ଖେଳ

ଗାଳି ଦେଲେ କୋହଲି; ଅମ୍ପାୟାର କହିଲେ, ମୁହଁରେ ତାଲା ଦିଅ: ଦେଖନ୍ତୁ ଭିଡିଓ

ଇଂଲଣ୍ଡ,୧୭।୮: ଲର୍ଡସରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟର ଶେଷ ଦିନ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହା ସହିତ ମ୍ୟାଚରେ ଅନେକ ହାଇ ଭୋଲଟେଜ ଡ୍ରାମା ମଧ୍ୟ ଦେଖିବାକୁ ମିଳିଥିଲା। ଇଂଲଣ୍ଡ ଖେଳାଳିମାନେ ସ୍ଲେଜିଂ କରୁଥିବା ବେଳେ ବିରାଟ…

ଲଜ୍ଜାଜନକ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌: ୧୩୭ ବର୍ଷରେ କୌଣସି ଖେଳାଳି ଏମିତି କରି ନ ଥିଲେ

ଇଂଲଣ୍ଡ,୧୭।୮:ପ୍ରତ୍ୟେକ ଖେଳାଳି ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହଁାନ୍ତି। ବ୍ୟାଟ୍ସମ୍ୟାନ ଏକ ଶତକ ଏବଂ ବୋଲର ଗୋଟିଏ ଇନିଂସରେ ପାଞ୍ଚ କିମ୍ବା ଅଧିକ ଉଇକେଟ ନେଇ ଏହି ଗ୍ରାଉଣ୍ଡର ସମ୍ମାନ ବୋର୍ଡରେ ସ୍ଥାନ ପାଇବାକୁ ଚାହାନ୍ତି। କିନ୍ତୁ…

କଟା ଘା’ରେ ଚୂନ ଲଗାଇଲେ କୋହଲି

ଇଂଲଣ୍ଡ,୧୭।୮: ଭାରତୀୟ କ୍ରିକେଟ ଦଳ ଆୟୋଜକ ଇଂଲଣ୍ଡ ଐତିହାସିକ ଲର୍ଡସରେ ଭାରତୀୟ ଦଳ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି। ଭାରତୀୟ ଦଳ ଜିତିବା ପାଇଁ ଇଂଲଣ୍ଡକୁ ୨୭୨ ରନ ଟାର୍ଗେଟ ଦେଇଥିଲା, କିନ୍ତୁ ଏହାର ଜବାବରେ ଜୋ ରୁଟଙ୍କ ଦଳ…

ଇଂଲଣ୍ଡ ଦଳକୁ ଚେତାବନୀ ଦେଲେ ରାହୁଲ

ଇଂଲଣ୍ଡ,୧୭।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୫୧ ରନ ଜିତିଛି ଭାରତୀୟ ଦଳ। ଏହି ବିଜୟରେ ପ୍ରମୁଖ ଭୂମିକା ବୋଲର୍‌ଙ୍କ ଥିବାବେଳେ ଓପନର୍‌ କେଏଲ୍‌ ରାହୁଲ ମଧ୍ୟ ଶତକୀୟ ଇନିଂଶ ଖେଳିଥିଲେ। ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ରାହୁଲ ଇଂଲଣ୍ଡକୁ…

ଲଡର୍‌ସ ଟେଷ୍ଟ ଜିତିଲା ଇଣ୍ଡିଆ

ଲଡର୍‌ସ,୧୬।୮: ପ୍ରଥମ ଟେଷ୍ଟରେ ବର୍ଷା ଇଂଲଣ୍ଡକୁ ବଞ୍ଚାଇ ଦେଇଥିଲା। କିନ୍ତୁ କ୍ରିକେଟର ଅନ୍ତୁଡିଶାଳ କୁହାଯାଉଥିବା ଲଡର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୧ ରନ୍‌ରେ ହରାଇ ଦେଇଛି। ୨୭୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଘରୋଇ…

