Posted inଖେଳ

ମୁମ୍ବାଇର ବ୍ୟାଟିଂ ଲାଇନ ଅପ୍‌କୁ ବିଗାଡି ଦେଲେ ରସେଲ

ଚେନ୍ନାଇ, ୧୩ା୪- ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ଅପ୍‌କୁ ବିଗାଡି ଦେଲେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲରମାନେ। ଆନ୍ଧ୍ରେ ରସେଲ ଏହାର ପୂରା ଶ୍ରେୟ ପାଇଁ ହକ୍‌ଦାର। ସେ ମାତ୍ର ୨ ଓଭରରେ ୧୫ ରନ୍‌ ଦେଇ ହାତେଇଛନ୍ତି ୫ ଉଇକେଟ। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ତାଙ୍କ ବ୍ୟତୀତ ପାଟ କୁମିନ୍ସ ଦୁଇଟି ସଫଳତା ପାଇଥିବାବେଳେ ଶାକିବ ଅଲ ହାସନ, ବରୁଣ ଚକ୍ରବର୍ତ୍ତୀ ଓ ପ୍ରସିଦ୍ଧ କ୍ରିଷ୍ଣା ହାତେଇଥିଲେ ଗୋଟିଏ ଲେଖାଏ ଉଇକେଟ। ଫଳରେ ମୁମ୍ବାଇ ଦଳ ପୂରା ୨୦ ଓଭରରେ ୧୫୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। କେକେଆର ଆଗରେ ଧାର୍ଯ୍ୟ ହୋଇଛି ୧୫୩ ରନ୍‌ର ଟାର୍ଗେଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ଘୋଷଣା କଲେ ଘରୋଇ କ୍ରିକେଟ୍‌ର ସଙ୍କଟମୋଚକ

ନୂଆଦିଲ୍ଲୀ,୨୯।୭(ପି.ଟି.): ଅଭିଜ୍ଞ ଘରୋଇ କ୍ରିକେଟର ରଜତ ଭାଟିଆ ବୁଧବାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କର କୌଣସି ଅବସୋସ ନାହିଁ...

ବାଂଲାଦେଶ ଡେଭଲପମେଣ୍ଟ କୋଚ୍‌ କରୋନା ପଜିଟିଭ୍‌

ଢାକା,୧୩।୫ (ପି.ଟି.): ବାଂଲାଦେଶ ଡେଭଲପ୍‌ମେଣ୍ଟ କୋଚ୍‌ ତଥା ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଅଶିକୁର ରହମାନ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣା ପଡିଛି। ଗତକାଲି ରିପୋର୍ଟ...

ଜାତୀୟ ସବ୍‌ଜୁନିୟର ହକି: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର(ଡିଭିଜନ-ଏ) ହକି ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ଶୁଟ୍‌ଆଉଟ୍‌ ୩-୧...

କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ: ଗୁଆହାଟି ମଇଦାନରେ ମାରିଲେ କ୍ୟାରିୟରର ୪୫ତମ ଶତକ

ଗୁଆହାଟି,୧୦।୧: ନିଜ କ୍ୟାରିୟରର ୪୫ତମ ଶତକ ମାରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ମଙ୍ଗଳବାର ଖେଳାଯାଉଥିବା ମ୍ୟାଚ୍‌ରେ ସେ ବିସ୍ଫୋରକ ବ୍ୟାଟିଂ କରି...

ଦମୟନ୍ତୀ ଖେସ୍‌ଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୨ା୧୧(କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ୩୭ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ମିଟ୍‌ର ପ୍ରଥମ ଦିବସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି...

ରେଞ୍ଜର୍ସ ଏଫ୍‌ସି ତରଫରୁ ଖେଳିଲେ ବାଲା ଦେବୀ

ନୂଆଦିଲ୍ଲୀ, ୨୦ା୧୦ (ପି.ଟି.)-ଭାରତୀୟ ମହିଳା ଫୁଟ୍‌ବଲ ଟିମ୍‌ ଫରଓ୍ବାର୍ଡ ବାଲା ଦେବୀ ସୁଦୂର ସ୍କଟଲାଣ୍ଡରରେ ଖେଳ ପଡ଼ିଆକୁ ଫେରିଛନ୍ତି। ଏହି ଦେଶର ଅନ୍ୟତମ ଅଗ୍ରଣୀ ମହିଳା...

ଶାହିଦି ୨୦୦*, ଅସଗର ୧୬୪

ଆବୁଧାବି, ୧୨।୩-ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଚାଲିଥିବା ଜିମ୍ବାଓ୍ବେ ବିପକ୍ଷ ଟେଷ୍ଟ ମ୍ୟାଚରେ ଆଫଗାନିସ୍ତାନ ବୃହତ୍‌ ସ୍କୋର ଛିଡ଼ା କରିଛି। ହାସମାତୁଲ୍ଲା ଶାହିଦିଙ୍କ ଅପରାଜିତ ଦ୍ୱିଶତକ...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବୋର୍ନ,୨୯।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ସିରିଜ୍‌ ୧-୧ ବରାବର ରହିଛି। ଭାରତୀୟ ଦଳ...

Advertisement
Archives

Model This Week