Posted inଖେଳ

ବୋଲ୍ଟ ମୋର ଦୁର୍ବଳତା ଜାଣନ୍ତି, ଜାଣି ନ ପାରି ଫସିଗଲି

ନୂଆଦିଲ୍ଲୀ,୧୮।୧୧: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଟିମ୍‌ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ରୋହିତ ବିସ୍ଫୋରକ ପାଳି ଖେଳିଥିଲେ ହେଁ ଅର୍ଦ୍ଧଶତକ କରିପାରି ନ ଥିଲେ। ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ଆଉଟ୍‌ କରିଦେଇଥିଲେ। ତେବେ ମ୍ୟାଚ୍‌ ପରେ ରୋହିତ ଏନେଇ ମଜାଦାର କଥା କହିଛନ୍ତି।

ବୋଲ୍ଟ ମୋର ଦୁର୍ବଳତା ଜାଣନ୍ତି। ମୁଁ ତାଙ୍କ ଶକ୍ତି କ’ଣ ତାହା ବି ଜାଣେ। ଯେତେବେଳେ ଆଇପିଏଲ୍‌ରେ ମୁଁ ତାଙ୍କ ଅଧିନାୟକ ଥାଏ,ସେତେବେଳେ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ‘ବ୍ଲଫ୍‌’ କରିବାକୁ କହିଥାଏ। ସେ ମ୍ୟାଚ୍‌ରେ ତାହା ହିଁ କରିଛନ୍ତି। ଯେଉଁ ବଲ୍‌ ଆଶା କରିଥିଲି ସେ ତାର ବିପରିତ ବଲ୍‌ ପକାଇଥିଲେ। ଫଳରେ ଫସି ଯାଇଥିଲି ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଟେଷ୍ଟ: ପ୍ରଥମ ମହିଳା ମ୍ୟାଚ ଅଫିସିଆଲ କ୍ଲେୟାର ପୋଲୋସାକ

ସିଡ୍‌ନୀ, ୭।୧(ପି.ଟି.): ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଏକ ନୂଆ କଥା ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ଏକ ପୁରୁଷ...

ଫିଟ୍‌ ହେଲା ପରେ ମଧ୍ୟ ଧାଓ୍ବନଙ୍କ ସମସ୍ୟା ବଢ଼ିବ

ନୂଆଦିଲ୍ଲୀ,୧୪।୬: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକୀୟ ଇନିଂସବେଳେ ଶିଖର ଧାଓ୍ବନଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ସମସ୍ୟା ଦୂର ହେଲା ପରେ...

ଚୋରି ହୁଏ ରୋହିତ, କୋହଲିଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ,୧୧।୧- ସମସ୍ତ କ୍ରିକେଟ ପାଗଳ ଦେଶରେ ଭାରତୀୟ କ୍ରିକେଟ ଦଳର ପ୍ରଶଂସକ ସଂଖ୍ୟା ଖୁବ ଅଧିକ। ଦଳର ଖେଳାଳିଙ୍କ ନିକଟକୁ ଯିବା ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ...

ଟେଷ୍ଟ ଅଧିନାୟିକତ୍ୱ ଛାଡିବା ପରେ କେବଳ ଜଣେ ବ୍ୟକ୍ତି ହିଁ ମୋତେ ମେସେଜ୍‌ କରିଥିଲେ: କୋହଲି

ଦୁବାଇ,୪।୯: ଏସିଆ କପ୍‌ ୨୦୨୨ରେ ସୁପର-୪ ରାଉଣ୍ଡର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ପାକିସ୍ତାନ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେଇ...

କର ବା ମର ମ୍ୟାଚ୍‌: ୨୭୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ର ୨୮ତମ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଉଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ...

ଫେଡ୍‌କପ୍‌ ନାମ ବଦଳିଲା

ଲଣ୍ଡନ, ୧୮ା୯ (ଏପି)-ଫେଡ୍‌ କପ୍‌ ନାମ ବଦଳିଛି। ମହାନ ମହିଳା ଟେନିସ ଖେଳାଳି ବିଲି ଜିନ୍‌ କିଙ୍ଗ୍‌ଙ୍କ ନାମରେ ଏହା ନାମିତ କରାଯାଇଛି, ଯିଏକି ମହିଳାଙ୍କ...

ଟେଷ୍ଟ ଚାମ୍ପିୟନଶିପ୍‌ ତାଲିକା ଶୀର୍ଷରେ ଭାରତ

ଦୁବାଇ,୭।୩(ପି.ଟି.): ଇଂଲଣ୍ଡକୁ ୩-୧ରେ ଟେଷ୍ଟ ସିରିଜରେ ପରାସ୍ତ କରିବା ସହ ଭାରତ ଶନିବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍‌ର ଲିଗ୍‌ ପର୍ଯ୍ୟାୟ ଶେଷରେ...

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ କିଏ ମାରିବ ବାଜି: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍‌ କଲେ ଭବିଷ୍ୟବାଣୀ

ଭାରତୀୟ ଦଳ ଆସନ୍ତା ମାସରୁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ...

Advertisement
Archives

Model This Week