ଖେଳ

ଇତିହାସ ରଚିପାରନ୍ତି ବୁମ୍‌ରା

ଲଡ୍ସ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେରେ ଖେଳାଯିବ। ଉଭୟ ଦଳ ମଧ୍ୟରେ ଏହି ଟେଷ୍ଟ ଅଗଷ୍ଟ ୨୫ରୁ ଅର୍ଥାତ୍‌ ଆଜିଠୁ ଆରମ୍ଭ ହେବ। ଇଂଲଣ୍ଡ ଦଳ ବିପକ୍ଷ ତୃତୀୟ ମ୍ୟାଚ ଟିମ…

କ୍ଷମା ମାଗିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଜୋହାନ୍ସବର୍ଗ,୨୪।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟ କିପର ତଥା ବର୍ତ୍ତମାନର ମୁଖ୍ୟ କୋଚ ମାର୍କ ବାଉଚର୍‌ କ୍ଷମା ମାଗିଛନ୍ତି। ସେ ଖେଳୁଥିବା ସମୟରେ ଅପମାନଜନକ ଗୀତ ଗାଉଥିବା ଏକ ଗୋଷ୍ଠୀର ଅଂଶ ହୋଇଥିବାରୁ ଏବଂ ଅଶ୍ୱେତ ସାଥୀ ଖେଳାଳିଙ୍କ ଅପମାନ କରିଥିବାରୁ…

ବିରାଟବାହିନୀଙ୍କୁ ଡରିଗଲେ ଇଂଲଣ୍ଡ ଅଧିନାୟକ: କହିଲେ ଏମିତି କଥା

ଲଣ୍ଡନ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଅଗଷ୍ଟ ୨୫ ବୁଧବାର ଠାରୁ ଆରମ୍ଭ ହେଉଛି। ହେଡିଙ୍ଗଲିରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହେବେ।…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶରୀରକୁ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନ କ୍ରିକେଟର୍‌

ଇସଲମାବାଦ,୨୪।୮:ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ଧରି ପିଠି ଯନ୍ତ୍ରଣା ସହ ସଂଗ୍ରାମ କରିଆସୁଛନ୍ତି। ଯଦିଓ ସେ ଶ୍ରୀଲଙ୍କା ଗସ୍ତରେ କିଛି ଓଭର ବୋଲିଂ କରିଥିଲେ ମଧ୍ୟ ସେ ନିଜର ସ୍ପେଲ୍‌ ପୂରଣ କରିପାରି ନ ଥିଲେ। ଏଭଳି ପରିସ୍ଥିତିରେ…

ଇତିହାସ ରଚିଲେ ଏହି କ୍ରିକେଟର୍‌

କିଙ୍ଗଷ୍ଟନ,୨୪।୮:ପାକିସ୍ତାନ କ୍ରିକେଟ ଦଳର ଏବେ ନୂଆ ସଙ୍କଟମୋଚକ ହେଉଛନ୍ତି ଫୱାଦ ଆଲାମ। ଦଳର ଆବଶ୍ୟକତା ସମୟରେ ସେ ଚମତ୍କାର ଖେଲ ପ୍ରଦର୍ଶନ କରୁଛନ୍ତି॥ ୱେଷ୍ଟଇଣ୍ଡିଜ ବିପକ୍ଷରେ କିଙ୍ଗଷ୍ଟନ ଟେଷ୍ଟର ତୃତୀୟ ଦିନରେ ସେ ଏକ ଶତକ ସ୍କୋର କରି ଏହା ପ୍ରମାଣ…

୫୦ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟ୍‌ ଦଳ ରଚିଥିଲା ଇତିହାସ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆକୁ ୨୫ ଅଗଷ୍ଟରୁ ହେଡିଙ୍ଗଲିରେ ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବ। ଲର୍ଡସ ଟେଷ୍ଟ ଜିତିବା ପରେ ଭାରତ ଏହି ସିରିଜକୁ ୧-୦ରେ ଆଗେଇ ନେଇଛି। କିନ୍ତୁ କିଛି ଦଶନ୍ଧି…

