ପାକିସ୍ତାନକୁ ନେଇ ଚର୍ଚ୍ଚା ବଢ଼ିବା ପରେ କଡ଼ା ଜବାବ ଦେଲେ ଗମ୍ଭୀର: କହିଲେ ‘ଆଇପିଏଲ୍ ଯୋଗୁ…’
ନୂଆଦିଲ୍ଲୀ,୧୮।୮: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟିମ୍ ବ୍ୟସ୍ତ ଥିଲେ ହେଁ ଏବେଠାରୁ ବିଶ୍ୱକପ୍କୁ ନେଇ ଚର୍ଚ୍ଚା ହେବାରେ ଲାଗିଲାଣି। ଏହା ପଛର କାରଣଟି ହେଲା ପାକିସ୍ତାନ ବିପକ୍ଷରେ ଥିବା ପ୍ରଥମ ମ୍ୟାଚ୍। ୟୁଏଇରେ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବାରୁ…
୧୩ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏହି କ୍ରିକେଟର: ପ୍ରଥମ ମ୍ୟାଚ୍ରେ କରିଥିଲେ ମାତ୍ର ୧୨ ରନ୍; ଏବେ…
ନୂଆଦିଲ୍ଲୀ,୧୮।୮: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି ଆଜିକୁ ଠିକ୍ ୧୩ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। କୋହଲି ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଦିନିକିଆ ମ୍ୟାଚ୍ରେ ଡେବ୍ୟୁ କରିଥିଲେ। ସେତେବେଳେ ଯୁବ କ୍ରିକେଟର ଥିବା କୋହଲି…
ତୃତୀୟ ଟେଷ୍ଟରେ ଭାରତକୁ ହରାଇବା କଷ୍ଟକର: କାରଣ ୫୪ ବର୍ଷ ହେବ..
ହେଡିଙ୍ଗଲେ,୧୮।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୨୫ ଅଗଷ୍ଟରୁ ହେଡିଙ୍ଗଲେରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ଡ୍ର ଥିଲା। ବିରାଟ କୋହଲିଙ୍କ…
ବିଶ୍ୱକପ୍ ମୁକାବିଲା ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ; କହିଲେ…
ନୂଆଦିଲ୍ଲୀ, ୧୮।୮: ଆଇସିସି ପକ୍ଷରୁ ୟୁଏଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୧ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ଭାରତର ପ୍ରଥମ ମ୍ୟାଚ୍ ପାକିସ୍ତାନ ସହ ଥିବା ଦେଖାଯାଇଛି। ମ୍ୟାଚ୍କୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥିବା ବେଳେ ପାକିସ୍ତାନୀ ଦଳର…
ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା !
ଲଣ୍ଡନ,୧୮।୮: ଇଂଲଣ୍ଡ ପେସର ମାର୍କ ଉଡ୍ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ତାଙ୍କ କାନ୍ଧରେ ଆଘାତ ଲାଗିଛି। ଏବେ ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି। ଆସନ୍ତା ଦୁଇ…
ଆଜିର ଦିନରେ ଖେଳାଯାଇଥିଲା ଟେଷ୍ଟ ଇତିହାସର ସବୁଠୁ ଛୋଟ ମ୍ୟାଚ୍
ସାଧାରଣତଃ ଟେଷ୍ଟ କ୍ରିକେଟ ମ୍ୟାଚ୍ ୫ ଦିନ ଧରି ଚାଲିଥାଏ। ଏପରି ପରିସ୍ଥିତିରେ, ଯଦି ଗୋଟିଏ ମ୍ୟାଚ ୨ ଦିନରେ ଶେଷ ହୁଏ, ତେବେ ଏହା ଜାଣି କେହି ଆଶ୍ଚର୍ଯ୍ୟ ହେବେ। ଟେଷ୍ଟ କ୍ରିକେଟ୍ ଇତିହାସରେ ଏହିପରି ସୁଯୋଗ କ୍ୱଚିତ୍ ଆସିଛି।…
ଏହିସବୁ ଭୁଲ୍ କରୁଛନ୍ତି ବିରାଟ କୋହଲି
