ଝଗଡ଼ାକୁ ଆମେ ଡରୁନାହୁଁ, ଆମକୁ ଧକ୍କା ଦେଲେ ଆମେ ତାର ଜବାବ ଦେବୁ: ଇଂଲଣ୍ଡ କୋଚ୍
ଲଣ୍ଡନ,୧୯।୮: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଅନେକ କାରଣରୁ ସ୍ମରଣୀୟ ଥିଲା। ହେଲେ ଏହି ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ କିଛି ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଏବେ ଇଂଲଣ୍ଡର ମୁଖ୍ୟ କୋଚ୍ କ୍ରିସ ସିଲଭରଉଡ୍ ଏହି ପ୍ରସଙ୍ଗରେ ଏକ…
ଏହି କ୍ରିକେଟର୍ଙ୍କୁ ପ୍ରବଳ ଗାଳି ଦେଇଥିଲେ କୋହଲି, ଏବେ କଲେ ଖୁଲାସା
ଲଣ୍ଡନ,୧୯।୮:ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଅନେକ ମତଭେଦ ଲାଗି ରହିଥିଲା। ପିଚ୍ରେ ଦୌଡ଼ିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଆଣ୍ଡରସନଙ୍କୁ କଡ଼ା ଜବାବ ଦେଇଥିଲେ। କୋହଲି ଏପରିକି ଆଣ୍ଡରସନଙ୍କୁ କହିଥିଲେ…
ଗୋଟିଏ ନିଶ୍ୱାସରେ ମ୍ୟାଚ୍ ଛଡ଼ାଇ ଆଣିପାରନ୍ତି ଏହି ଭାରତୀୟ ଅଲରାଉଣ୍ଡର: କାର୍ତ୍ତିକ
ନୂଆଦିଲ୍ଲୀ,୧୯।୮: ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ ୨୦୨୧। ଏହାକୁ ନେଇ କ୍ରିକେଟ ବିଶେଷଜ୍ଞ ଏବଂ ସମୀକ୍ଷକମାନେ ନିଜର ମତ ରଖୁଛନ୍ତି। ଏହି ତାଲିକାରେ ଯୋଡ଼ି ହୋଇଛନ୍ତି କ୍ରିକେଟର ଦୀନେଶ କାର୍ତ୍ତିକ। ସେ କହିଛନ୍ତି ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ…
ଏହି ଭାରତୀୟ କ୍ରିକେଟର୍ଙ୍କୁ ‘ସାଲ୍ୟୁଟ୍’ ମାରିଲେ ପାକିସ୍ତାନୀ ସାମ୍ବାଦିକା
ଇସଲାମାବାଦ,୧୯।୮: ଇଂଲଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟ ଭାରତୀୟ ପେସ୍ ବୋଲର୍ ମହମ୍ମଦ ସିରାଜ୍ ଚମତ୍କାର ବୋଲିଂ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏହି ଟେଷ୍ଟରେ ଉଭୟ ଇନିଂସରେ ୪-୪ ଉଇକେଟ୍ ନେଇଥିଲେ। ଫଳରେ ଭାରତ ଏହି…
ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନେଲା ଚକିତ କଲା ଭଳି ନିଷ୍ପତ୍ତି
ଲର୍ଡସ,୧୯।୮: ଲର୍ଡସରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଯିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଏକ ଚକିତ କଲା ଭଳି ନିଷ୍ପତ୍ତି ନେଇଛି। ଅଗଷ୍ଟ ୨୫ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳ ଏହାର…
ବାହୁବଳୀ ସାଜିଲେ ରିଷଭ ପନ୍ତ, କଲେ ଏମିତି କାମ
ଲର୍ଡସ,୧୯।୮: ଭାରତୀୟ କ୍ରିକେଟ ଦଳ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ବିଜୟ ହାସଲ କରି ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ଅଗଷ୍ଟ ୨୫ ରୁ ଆରମ୍ଭ ହେବାକୁ ଥିବା ଲିଡସ ଟେଷ୍ଟ ପାଇଁ ଭାରତୀୟ ଦଳ ପ୍ରସ୍ତୁତି…