ବିରାଟ କୋହଲିଙ୍କଠାରୁ ଅଧିକ ଦରମା ନିଅନ୍ତି ଏହି ୨ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ। ବିରାଟ ଗୋଟିଏ ବର୍ଷରେ କେତେ ଟଙ୍କା ରୋଜଗାର କରନ୍ତି ତାହା ସାଧାରଣ ଲୋକ କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ବିସିସିଆଇ ମଧ୍ୟ ବିରାଟଙ୍କୁ…

ବ୍ୟାଟ୍‌ରେ ଏହି କ୍ରିକେଟର୍‌ଙ୍କ ମୁଣ୍ଡ ଫଟାଇବାକୁ ଚାହୁଁଥିଲେ ଶୋଏବ ଅଖତର

ଲାହୋର,୨୪।୮: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ତାଙ୍କ ସାଥୀ ଖେଳାଳି ତଥା ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ନିକଟରେ ଆଫ୍ରିଦି ଏକ ସାକ୍ଷାତକାରରେ ଅଖତର ଏକ କଥାକୁ ନେଇ ଏତେ ରାଗିଯାଇଥିଲେ…

କାଲିଠୁ ଟୋକିଓ ପାରାଲିମ୍ପିକ୍ସ: ୯ ଇଭେଣ୍ଟରେ ଭାରତର ପ୍ରତିଯୋଗୀ

ଟୋକିଓ, ୨୩।୮: କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ସଫଳ ଆୟୋଜନ ପରେ ମଙ୍ଗଳବାରଠାରୁ ଟୋକିଓରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍‌ କ୍ରୀଡ଼ାର ୧୬ତମ ସଂସ୍କରଣ। ଅନ୍ତର୍ଜାତୀୟ ପାରାଲିମ୍ପିକ୍‌ କମିଟି ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ। ଏଥିରେ…

ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍‌କା

ଲଣ୍ଡନ,୨୩।୮: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳ ଏକ ବଡ଼ ଝଟ୍‌କାର ସମ୍ମୁଖୀନ ହୋଇଥିଲା। କାନ୍ଧରେ ଆଘାତ ଲାଗିଥିବାରୁ ଦ୍ରୁତ ବୋଲର ମାର୍କ ଉଡ୍‌ ହେଡିଙ୍ଗଲି ଟେଷ୍ଟରୁ ବାଦ ପଡିଛନ୍ତି। ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ଫିଲ୍ଡିଂ…

୧୦ ବର୍ଷ ପରେ ଦଳକୁ ଫେରି ମାତ୍ର ୧୦ ମ୍ୟାଚ୍‌ରେ ବୋର୍ଡକୁ ଚମକାଇଲେ ଏହି କ୍ରିକେଟର୍‌

ଇସଲମାବାଦ,୨୩।୮: ୧୦ ବର୍ଷ ପରେ କୌଣସି ଖେଳାଳି ଦଳକୁ ଫେରିବା ହୁଏତ ସମ୍ଭବ ହୁଏନି। ଏତେ ଦିନ ଅପେକ୍ଷା କରିବା ପୂର୍ବରୁ ମଧ୍ୟ କିଛି ଖେଳାଳି ଆଶା ଛାଡି ଘରେ ବସି ଅବସର ନେଇଯାଆନ୍ତି। କ୍ରିକେଟ ଦୁନିଆରେ ଏମିତି ଅନେକ ଉଦାହରଣ…

ନିଜକୁ ଶାନ୍ତ ଯୁବକ କହିଲେ ରିଷଭ ପନ୍ତ: ସାଥି ଖେଳାଳି କହିଲେ…

ଲଣ୍ଡନ,୨୩।୮: ଭାରତୀୟ ଉଇକେଟ୍‌ କିପର ରିଷଭ ପନ୍ତ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ଏବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ପନ୍ତ ଦଳ ସହ ଅଛନ୍ତି। ଦଳ ସହ ଅଭ୍ୟାସ କରିବା ସହ ସେ ସୋସିଆଲ ମିଡିଆରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?