ଖେଳ

ଡେବ୍ୟୁ ମାଚ୍‌ରେ ଶେଷ ହୋଇଥାନ୍ତା କ୍ୟାରିୟର! ହେଲେ ଧୋନୀଙ୍କ ପାଇଁ ସଫଳ ଖେଳାଳି ପାଲଟିଲେ ଏହି ଅଲ୍‌ରାଉଣ୍ଡର

ନୂଆଦିଲ୍ଲୀ,୧୫।୯: ଆଉ କେଇ ଦିନ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱିତୀୟ ସଂସ୍କରଣ। ଏଥିରେ ବାଜିମାତ କିଏ କରିବ ତାହା ଉପରେ ସମସ୍ତଙ୍କ ରହିଛି। ବିଶେଷକରି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍‌କେ ନିଶ୍ଚୟ ଫାଇନାଲ…

ରାଗରେ ଜୋତା ଧରି ଏହି କ୍ରିକେଟର୍‌ଙ୍କୁ ମାରିବାକୁ ଗୋଡାଇ ଥିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୯: ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ନିକଟରେ ଏକ ପୁସ୍ତକ ‘ଷ୍ଟାରଗେଜିଂ-ଦ ପ୍ଲେୟାର୍ସ ଇନ୍‌ ମାଇ ଲାଇଫ୍‌’ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ସେ ତାଙ୍କ କ୍ୟାରିୟର ସମୟରେ କ୍ରିକେଟ ପଡ଼ିଆ ଭିତରେ ତଥା ବାହାରେ ଘଟିଥିବା ଘଟଣାଗୁଡ଼ିକ…

ସ୍ତ୍ରୀଙ୍କ ପାଇଁ ହୃଦୟସ୍ପର୍ଶୀ କଥା କହିଲେ କୋହଲି

ୟୁଏଇ,୧୫।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଜଣେ ହଟ୍‌ କପଲ୍‌ ଭାବରେ ଜଣାଶୁଣା। କ୍ରିକେଟ ଏବଂ ବଲିଉଡ କ୍ଷେତ୍ରରେ ଉଭୟ ଆଇକନ ହୋଇଥିବାରୁ ସେ ନିଜର ସାମାଜିକ କାର୍ଯ୍ୟ…

ରାହାଣେଙ୍କୁ ଆଉ ଥରେ ସୁଯୋଗ ମିଳୁ, ଫେଲ୍‌ ହେଲେ ଦଳରୁ ବାହାର କରିଦିଆଯାଉ: ସେହ୍ବାଗ

ନୂଆଦିଲ୍ଲୀ,୧୫।୯: ଭାରତର ପୂର୍ବତନ ଓପନର୍‌ ବିରେନ୍ଦର ସେହ୍ବାଗ କହିଛନ୍ତି ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ପରବର୍ତ୍ତୀ ଘରୋଇ ଟେଷ୍ଟ ସିରିଜରେ ଯଦି ସେ ବିଫଳ ହୁଅନ୍ତି ତେବେ ତାଙ୍କୁ ଟେଷ୍ଟ ଦଳରୁ ବାହାର କରିଦେବା ଉଚିତ ବୋଲି…

ବୋଲିଂ କରିବା ପୂର୍ବରୁ ବଲ୍‌କୁ ‘ଚୁମ୍ବନ’ ଦେଉଥିଲେ ମାଲିଙ୍ଗା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କଲମ୍ବୋ,୧୫।୯: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ଭେଟେରାନ ଫାଷ୍ଟ ବୋଲର ଲାସିଥ ମାଲିଙ୍ଗା ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଲାସିଥ ମାଲିଙ୍ଗା ୨୦୨୧ ଟି-୨୦ ବିଶ୍ୱକପ ଖେଳିବାକୁ ଚାହୁଁଥିଲେ, କିନ୍ତୁ ଶ୍ରୀଲଙ୍କା ଚୟନକର୍ତ୍ତା ତାଙ୍କୁ ଟୁର୍ନାମେଣ୍ଟ ପାଇଁ ଚୟନ…

କୋଟି କୋଟି ଟଙ୍କାର ମାଲିକ ଏହି ୭ କ୍ରିକେଟର୍‌, ତଥାପି କରୁଛନ୍ତି ସରକାରୀ ଚାକିରି

ଭାରତର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଧିନାୟକ ଏମଏସ ଧୋନୀ ନିଜ ଖେଳ ପାଇଁ ଦୁନିଆରେ ଯେତେ ପ୍ରସିଦ୍ଧ, ସେମାନେ ମଧ୍ୟ ରୋଜଗାର ହେତୁ ଚର୍ଚ୍ଚାରେ ଅଛନ୍ତି। ପ୍ରତିଦିନ କୋଟି ଟଙ୍କା ରୋଜଗାର କରୁଥିବା ଏହି କ୍ରିକେଟରମାନେ ମଧ୍ୟ…