ଭାରତୀୟ କ୍ରିକେଟ୍ ଦଳକୁ ଚେତାବନୀ
ଲର୍ଡସ,୧୯।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ତେବେ ଇଂଲଣ୍ଡ ଦଳ ଏଥିରେ ଆଦୌ ବିଚଳିତ ହେଉନାହିଁ ବୋଲି କୋଚକ୍ରିସ ସିଲଭରଉଡ କହିଛନ୍ତି। ସେ ଯୁଦ୍ଧ କରିବାକୁ ଭୟ କରନ୍ତି ନାହିଁ,…
ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଏକମାତ୍ର ଲକ୍ଷ୍ୟ
ଜାପାନର ଟୋକିଓରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାରାଲିମ୍ପିକ୍ସ କ୍ରୀଡ଼ା। ଏଥିରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା ବ୍ୟାଡ୍ମିଣ୍ଟନ ତାରକା ପ୍ରମୋଦ ଭଗତ। ବରଗଡ଼ର ଅତାବିରାରେ ଜନ୍ମିତ(୧୯୮୮ ଏପ୍ରିଲ…
ଟି-୨୦ ବିଶ୍ୱକପ୍ ପୂର୍ବରୁ ବଡ ଭବିଷ୍ୟବାଣୀ
ଲଣ୍ଡନ,୧୮।୮: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ବହୁତ କମ ସମୟ ବାକି ଅଛି। ଅକ୍ଟୋବର ୧୭ରୁ ୟୁଏଇ ମାଟିରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମଧ୍ୟ ଅନେକ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।…
କ୍ୟାପଟେନ ରୁଟ୍ଙ୍କ ଷ୍ଟ୍ରାଟେଜି ଉପରେ ଉଠିଲା ପ୍ରଶ୍ନ
ଲଣ୍ଡନ,୧୮।୮ : ଲଡର୍ସ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥିବା ସତ୍ତ୍ୱେ ଇଂଲଣ୍ଡର ପରାଜୟକୁ ହଜମ କରିପାରୁ ନାହାନ୍ତି ପୂର୍ବତନ ଅଧିନାୟକ ମାଇକେଲ ଭନ। ସେ ଅଧିନାୟକ ଜୋ ରୁଟ୍ଙ୍କ ଷ୍ଟ୍ରାଟେଜି ଉପରେ ପ୍ରଶ୍ନ ଉଠାଇଛନ୍ତି। ମହମ୍ମଦ ଶାମି ଓ ଯଶପ୍ରୀତ ବୁମରାଙ୍କ…
ରୁଟ୍ଙ୍କୁ ରୋକିବା ପାଇଁ ଟିମ୍ ଇଣ୍ଡିଆକୁ ପରାମର୍ଶ
ନୂଆଦିଲ୍ଲୀ,୧୮।୮ : ପେସରଙ୍କ କାରଣରୁ ଟିମ୍ ଇଣ୍ଡିଆ ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୧-୦ର ଅଗ୍ରଣୀ ହାସଲ କରିଛି। କିନ୍ତୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ଙ୍କ ଆଗରେ ଭାରତୀୟ ପେସରମାନେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଚଳିତ ସିରିଜ୍ରେ ଏବେ ସୁଦ୍ଧା…
ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ରେ ବଡ଼ ପରିବର୍ତ୍ତନ
ଦୁବାଇ,୧୮।୮ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଡର୍ସଠାରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ଶେଷ ହେବା ପରେ ଖେଳାଳିଙ୍କ ମାନ୍ୟତାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମ୍ୟାଚ୍ରେ ଶତକ ହାସଲ କରିଥିବା ଲୋକେଶ ରାହୁଲ ୧୯ଟି ସ୍ଥାନ ଉପରକୁ ଉଠିଛନ୍ତି। ଅଧିନାୟକ ବିରାଟ…