ବ୍ୟାଟିଂ ପରେ ବୋଲିଂରେ କରିସ୍ମା

ଲଡର୍‌ସ, ୧୬।୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଉଭୟ ବୋଲିଂ ବ୍ୟାଟିଂରେ କରିସ୍ମା ଦେଖାଉଛନ୍ତି ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ୍‌ ବୁମ୍‌ରା। ଦ୍ୱିତୀୟ ଇନିଂସରେ ଭାରତ ୨୦୯ ରନ୍‌ ମଧ୍ୟରେ ୮…

ଭାରତର ପାଳି ଘୋଷଣା

ଲଣ୍ଡନ,୧୬।୮: ଲଡର୍‌ସ ଟେଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୮୯ ରନ୍‌ କରି ପାଳି ଘୋଷଣା କରିଛି। ବର୍ତ୍ତମାନ ଘରୋଇ ଇଂଲଣ୍ଡ ଠାରୁ ୨୭୧ରନ୍‌ ଆଗରେ ଅଛି ଟିମ୍‌ ଇଣ୍ଡିଆ।…

ଡ୍ରେସିଂ ରୁମ୍‌ରେ ଥାଇ ରିଷଭ ପନ୍ତଙ୍କୁ ଇସାରାରେ ଏମିତି କହିଲେ କୋହଲି.. ଦେଖନ୍ତୁ ଭିଡିଓ

ଲର୍ଡସ,୧୬।୮: ଭାରତ ଲର୍ଡସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ବିଜୟ ଆଶା ବଞ୍ଚାଇ ରଖିଛି। ଅଜିଙ୍କ୍ୟ ରାହାନେଙ୍କ ୬୧ ଏବଂ ଚେତେଶ୍ୱର ପୂଜାରାଙ୍କ ୪୫ ରନ୍‌ର ସାହାଯ୍ୟରେ ଭାରତ ୧୫୪ ରନର ଅଗ୍ରଣୀ ନେଇଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ…

ବିସିସିଆଇର ଚିନ୍ତା ବଢିଲା

ନୂଆଦିଲ୍ଲୀ,୧୬।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭବନରେ ତାଲିବାନ ପତାକା ଉତ୍ତୋଳନ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି ତାଙ୍କ ଇସ୍ତଫା ଘୋଷଣା କରି ଦେଶ ଛାଡିଛନ୍ତି। ଆଫଗାନିସ୍ତାନ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ବହୁ ସଂଖ୍ୟକ…

ରାଗିକି ଏମିତି କାମ କଲେ କୋହଲି

ଲର୍ଡସ,୧୬।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ଚିନ୍ତା ବଢିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ରନ୍‌ କରିବାରେ ବିଫଳ ହୋଇଛନ୍ତି। ଲର୍ଡସ ଟେଷ୍ଟର ପ୍ରଥମ ଇନିଂରେ ସେ ୪୧ ରନ୍‌ର ପାଳି ଖେଳିଥିବାବେଳେ…

ବିବାହ ପୂର୍ବରୁ ୨ ସନ୍ତାନର ପିତା ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର

ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରଛନ୍ତି। ଏହି ଖେଳାଳି ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ବିବାଦର ସାମ୍ନା କରିଥିଲେ ମଧ୍ୟ ତାଙ୍କ ପ୍ରେମିକା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। ୨୦୧୩ରେ ପ୍ରଥମ ଥର ପାଇଁ…

ଭାରତୀୟ ଦଳର ଏହି କାର୍ଯ୍ୟ ଦେଖି ହସି ହସି କାନ୍ଦି ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଏକ ସମୟ ଥିଲା ଯେତେବେଳେ ମହେନ୍ଦ୍ର ସିଂ ଧୋନୀ ଡିଆରଏସ୍‌ରେ ବହୁତ ସଫଳତା ପାଇଥିଲେ। ଏପରିକି ସେତେବେଳେ ନିଷ୍ପତ୍ତି ସମୀକ୍ଷା ସିଷ୍ଟମ (ଡିଆରଏସ୍‌)କୁ ଧୋନୀ ସମୀକ୍ଷା ସିଷ୍ଟମ ଭାବରେ କେହି କେହି କହୁଥିଲେ। କିନ୍ତୁ ଏବେ ଡିଆର୍‌ଏସ୍‌ ପାଇଁ ଭାରତ ପ୍ରକୃତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?