର୍ଶନ ଜାରି ରହିଛି। ଦଳ...

ପୋଲାର୍ଡଙ୍କ ସହ ସମକକ୍ଷ ହେଲେ ଡି ଭିଲର୍ସ

ଶାରଜା, ୧୩।୧୦: ଏବି ଡି ଭିଲର୍ସ (୭୩ ରନ, ୩୩ ବଲ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ଖେଳାଯାଇଥିବା ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ...

ବିମାନ ବିଳମ୍ବ: ବିଶ୍ୱକପ୍‌ରୁ ଓହରିଲେ ଭାରତୀୟ ତୀରନ୍ଦାଜ

କୋଲକାତା,୨୧ା୪ (ପି.ଟି.)- ବିମାନ ବିଳମ୍ବ ଯୋଗୁ ଭାରତୀୟ ତୀରନ୍ଦାଜମାନେ ବିଶ୍ୱକପ୍‌ରୁ ଓହରିଯିବା ଲାଗି ବାଧ୍ୟ ହୋଇଛନ୍ତି। କଲମ୍ବିଆର ମେଡଲିନଠାରେ ସିଜନ ଆରମ୍ଭ ବିଶ୍ୱକପ୍‌ ଷ୍ଟେଜ୍‌ ଓ୍ବାନ...

ଥାଇଲାଣ୍ଡ ଓପନ୍‌: ସାଇନା, ଶ୍ରୀକାନ୍ତଙ୍କ ଅଗ୍ରଗତି; କାଶ୍ୟପ ଓହରିଲେ

ବ୍ୟାଙ୍କକ୍‌,୧୪।୧(ପି.ଟି.): ଏଠାରେ ଆରମ୍ଭ ହୋଇଥିବା ଥାଇଲାଣ୍ଡ ଓପନ୍‌ ସୁପର ୧୦୦୦ ଟୁର୍ନାମେଣ୍ଟରେ ଭାରତର କିଡାମ୍ବୀ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି...

ନାଇଜେରିଆ ତୃତୀୟ

ଭୁବନେଶ୍ୱର, ୩୧।୧୦, (କ୍ରୀଡ଼ା ପ୍ରତିନିଧି): ଆଫ୍ରିକୀୟ ଦେଶ ନାଇଜେରିଆ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ଆଉ ଏକ ବିପର୍ଯ୍ୟୟ ଘଟାଇ ଶ୍ରେଷ୍ଠ ସଫଳତା...

ସ୍ମିଥ୍‌ଙ୍କୁ ତୃତୀୟ ଆଲାନ ବର୍ଡର ପଦକ

ମେଲବୋର୍ନ, ୭ା୨(ପି.ଟି.)-ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ତୃତୀୟ ଥର ଆଲାନ ବର୍ଡର ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବିଭାଗରେ ବେଥ୍‌ ମୁନି ପ୍ରଥମ ଥର ପାଇଁ...

ମହିଳା ଟି-୨୦ ବିଶ୍ୱକପ୍‌: ଭାରତ ବିପକ୍ଷରେ ଟସ୍‌ ଜିତିଲା ପାକିସ୍ତାନ

କେପ୍‌ଟାଉନ୍‌,୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଆଜି ଭାରତ ଏବଂ ପାକିସ୍ତାନ ମୁକାବିଲା ହେଉଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟିକା ବିସ୍‌ମା ମାରୋଫ ଟସ...

Advertisement
Archives

Model This Week