ଟି୨୦ କ୍ରିକେଟ: ଇଂଲଣ୍ଡକୁ ହରାଇଲା ପାକିସ୍ତାନ
ନଟିଂହାମ୍, ୧୮ା୭ (ଏପି)-ବାବର ଆଜାମ ଓ ମହମ୍ମଦ ରିଜଓ୍ବାନ ପ୍ରଥମ ଉଇକେଟରେ ୧୫ ଓଭରରେ ୧୫୦ ରନ ଯୋଗ କରିବାରୁ ସ୍ଥାନୀୟ ଟେଣ୍ଟବ୍ରିଜ୍ଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ପାକିସ୍ତାନ ୩୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଧିନାୟକ ଆଜାମ…
ଟୋକିଓ ଯାତ୍ରାରେ ପ୍ରଥମ ବ୍ୟାଚ୍ର ଆଥଲେଟ
ନୂଆଦିଲ୍ଲୀ,୧୮।୭: ଭାରତୀୟ ଅଲିମ୍ପିକ ଆଥଲେଟିକ ଦଳର ପ୍ରଥମ ବ୍ୟାଚ୍ ଟୋକିଓ ଯାତ୍ରା କରିଛି। ଶନିବାର ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଥଲେଟଙ୍କ ଏହି ଦଳ ପ୍ରସ୍ଥାନ କରିଛି। ଏଥିପାଇଁ ବିମାନବନ୍ଦରରେ ଖେଳାଳିଙ୍କୁ ବିଦାୟ ଦେବା ସହ ଶୁଭେଚ୍ଛା ପ୍ରଦାନ…
ଟୋକିଓରେ ପହଞ୍ଚିଲା ବିଶାଳ ଅଲିମ୍ପିକ କଣ୍ଢେଇ
ଟୋକିଓ,୧୮।୭(ଏପି): ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ୬ ଦିନ ବାକିଥିବା ବେଳେ ଏକ ବିଶାଳ ଅଲିମ୍ପିକ କଣ୍ଢେଇ ଟୋକିଓରେ ଆସି ପହଞ୍ଚିଛି। ଏ ନେଇ ଅଲିମ୍ପିକ୍ ଆୟୋଜକମାନେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ବିଶାଳ କଣ୍ଢେଇ ଟୋକିଓ ୨୦୨୦…
ଭାରତ- ଶ୍ରୀଲଙ୍କା ଦିନିକିଆ ସିରିଜ ଆଜିଠାରୁ
କଲମ୍ବୋ,୧୮।୭ (ପି.ଟି.): ଶ୍ରୀଲଙ୍କା ଓ ଭ୍ରମଣକାରୀ ଭାରତ ମଧ୍ୟରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ବହୁଚର୍ଚ୍ଚିତ ସୀମିତ ଓଭର ସିରିଜ। ଏହି ଗସ୍ତରେ ଭାରତ ମୋଟ ୬ଟି ମ୍ୟାଚ୍ ଖେଳିବ। ପ୍ରଥମେ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ…
ଅଲମ୍ପିକ୍ କ୍ରୀଡ଼ା ଗ୍ରାମରେ ବଢୁଛି କରୋନା ପଜିଟିଭ୍ଙ୍କ ସଂଖ୍ୟା…
ଟୋକିଓ,୧୮।୭: ଜାପାନର ଟୋକିଆ ଅଲମ୍ପିକ୍ର କ୍ରୀଡ଼ା ଗ୍ରାମରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍ ହେବାକୁ ଯାଉଛି। ଏହା ପୂର୍ବରୁ ସ୍ଥାନୀୟ କ୍ରୀଡ଼ା ଗ୍ରାମରେ ଲଗାତାର ୨ ଦିନରେ ୩ ଜଣଙ୍କ ନମୁନା ରିପୋର୍ଟ କରୋନା…
ଅନ୍ତିମ ଟି୨୦ ଜିତିଲା ଓ୍ବେଷ୍ଟଇଣ୍ଡିଜ
ଗ୍ରସ୍ଆଇଲେଟ୍ (ସେଣ୍ଟ ଲୁସିଆ), ୧୮ା୭ (ଏପି)-ଅଷ୍ଟ୍ରେଲିଆ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ରେ ଓ୍ବେଷ୍ଟଇଣ୍ଡିଜ ୧୬ ରନରେ ବିଜୟ ହାସଲ କରିଛି। ଏଥିସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୧ରେ ବିଜୟ ହାସଲ କରିଛି। ଦଳକୁ ଜିତାଇବାରେ ଏର୍ଭିନ…
ଭାରତୀୟ ଶୁଟରଙ୍କ ଲାଗି କ୍ୱାରାଣ୍ଟାଇନ୍ର ଆବଶ୍ୟକତା ନାହିଁ
