ଖେଳ

ରେକର୍ଡରେ ଏଭଳି କୋହଲି: ଧୋନୀଙ୍କ ପରେ ଭାରତର ଦ୍ୱିତୀୟ ସଫଳ ଟି୨୦ ଅଧିନାୟକ; ବିଶ୍ୱରେ ପଞ୍ଚମ…

ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ଟି୨୦ ବିଶ୍ୱକପ୍‌ ପରେ ଟି୨୦ ଟିମ୍‌ର ଅଧିନାୟକତ୍ୱ ଛାଡ଼ିବାକୁ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ନିଷ୍ପତ୍ତି ନେଇ ସୂଚନା ଦେଇଥିଲେ। ହେଲେ ଯଦି ଅନ୍ତର୍ଜାତୀୟସ୍ତରର…

ଇମ୍ରାନଙ୍କ ଆଶ୍ୱାସନା ସତ୍ତ୍ୱେ ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ

ରାଓ୍ବଲପିଣ୍ଡି,୧୭।୯: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଏଠାରେ ଶୁକ୍ରବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବାର ଥିଲା। କିନ୍ତୁ ମ୍ୟାଚ୍‌ ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ସୁରକ୍ଷା ଗତ କାରଣ ଦର୍ଶାଇ ପୂରା ଗସ୍ତକୁ ବାତିଲ ଘୋଷଣା କରିଛି ନ୍ୟୁଜିଲାଣ୍ଡ କ୍ରିକେଟ୍‌। ଏପରିକି…

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଇସଲାମାବାଦ,୧୭।୯: ପାକିସ୍ତାନ କ୍ରିକେଟ ବୋର୍ଡର ନୂତନ ଚେୟାରମ୍ୟାନ ରମିଜ ରାଜା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଭଳି କ୍ୟାପଟେନଙ୍କ ଭଳି ବାବର ଆଜମଙ୍କଠାରୁ ମଧ୍ୟ ସେ ଆଶା କରିଥିଲେ। ସେ ବାବରଙ୍କୁ ବ୍ୟକ୍ତିଗତ ଭାବରେ…

ଭାରତର ଭାବି ଅଧିନାୟକ ଭାବେ ଏହି ଖେଳାଳିଙ୍କୁ ପ୍ରସ୍ତୁତ କରାଯାଉ: ସୁନିଲ ଗାଭାସ୍କର

ନୂଆଦିଲ୍ଲୀ,୧୭।୯: ଟି୨୦ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଅଧିନାୟକ ପଦରୁ ହଟିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଏପରି ସ୍ଥିତିରେ ଆଗାମୀ ଦିନରେ ପଦବୀ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହାନ କ୍ରିକେଟର ସୁନୀଲ…

ଗମ୍ଭୀରଙ୍କ ଦାବି; ଦୁନିଆରେ କେବଳ ଜଣେ ବ୍ୟାଟ୍ସମ୍ୟାନ ବୁମ୍‌ରାଙ୍କୁ ଖେଳିପାରନ୍ତି; ସେ ହେଲେ…

ନୂଆଦିଲ୍ଲୀ,୧୭।୯: ଭାରତୀୟ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ କେବଳ ଜଣେ ଖେଳାଳି ଭଲ ଭାବେ ଖେଳିପାରନ୍ତି। ସେ ହେଉଛନ୍ତି ଏବି ଡି ଭିଲିୟର୍ସ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କ ସହ ବାର୍ତ୍ତାଳାପରେ ଗମ୍ଭୀର କହିଛନ୍ତି,…

କୋହଲିଙ୍କୁ ଲାଗିପାରେ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୯: ଆସନ୍ତା ମାସର ବିଶ୍ୱକପ ପରେ ବିରାଟ କୋହଲିଙ୍କ ଭାରତର ଟି -୨୦ ଅଧିନାୟକତ୍ୱରୁ ଇସ୍ତଫା ଦେବା ନିଷ୍ପତ୍ତି ସମସ୍ତଙ୍କୁ ଚିକିତ କରିଛି। କିନ୍ତୁ ଏହା ସୂଚାଇ ଦେଉଛି ଯେ କୋହଲି ଦିନିକିଆ ଢାଞ୍ଚାରେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି।…

ପିଲାଦିନେ ଅପହରଣର ହୋଇଥିଲେ ଶିକାର, ଏବେ ଭାରତର ନମ୍ବର-୧ ସ୍ପିନର୍‌

ଭାରତୀୟ ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଜି ୩୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନେକ ସେଲିବ୍ରିଟି ତଥା ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟେଷ୍ଟ ଫର୍ମାଟରେ ୩୦୦ ଉଇକେଟ ନେଇଥିବା…

କାହିଁକି ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୭।୯: ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଗୁରୁବାର କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ନୋଟ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ଜରିଆରେ ଟି -୨୦ ବିଶ୍ୱକପ ପରେ ସେ ଏହି ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱ…

ପନ୍ତ ଦିଲ୍ଲୀ ଅଧିନାୟକ ରହିଲେ

ଦୁବାଇ,୧୭।୯ (ପି.ଟି.) ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ମ୍ୟାଚଗୁଡ଼ିକ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଧିନାୟକ ପଦ ବଜାୟ ରଖିଛନ୍ତି। ଗତବର୍ଷ ଶ୍ରେୟାସ ଆୟାରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରି…

‘ଫିଟ୍‌ ଟୁ ଫ୍ଲାଏ’ ସାର୍ଟିଫିକେଟ ଅପେକ୍ଷାରେ ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୭। ୯(ପି.ଟି.) ୟୁନାଇଟେଡ କିଙ୍ଗ୍‌ଡମ୍‌(ୟୁକେ)ରେ ଅଟକ ରହିଥିବା ଭାରତର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ଫିଲ୍ଡିଂ କୋଚ୍‌ ଭରତ ଅରୁଣ ଓ ଆର. ଶ୍ରୀଧର ପ୍ରମୁଖ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିବା ପରେ ‘ଫିଟ୍‌ ଟୁ ଫ୍ଲାଏ’ ଟେଷ୍ଟ ଦେବାକୁ…

ଟି୨୦ରେ ଅଧିନାୟକ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ, ୧୬।୯: ଟି୨୦ ଅଧିନାୟକ ଭାବେ ଆଗାମୀ ବିଶ୍ୱକପ୍‌ ହେବ ବିରାଟ କୋହଲିଙ୍କ ଶେଷ ପ୍ରତିଯୋଗିତା। ଏହି ଫର୍ମାଟରେ ନେତୃତ୍ୱ ନେବାରେ ତାଙ୍କର ରେକର୍ଡ ଯଥେଷ୍ଟ ଭଲ। ୨୦୦୭ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲେ ହେଁ…

ନିଷ୍ପତ୍ତି ପୂର୍ବରୁ ରୋହିତଙ୍କ ସହ କଥା ହୋଇଥିଲେ କୋହଲି

ନୂଆଦିଲ୍ଲୀ,୧୬।୯: ୟୁଏଇ ଓ ଓମାନଠାରେ ଆସନ୍ତା ଅକ୍ଟୋବରରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ କ୍ରିକେଟର ସବୁଠୁ ଛୋଟିଆ ଫର୍ମାଟର ଅଧିନାୟକ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। କିନ୍ତୁ ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଦଳର ନେତୃତ୍ୱ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?