ଆଇପିଏଲ୍‌ ଫାଇନାଲରେ ସିଏସ୍‌କେ ସହ ଲଢ଼ିବ ଆର୍‌ସିବି: ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୪।୯: ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ମ୍ୟାଚ୍‌ ପାଇଁ ୮ଟିମ୍‌ ୟୁଏଇରେ ପହଞ୍ଚିଛନ୍ତି। ଚଳିତ ଥର ଟୁର୍ନାମେଣ୍ଟ କିଏ ଜିତିବ କିଏ ହାରିବ ତାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏହି କ୍ରମରେ…

ନୂଆ ଆଇପିଏଲ ଦଳ ପାଇଁ ଇ-ବିଡିଂ ଯୋଜନା କରୁଛି ବିସିସିଆଇ

ମୁମ୍ବାଇ,୧୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅକ୍ଟୋବର ୧୭ ତାରିଖରେ ଦୁଇ ନୂଆ ଆଇପିଏଲ ଦଳ ଲାଗି ବିଡିଂ ପ୍ରକ୍ରିୟା ଆୟୋଜନ କରାଯିବ। ତେବେ ଏହା ଏକ ଇ-ବିଡିଂ ହେବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଗତ ଅଗଷ୍ଟ ୩୧…

କ୍ରିକେଟରୁ ବିଦାୟ ନେଲେ ୟର୍କର କିଙ୍ଗ୍‌

ନୂଆଦିଲ୍ଲୀ,୧୪।୯: ବିଶ୍ୱ କ୍ରିକେଟରେ ୟର୍କର କିଙ୍ଗ୍‌ ଭାବେ ଜଣାଶୁଣା ଲାସିଥ ମାଲିଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଟେଷ୍ଟ(୨୦୧୧) ଓ ଦିନିକିଆ (୨୦୧୯) କ୍ୟାରିୟର ଶେଷ କରିଥିବା ଶ୍ରୀଲଙ୍କା ଷ୍ଟାର ପେସର ଦୂରେଇ ଯାଇଛନ୍ତି ଟି୨୦ କ୍ରିକେଟରୁ।…

ଜୁନିୟର ହକି ବିଶ୍ୱକପ୍‌ ଭେନ୍ୟୁ ଦୌଡ଼ରେ ଭୁବନେଶ୍ୱର

ନୂଆଦିଲ୍ଲୀ,୧୪।୯: ଚଳିତ ବର୍ଷ ନଭେମ୍ବର ୨୫ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜନ ହେବାକୁ ଯାଉଛି ଜୁନିୟର ପୁରୁଷ ହକି ବିଶ୍ୱକପ୍‌। କିନ୍ତୁ ଏହି ଇଭେଣ୍ଟ କେଉଁ ସହରରେ ହେବ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏ…

ଭାରତୀୟ କ୍ରିକେଟର ଅଭୁଲା ଦିନ

ନୂଆଦିଲ୍ଲୀ,୧୪।୯: ଆଜିକୁ ଠିକ୍‌ ୧୪ ବର୍ଷ ତଳେ ଅର୍ଥାତ ୨୦୦୭, ସେପ୍ଟେମ୍ବର ୧୪ ତାରିଖରେ ଭାରତୀୟ ଦଳ ଟି୨୦ ଫର୍ମାଟରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ହରାଇଥିଲା। ମ୍ୟାଚ୍‌ର ପରିଣାମ ବାହାରିଥିଲା ବୋଲ ଆଉଟ୍‌ ଜରିଆରେ। କ୍ରିକେଟ ଇତିହାସର ଏହା ଏକମାତ୍ର…

ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳର କୋଚ୍‌ ହେବେ କିଏ; ଗାଙ୍ଗୁଲି କହିଲେ…

ନୂଆଦିଲ୍ଲୀ,୧୪।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ ରବି ଶାସ୍ତ୍ରୀ ଅନେକ ସଫଳତା ହାସଲ କରିଛନ୍ତି କିନ୍ତୁ ଏହି ଯୋଡି ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ଆଇସିସି ଟୁର୍ନାମେଣ୍ଟ ଜିତିବାରେ ବିଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ ୟୁଏଇ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?