ନୂଆଦିଲ୍ଲୀ,୧୮।୮: ଇଂଲଣ୍ଡ ଗସ୍ତରେ ଦମଦାର ଖେଳ ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦଳ ଲର୍ଡସ ଟେଷ୍ଟ ଜିତିଛି, କିନ୍ତୁ ବିରାଟ କୋହଲିଙ୍କ ଫର୍ମ ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ନଟିଂହାମରେ ଫ୍ଲପ ହେବା ପରେ ଅଧିନାୟକ କୋହଲି ଦ୍ୱିତୀୟ ଟେଷ୍ଟରେ…
ମାତ୍ର ୪୦ ବଲ୍ରେ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍
ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ (ଆର୍ଆର୍) ପାଇଁ ଏକ ଖୁସି ଖବର ଅଛ। ଦଳର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ଜବରଦସ୍ତ ଫର୍ମରେ ଅଛନ୍ତି। ଦି ହଣ୍ଡ୍ରେଡରେ ସେ ଉଭୟ ବଲ ଏବଂ ବ୍ୟାଟ ସହିତ ନିଜର…
୨୧ଟି ଛକା ମାରି ଷ୍ଟାର୍ ପାଲଟିଥିଲେ ଏହି ବିସ୍ଫୋରକ କ୍ରିକେଟର୍
ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ତାଙ୍କ ସମୟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସନ୍ଦୀପ ପାଟିଲଙ୍କ ଆଜି ଜନ୍ମଦିନ। ୧୮ ଅଗଷ୍ଟ ୧୯୫୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସନ୍ଦୀପ ପାଟିଲଙ୍କୁ ଆଜି ୬୫ ବର୍ଷ ବୟସ ହୋଇଛି। ସନ୍ଦୀପ ପାଟିଲ ତାଙ୍କ କ୍ୟାରିୟରରେ…
ପିଭି ସିନ୍ଧୁଙ୍କ ଦେଶୀ ଅବତାର: ପିନ୍ଧିଥିବା ଶାଢିର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ
ଅଲିମ୍ପିକ ଗେମ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ସୁନାମ ଅର୍ଜନ କରିଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ନିକଟରେ ଏକ ଶାଢି ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଦେଶୀ ଲୁକ୍ରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କ ଶାଢି ପିନ୍ଧା ଫଟୋଗୁଡ଼ିକ ବହୁତ…
ଭାରତୀୟ ଦଳର ବିଜୟ ପରେ ଏମିତି କହିଲେ ପୂର୍ବତନ ପାକିସ୍ତାନ ଅଧିନାୟକ
ଇସଲାମାବାଦ,୧୮।୮ : ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍ରେ ୧୫୧ ରନ୍ରେ ଇଂଲଣ୍ଡକୁ ହରାଇବା ପରେ ଟିମ୍ ଇଣ୍ଡିଆକୁ ବହୁ ପୂର୍ବତନ ଖେଳାଳି ପ୍ରଶଂସା କରିଛନ୍ତି। ପ୍ରଶଂସକଙ୍କ ତାଲିକାରେ ସାମିଲ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ ହକ୍।…
ଆମ ପଦକ ଦେଶକୁ ନବୀନଙ୍କ ଉପହାର: ମନପ୍ରୀତ୍
ଭୁବନେଶ୍ୱର,୧୭।୮: ଭାରତୀୟ ଅଧିନାୟକ ମନପ୍ରୀତ୍ ସିଂ ହକିରେ ଦୃଷ୍ଟାନ୍ତମୂକଳ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ପୁରୁଷ ଦଳର ବ୍ରୋଞ୍ଜ ପଦକ ଦେଶକୁ ନବୀନଙ୍କ ଏକ ବଡ଼ ଉପହାର ବୋଲି ସେ କହିଛନ୍ତି। କ୍ରୀଡ଼ାର ଜଣେ ବଡ଼…

