ବଲବୀର ସିଂ ଜୁନିୟରଙ୍କ ପରଲୋକ
ଚଣ୍ଡିଗଡ଼, ୧୪ା୪ (ପି.ଟି.)- ହକି କିମ୍ବଦନ୍ତୀ ବଲବୀର ସିଂ ଜୁନିୟରଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୫୮ ଏସିଆନ୍ ଗେମ୍ସରେ ରୌପ୍ୟ ଜିତିଥିବା ଭାରତୀୟ ହକି ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ସେ ତାଙ୍କ ସ୍ତ୍ରୀ,...
ମହିଳା କୋଚ୍ ପାଇଁ ରମଣ ପୁଣି ଆବେଦନ କରିବେ
ନୂଆଦିଲ୍ଲୀ, ୧୪।୪(ପି.ଟି.)- ପୂର୍ବତନ ଭାରତୀୟ ଓପନର ଡବ୍ଲ୍ୟୁ.ଭି. ରମଣ ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍ ପାଇଁ ପୁଣି ଆବେଦନ କରିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏଥର ରମଣଙ୍କୁ ଅଧିକ ଦାୟିତ୍ୱ ଦେବା ଲକ୍ଷ୍ୟରେ ରହିଛି। ଚୁକ୍ତିବଦ୍ଧ...
ସାମ୍ସନଙ୍କ ନିଷ୍ପତ୍ତି ଠିକ୍ ଥିଲା
ମୁମ୍ବାଇ, ୧୪।୪- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ସୋମବାର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମାତ୍ର ୪ ରନରେ ପଞ୍ଜାବ କିଙ୍ଗ୍ସ ନିକଟରୁ ପରାଜିତ ହୋଇଥିଲା। ହାଇସ୍କୋରିଂ ମ୍ୟାଚରେ ଶେଷ ୨ ବଲ୍ରୁ ବିଜୟ ପାଇଁ ୫ ରନ ଆବଶ୍ୟକ ହେଉଥିଲା। ଅର୍ଶଦୀପ...
ଇଂଲଣ୍ଡକୁ ଭାରତ ୩୦ ଜଣିଆ ଦଳ ପଠାଇବ: ଭାରତ ‘ଏ’ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ
ଲଣ୍ଡନ, ୧୪।୪(ପି.ଟି.)- ଚଳିତ ଗ୍ରୀଷ୍ମଋତୁରେ ଭାରତ ‘ଏ’ ଦଳର ଇଂଲଣ୍ଡ ଗସ୍ତକୁ ସ୍ଥଗିତ ରଖାଯାଇଛି। ତେବେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ୩୦ ଜଣିଆ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ...
ବିନା ଦର୍ଶକରେ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଖେଳାଯିବ
ନୂଆଦିଲ୍ଲୀ, ୧୪।୪(ପି.ଟି): ଆସନ୍ତା ମେ ୧୧ରୁ ୧୬ ତାରିଖ ମଧ୍ୟରେ ରୁଦ୍ଧ ଦ୍ୱାରରେ ଇଣ୍ଡିଆ ଓପନ ସୁପର ୫୦୦ ଇଭେଣ୍ଟ ଆୟୋଜନ ହେବ। ଅଲିମ୍ପିକ୍ ଚାମ୍ପିୟନ ସ୍ପେନ୍ର କାରୋଲିନା ମାରିନ ଓ ବିଶ୍ୱର ୧ ନମ୍ବର ଖେଳାଳି କେଣ୍ଟୋ ମୋମୋଟାଙ୍କ...
ଟୋକିଓ ଅଲିମ୍ପିକ୍ସ: ଓସାକାର ଶୂନ୍ୟ ପାର୍କରେ ମଶାଲ ରାଲି
ଟୋକିଓ,୧୪।୪(ଏପି): କୋଭିଡ୍-୧୯ର ପ୍ରଭାବ ଆଗାମୀ ଟୋକିଓ ଅଲିମ୍ପିକ୍ସ ଉପରେ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ମହମାରୀ କାରଣରୁ ଅଲିମ୍ପିକ୍ସର ମଶାଲ ରାଲି ଓସାକା ସହରର ଶୂନ୍ୟ ପାର୍କରେ ମଙ୍ଗଳବାର ଆୟୋଜନ କରାଯାଇଛି। ଓସାକାର ‘୭୦ କମେମୋରେଟିଭ୍ ପାର୍କ’ରେ ରନରମାନେ ବସ୍ରେ...