ନୂଆଦିଲ୍ଲୀ,୧୮।୭(ପି.ଟି.): ଅଲିମ୍ପିକ୍ ପୂର୍ବରୁ ଭାରତୀୟ ଶୁଟରଙ୍କ ଲାଗି ଟୋକିଓରେ କ୍ୱାରାଣ୍ଟାଇନର ଆବଶ୍ୟକତା ନାହିଁ। ଶନିବାର ବିଳମ୍ବିତ ରାତିରେ ଭାରତୀୟ ଶୁଟରମାନେ ଟୋକିଓରେ ପହଞ୍ଚିଥିଲେ ଓ କ୍ରୀଡ଼ାଗ୍ରାମରେ ସେମାନଙ୍କୁ ରୁମ୍ରେ ରହିବାକୁ ଅନୁମିତ ମିଳିଯାଇଥିଲା। ଶୁଟରମାନଙ୍କୁ କ୍ୱାରାଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ ବୋଲି…
ସଙ୍କଟରେ ‘ଦାଦା’ଙ୍କ ରେକର୍ଡ
କଲମ୍ବୋ,୧୭।୭: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ସିରିଜ୍ରେ ଭାରତୀୟ ଦଳର ନେତୃତ୍ୱ ଭାର ସମ୍ଭାଳିବେ ଶିଖର ଧାଓ୍ବନ। କ୍ୟାରିୟରରେ ପ୍ରଥମ ଥର ପାଇଁ ଗୁରୁ ଦାୟିତ୍ୱ ବହନ କରିବାକୁ ଯାଉଥିବା ଧାଓ୍ବନଙ୍କ ନିକଟରେ ରହିଛି ଏକ ବଡ଼…
ଧାଓ୍ବନଙ୍କ ସହ କିଏ କରିବ ଓପନିଂ
କଲମ୍ବୋ,୧୭।୭: ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍। ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଅଧିନାୟକ ଶିଖର ଧାଓ୍ବନଙ୍କ ସହ କିଏ ଓପନିଂ କରିବ, ସେ ନେଇ ଚିନ୍ତାରେ ଟିମ୍ ମ୍ୟାନେଜମେଣ୍ଟ। କାରଣ ଫାଙ୍କା ଥିବା ଓପନିଂ…
ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ ଅଲରାଉଣ୍ଡର; ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ନୂଆଦିଲ୍ଲୀ,୧୭।୭: ଭାରତୀୟ ଟିମ୍ର ଅଲରାଉଣ୍ଡର ଶିବମ ଦୁବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ପ୍ରେମିକା ଅଞ୍ଜୁମ ଖାନ୍ଙ୍କ ହାତ ଧରିଛନ୍ତି। ଉଭୟ ଦୀର୍ଘଦିନ ଧରି ଡେଟ୍ କରୁଥିଲେ। ଏବେ ବିବାହ ନେଇ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏହା…
ଅଲମ୍ପିକ୍ରେ କରୋନା…
ଟୋକିଓ,୧୭।୭: ଜାପାନର ଟୋକିଆ ଅଲମ୍ପିକ୍ରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍ ହେବାକୁ ଯାଉଛି। ଏହା ପୂର୍ବରୁ ସ୍ଥାନୀୟ କ୍ରୀଡ଼ା ଗ୍ରାମରେ ଜଣେ ଖେଳାଳିଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ଆୟୋଜକଙ୍କ ପକ୍ଷରୁ…
୨୦୦୭ ଟି୨୦ ବିଶ୍ୱକପ୍କୁ ୧୩ ବର୍ଷ ହେଲାଣି, ଏବେ ଆଗକୁ ଚାଲ
ନୂଆଦିଲ୍ଲୀ,୧୬।୭: ୨୦୦୭ ଟି୨୦ ବିଶ୍ୱକପ୍ ଓ ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍ ସଫଳତାକୁ ବହୁ ବର୍ଷ ହେଲାଣି। ଏବେ ଟିମ୍ ଇଣ୍ଡିଆକୁ ଆଗାମୀ ଟି୨୦ ବିଶ୍ୱକପ୍ ଜିତିବା ଦରକାର। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର। ଉଭୟ ବିଶ୍ୱକପ୍…
Archives