ଆଇପିଏଲ୍-୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ
ଚେନ୍ନାଇ,୧୪।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଷଷ୍ଠ ମ୍ୟାଚ୍ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଚେପକ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଭଲ...
କ୍ୟାପଟେନ ରୋହିତଙ୍କ ଯାଦୁ : ୧୦ ରନ୍ରେ ଜିତିଲା ମୁମ୍ବାଇ
ଚେନ୍ନାଇ, ୧୩ା୪- ସୋମବାର ଭଳି ମଙ୍ଗଳବାର ମଧ୍ୟ ଆଇପିଏଲରେ ଦେଖିବାକୁ ମିଳିଥିଲା ରୋମାଞ୍ଚଭରା ମ୍ୟାଚ୍। ତେବେ ଏଥିରେ ଛକା ବର୍ଷା ନୁହେଁ ଉଇକେଟ ଝଡ଼ ଦେଖିବାକୁ ମିଳିଥିଲା। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୨ ରନ୍ରେ ଅଲଆଉଟ୍...
ମୁମ୍ବାଇର ବ୍ୟାଟିଂ ଲାଇନ ଅପ୍କୁ ବିଗାଡି ଦେଲେ ରସେଲ
ଚେନ୍ନାଇ, ୧୩ା୪- ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ଅପ୍କୁ ବିଗାଡି ଦେଲେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବୋଲରମାନେ। ଆନ୍ଧ୍ରେ ରସେଲ ଏହାର ପୂରା ଶ୍ରେୟ ପାଇଁ ହକ୍ଦାର। ସେ ମାତ୍ର ୨ ଓଭରରେ ୧୫ ରନ୍ ଦେଇ ହାତେଇଛନ୍ତି...
ଫେରିଲେ ଡି’କକ୍ , ବାଦ୍ ପଡ଼ିଲେ ଲିନ
ଚେନ୍ନାଇ, ୧୩ା୪- ଚେପକ ଷ୍ଟାଡିୟମର ପିଚ୍ ସ୍ପିନରଙ୍କୁ ସୁହାଇବ। ଏହାକୁ ଦୃଷ୍ଟିରେ ରଖି କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଅଧିନାୟକ ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳରେ ସ୍ଥାନ ପାଇଛନ୍ତି ଏକାଧିକ...
ବୁମରାଙ୍କୁ ପାକିସ୍ତାନ ବୋଲରଙ୍କ ସହ ତୁଳନା କଲେ ପ୍ରାକ୍ତନ ପେସର
କରାଚୀ, ୧୩ା୪- ଭାରତୀୟ ପେସର ଯଶପ୍ରୀତ ବୁମରାଙ୍କୁ ବିଶ୍ୱ କ୍ରିକେଟରେ ଅନ୍ୟତମ ଘାତକ ବୋଲର ଭାବେ ଗଣାଯାଏ। ହେଲେ ପାକିସ୍ତାନ ପେସର ଶାହିନ ଆଫ୍ରିଦୀ, ବୁମରାଙ୍କ ଠାରୁ ଭଲ ବୋଲର ବୋଲି କହିଛନ୍ତି ପୂର୍ବତନ ପେସର ଆବିକ ଜାଭେଦ୍। ୨୦୧୮ରେ...
ଆଇସିସିର ଏହି ପୁରସ୍କାର ଜିତିଲେ ଭୁବନେଶ୍ୱର କୁମାର
ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ମାର୍ଚ୍ଚ ମାସ ପାଇଁ ଆଇସିସି ‘ପ୍ଲେୟାର ଅଫ ଦି ମନ୍ଥ’ ପୁରସ୍କାର ବିଜେତା ଘୋଷଣା କରିଛି। ‘ଆଇସିସି ପ୍ଲେୟାର ଅଫ ଦି ମନ୍ଥ’ ପୁରୁଷ ଦଳ ପାଇଁ ଭାରତୀୟ ବୋଲର ଭୂବନେଶ୍ୱର...
Archives


